Latest Odisha News

BREAKING NEWS

Browsing Category

ଓଡିଶା

Odisha

ପାଣି ଭିତରୁ ଭଗ୍ନ ମନ୍ଦିର ଉଦ୍ଧାର

ମାଲକାନାଗିରି : ପାଣି ଭିତରୁ ଉଦ୍ଧାର ହୋଇଛି ଭଗ୍ନ ମନ୍ଦିର । ମାଲକାନାଗିରି ବାଲିମେଳା ଜଳ ଭଣ୍ଡାରରୁ ମିଳିଛି ପୁରୁଣା ମନ୍ଦିରର ଭଗ୍ନ ଅଂଶ । ଜଳଭଣ୍ଡାରରୁ ପାଣି କମିଯିବାରୁ ଏହି ପ୍ରାଚୀନ ମନ୍ଦିର ଦୃଶ୍ୟ ମାନ ହୋଇଛି । ଖାଲି ସେତିକି ନୁହେଁ ଆଖପାଖରୁ ମଧ୍ୟ ବହୁ ଛୋଟ ବଡ ମୂର୍ତ୍ତି ଉଦ୍ଧାର…

ଚିକିତ୍ସା ପାଇଁ ସହାୟତା ଆଶାରେ ହରମୋହନ

ନୀଳମାଧବପୁର: ଯନ୍ତ୍ରଣାରେ ଛଟପଟ ହେଉଛି ଜୀବନ । ରୋଗଗ୍ରସ୍ତ ହୋଇ କିଛି ବର୍ଷ ହେଲା ଶଯ୍ୟାଶାୟୀ ହରମୋହନ ଦାସ । ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ପରିବାର ବୋଝ ବି ତାଙ୍କ ଉପରେ । ଜମିବାଡି ସବୁ ବିକ୍ରି ସରିଥିବା ବେଳେ ଏବେ କିଛି ସହାୟତା ଆଶାରେ ବସିଛନ୍ତି ହରମୋହନଙ୍କ ପରିବାର ।…

ଅନ୍ତର୍ଜାତୀୟ ଯୋଗ ଦିବସ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ଯୋଗ ଦିବସ । ସାରା ବିଶ୍ୱ ଏହି ଯୋଗ ଦିବସ ପାଳିବା ସହିତ ବିଭିନ୍ନ ସ୍ଥାନରେ କରାଯାଉଛି ଯୋଗାଭ୍ୟାସ । ଶାରିରୀକ ଓ ମାନସିକ ସ୍ତରରେ ସୁସ୍ଥତା ପାଇଁ ନିୟମିତ ଯୋଗ କରିବା ଜରୁରୀ ହୋଇଛି । ପୁରୀରେ ବାଲୁକା କଳା ମାଧ୍ୟମରେ ଯୋଗ ନେଇ ଲୋକଙ୍କୁ ସଚେତନତା ଦିଆଯାଇଥିବା…

ଜୁନରେ ରାଜ୍ୟର କେଉଁ ଜିଲ୍ଲାରେ କେତେ ବର୍ଷା ? କେଉଁଠି ଅଧିକ ଓ କେଉଁଠି ନିଅଣ୍ଟିଆ

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓ ଲଘୁଚାପ ପ୍ରଭାବରେ ଗତ କିଛି ଦିନ ହେବ ବର୍ଷ ଜାରି ରହିଛି । ଜୁନ ମାସରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ସ୍ୱାଭାବିକଠାରୁ ୮ ପ୍ରତିଶତ ଅଧିକ ବର୍ଷା ହୋଇଛି । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…

ସ୍ପ୍ରିଣ୍ଟ କିଙ୍ଗ ମିଲଖା ସିଂ

ଭୁବନେଶ୍ୱର:ଇଣ୍ଡିଆନ୍ ଫିଲ୍ଡ ସ୍ପ୍ରିଣ୍ଟ ଲିଜେଣ୍ଡ ମିଲଖା ସିଂ । ଭାରତର ସବୁଠୁ ବଡ ନାମୀ ଖେଳାଳି ହେଉଛନ୍ତି ମିଲ୍‌ଖା । ଖାଲି ସେତିକି ନୁହେଁ ଏସିଆନ୍ ଗେମ୍ସ ଓ କମନୱେଲ୍‌ଥ ଗେମ୍ସରେ ୪୦୦ ମିଟରରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଏକ ମାତ୍ର ଭାରତୀୟ ହେଉଛନ୍ତି ମିଲଖା । ପଞ୍ଜ।।ବ…

ବଦଳିପାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ; ଓଡ଼ିଶାର ଚେହେରାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଦ୍ଵିତୀୟ ପାଳିର ଦୁଇ ବର୍ଷ ପୂରା କରିସାରିଥିବା ବେଳେ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହେବା ନେଇ ଦିଲ୍ଲୀରେ ଚର୍ଚ୍ଚା ଜୋର ଧରିଛି। ଗତକାଲି ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ଏ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି। ଯଦି…

‘ଯୋଗ ଦିବସ’ ଅବସରରେ ଶିଳ୍ପୀ ସୁଦର୍ଶନଙ୍କ ଆକର୍ଷଣୀୟ ବାଲୁକା କଳା ପ୍ରଦର୍ଶନ

ପୁରୀ: ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ‘ଯୋଗ ଦିବସ’ ଅବସରରେ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା ପ୍ରଦର୍ଶନ କରିଛନ୍ତି । https://twitter.com/sudarsansand/status/1406839396758822915?s=19 ବିଶିଷ୍ଟ ବାଲୁକା…

ଆଜି ପୁଣି ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଓଡିଶାର ଅନେକ ଜିଲ୍ଲା ପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଯାହା ଫଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଜୁନ୍ ୨୨ ରୁ ଜୁନ୍ ୨୫ ଯାଏଁ ଅନେକ ଜିଲ୍ଲାରେ…

ଯୋଗକୁ ଗୁରୁତ୍ୱ ଦେଉନାହାନ୍ତି ରାଜଧାନୀବାସୀ: ସର୍ଭେ

ଭୁବନେଶ୍ୱର: ସାରା ବିଶ୍ୱରେ ବର୍ତ୍ତମାନ ଯୋଗକୁ ଗୁରୁତ୍ୱ ଦିଆଯାଉଛି। ଏହାସତ୍ବେ ସହରାଞ୍ଚଳ ବାସୀଙ୍କ ମଧ୍ୟରେ ଏହି ଅଭ୍ୟାସ ଆଦୃତ ହୋଇ ପାରି ନାହିଁ ବୋଲି ଏକ ସର୍ଭେରୁ ଜଣାପଡିଛି। ଭୁବନେଶ୍ୱରରେ ମାତ୍ର ୧୭ ପ୍ରତିଶତ ଲୋକ 'ଆସନ', 'ପ୍ରାଣାୟାମ' ବା 'ଧ୍ୟାନ' କରୁଥିବା ବେଳେ ୧୦.୭ ପ୍ରତିଶତ…

କରୋନା ମୃତ୍ୟୁସଂଖ୍ୟା ୪୦ରୁ ଖସୁନି: ଆଜି ଓଡ଼ିଶାରୁ ଗଲା ୪୩ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କାବୁ ପାଉଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନି । ପ୍ରଦିନି ୪୦ରୁ ଅଧିକ ଆକ୍ରାନ୍ତ କରୋନାରେ ପ୍ରାଣ ହରାଉଛନ୍ତି । ୨୪ ଘଣ୍ଟାରେ ଆଉ ୪୩ ଜଣଙ୍କର ଜୀବନ ନେଇଛ ପ୍ରାଣଘାତୀ କରୋନା । ୧୫ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ଆକ୍ରାନ୍ତ ଆଖି…