Latest Odisha News

BREAKING NEWS

Browsing Category

ଓଡିଶା

Odisha

କରୋନା କାୟା କମୁଛି: ଆଜି ରାଜ୍ୟରୁ ୩୦୩୧ ପଜିଟିଭ୍, ୫% ତଳକୁ ଖସିଲା ପଜିଟିଭ୍ ହାର

ଭୁବନେଶ୍ୱର: ରାଜ୍ୟରେ କରୋନା ପ୍ରକୋପ କମିବାରେ ଲାଗିଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାରକୁ ଖସିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୩୧ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୭ଶହ ୩୮ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୨ଶହ ୯୩ଟି । ୨୪ ଘଣ୍ଟାରେ…

ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ପୁରୀ : ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ନେଇ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଆସନ୍ତା ଦେବସ୍ନାନ ପୂର୍ଣ୍ଣିମାରେ କଣ ସବୁ ନୀତି ରହିବା ଓ ରଥଯାତ୍ରା ପାଇଁ କଣ ସବୁ ନୀତି ରହିବ ଏ ନେଇ ସମସ୍ତ ନୀତିନିର୍ଘଣ୍ଟ ସ୍ଥିର କରାଯାଇଛି । ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ…

ଓଡ଼ିଶା-ମୋ ପରିବାର ସଂଯୋଜକଙ୍କୁ ଅକ୍ଷୟଙ୍କ କୃତଜ୍ଞତା ପତ୍ର

ଭୁବନେଶ୍ୱର: ଓଡ଼ିଶା ମୋ ପରିବାର ସଂଯୋଜକଙ୍କୁ କୃତଜ୍ଞତା ପତ୍ର ଦେଲେ ବଲିଉଡ୍ ଷ୍ଟାର ଅକ୍ଷୟ କୁମାର ଓଡ଼ିଶା ମୋ ପରିବାର ସଂଯୋଜକ ସୁବାସ ମହାରଣାଙ୍କୁ ଧନ୍ୟବାଦ ଜଣାଇଛନ୍ତି ବଲିଉଡ୍ ଅଭିନେତା ଅକ୍ଷୟ କୁମାର । ଓଡ଼ିଶା ମୋ ପରିବାର ସଂଯୋଜକ ସୁବାସଙ୍କ ସହାୟତା ପାଇଁ ଅକ୍ଷୟ ଏହି କୃତଜ୍ଞତା…

ରବିବାର ଟିକାନେଲେ ୧୫ ହଜାର ଲୋକ

ଭୁବନେଶ୍ଵର: ରବିବାର ରାଜ୍ୟରେ ୮୫ଟି ସେସନ ସାଇଟରେ ୧୫,୩୨୦ଜଣ ଟିକା ନେଇଛନ୍ତି। ୧୮ରୁ ୪୪ ବର୍ଷ ବର୍ଗରେ ପ୍ରଥମ ଡୋଜ୍ ୧୧,୦୪୫ ଜଣ ଟିକା ନେଇଥିବା ବେଳେ ଏହି ବର୍ଗରେ ଜଣେ ବି ହେଲେ ଦ୍ଵିତୀୟ ଡୋଜ୍ ନେଇନାହାନ୍ତି।  ୪୫ବର୍ଷରୁ ଉର୍ଦ୍ଧ୍ଵ  ବର୍ଗରେ ପ୍ରଥମ ଡୋଜ୍ ୨,୭୭୩ ଜଣ ଓ ଦ୍ଵିତୀୟ ଡୋଜ୍…

ଲୁଟେରା ଗ୍ୟାଙ୍ଗ ଗିରଫ

ପୁରୀ : ପୁରୀ ପୋଲିସକୁ ସଫଳତା । ମୋବାଇଲ ଲୁଟ କରୁଥିବା ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ଟାଉନଥାନା ଓ ସମୁଦ୍ରକୂଳ ଥାନା ପୋଲିସର ମିଳିତ ଟିମ ୪ଟି ମୋବାଇଲ ଓ ଦୁଇଟି ବାଇକ ଜବତ କରିଛି  । ଗିରଫ ଅଭିଯୁକ୍ତ ହେଲେ ଦୋଳମଣ୍ଡପ ସାହିର ଆଶୀର୍ବାଦ ଦାଶ, ବଡୁମହାପାତ୍ର ଯାଗାର…

ଭୁବନେଶ୍ଵରିଆଙ୍କୁ ଯୋଗ ପସନ୍ଦ ନୁହେଁ !

ଭୁବନେଶ୍ୱର: ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ। ତା ପୂର୍ବରୁ ଯୋଗ ଅଭ୍ୟାସକୁ ନେଇ ଆସିଥିବା ଏକ ରିପୋର୍ଟରୁ ଭୁବନେଶ୍ଵରବାସୀଙ୍କୁ ଯୋଗ ବେଶୀ ପସନ୍ଦ ନୁହେଁ ବୋଲି ଜଣାପଡ଼ିଛି। କରୋନା ସଂକ୍ରମଣ ଆରମ୍ଭ ହେବା ପୂର୍ବରୁ ଯୋଗକୁ ନେଇ ବହୁତ ଚର୍ଚ୍ଚା ବହୁତ ପ୍ରଚାର ପ୍ରସାର ହୋଇଥିଲା। ଏବେ…

ମିନ୍ନେସୋଟାରେ ଗୁଣ୍ଡିଚା ମନ୍ଦିର

ଭୁବନେଶ୍ୱର: ଆମେରିକା ମିନ୍ନେସୋଟାରେ ଗୁଣ୍ଡିଚା ମନ୍ଦିର । ମିନ୍ନେସୋଟା ମାପଲଗ୍ରୋଭରେ ଗୁଣ୍ଡିଚା ମନ୍ଦିର ଶୁଭ ଉଦଘାଟନ ହୋଇଛି । କୋଭିଡ ମହାମାରୀ ସମୟରେ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାର ସିନେଟ୍ ସଦସ୍ୟ ଆମି କ୍ଲୋବୁଚର୍ ଓ ମେୟର ମାର୍କ ରିବନ କାଟି…

ଜମି ବିବାଦକୁ ନେଇ ହତ୍ୟାକାଣ୍ଡ, ଜଣେ ମୃତ ୬ ଆହତ

ବଲାଙ୍ଗୀର: ମୁଣ୍ଡ ନେଇଗଲା ଜମି ବିବାଦ । ରକ୍ତାକ୍ତ ସଂଘର୍ଷରେ ଚାଲିଗଲା ଜଣକର ଜୀବନ । ଅନ୍ୟପଟେ ୬ ଜଣ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏପରି ଏକ ଅଭାବନୀୟ ଘଟଣାକୁ ନେଇ ଲଜ୍ଜା ମୁଣ୍ଡାଇଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ କୁଟୁରାପାଲି ଗାଁ । ମିଳିଥିବା…

ସୁସ୍ଥ ହେଉଛନ୍ତି ବିଜେପି ନେତା ପ୍ରଦୀପ୍ତ ନାୟକ; ଖୁବ୍‌ ଶୀଘ୍ର ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି। ୫୪ ବର୍ଷୀୟ ବିଜେପି ନେତା ପ୍ରଦୀପ୍ତ ନାୟକ ହେଉଛନ୍ତି ଭବାନୀପାଟଣାର ବିଧାୟକ। ସେ ଖୁବ୍‌ ଶୀଘ୍ର ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବେ ବୋଲି ଡାକ୍ତରଖାନା କର୍ତ୍ତୁପକ୍ଷ ସଚ୍ଚିଦାନନ୍ଦ ମହାନ୍ତି…

ଶ୍ରୀମନ୍ଦିରରେ ଆଜି ରାଜେନ୍ଦ୍ରଭିଷେକ ନୀତି

ଜ୍ୟେଷ୍ଠ ଶୁକ୍ଳ ଦଶମୀ ଦିନ ଶ୍ରୀମନ୍ଦିରରେ ରାଜେନ୍ଦ୍ରଭିଷେକ ନୀତି ପାଳନ କରାଯାଇଥାଏ । ଏହି ଦିନ ସନ୍ଧ୍ୟାଧୂପ ନୀତି ବଢ଼ିଲା ପରେ ଶ୍ରୀମଦନମୋହନ ଆଜ୍ଞା ମାଳ ପାଇ ଭୋଗ ବାଟ ଗଣେଶଙ୍କ ଠାରେ ପଡିଥିବା ଖଟ ଉପରେ ବିଜେ ହୁଅନ୍ତି। ଏହାପରେ ଭିତର ଶୋଧ ଜୟ ବିଜୟ ଦ୍ୱାର ବାନ୍ଦ ହୋଇ ଜଗମୋହନ କୁ…