Latest Odisha News

BREAKING NEWS

Browsing Category

ଓଡିଶା

Odisha

କନ୍ଧମାଳ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳି ବିନିମୟ

-ବନ୍ଧୁକ, ଗୁଳି ଓ ମାଓସାମଗ୍ରୀ ଜବତ କନ୍ଧମାଳ: କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା କୁମ୍ଭହାରୁ ନିକଟ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପୁଲିସ ଗୁଳିର ସାମ୍ନା କରି ନ ପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। କନ୍ଧମାଳ ଏସପିଙ୍କ ସୂଚନା ଅନୁସାରେ ଏସଓଜି ଓ…

ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ଅନୁଷ୍ଠିତ

ପୁରୀ: ଦିନେ ପରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ତାପୂର୍ବରୁ ଆଜି ଦଇତା ସେବକମାନେ ମଙ୍ଗଳ ଆଳତୀ ପରେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ପରମ୍ପରା ଅନୁସାରେ, ସ୍ନାନଯାତ୍ରା ପୂର୍ବରୁ ତ୍ରୟୋଦାଶୀ ତିଥିରେ ଦଇତାପତିମାନେ ଶ୍ରୀମନ୍ଦିର ପ୍ରବେଶ କରିଥାନ୍ତି ।…

କଟକ ଓ ଭୁବନେଶ୍ବର ସମେତ ଏସବୁ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡିଶାର ପାଞ୍ଚଟି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା (ଭୁବନେଶ୍ୱର), କଟକ (କଟକ ସହର), ଜଗତସିଂହପୁର, କେନ୍ଦ୍ରାପଡା ଏବଂ ନୟାଗଡ଼ରେ ଘଡଘଡି ସହ…

ଟିକା ନେଇ ନଥିଲେ ଗଞ୍ଜାମ ଜିଲ୍ଲାରେ ଦୋକାନ ଖୋଲିବା ମନା

ବ୍ରହ୍ମପୁର: କରୋନା ମହାମାରୀ ବିରୋଧୀ ଲଢ଼େଇରେ ଲକଡାଉନ୍, ସଟଡାଉନ୍ ହେଉଛି ଟିକାକରଣ ସବୁବେଳେ ମୁକାବିଲାରେ କିଛି ନା କିଛି ନୂଆ କରିଥାଏ ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏବେ ଟିକାକରଣକୁ ଗୁରୁତ୍ୱ ଦେଇ ଅଭିନବ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ । ତାଲାବନ୍ଦ କଟକଣା ଭିତରେ ଯେତିକି ବ୍ୟବସାୟିକ…

ଆଜି ରାଜ୍ୟରୁ କରୋନା ନେଲା ୩୮ ଜୀବନ

ଭୁବନେଶ୍ୱର: ତିନି ଦିନ ପରେ ରାଜ୍ୟରେ ୪୦ ତଳକୁ ଖସିଲା ଦୈନିକ କରୋନା ମୃତ୍ୟୁସଂଖ୍ୟା । ୨୪ ଘଣ୍ଚାରେ ରାଜ୍ୟରୁ କରୋୱା ନେଇଛି ଆଉ ୩୮ ଜୀବନ । ୧୫ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣଙ୍କର ଜୀବନ ନେଇଛି କରୋନା ।…

ଓଡ଼ିଶାରେ ୩ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ପଜିଟିଭ୍ ହାର ୪.୭୯%

ଭୁବନେଶ୍ୱର: ଓଡ଼ିଶାରେ ଖସୁଛି କରୋନା ସଂକ୍ରମଣ । ପଜିଟିଭ୍ ହାର କମୁଛି । ଆକ୍ଟିଭ୍ କେସ୍ କ୍ରମାଗତ ହ୍ରାସ ପାଉଛି । ଆଜି ଦୈନିକ ସଂକ୍ରମଣ ୩ ହଜାର ତଳକୁ ଖସିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ହଜାର ୯୫୭ ନୂଆ ଆକ୍ରାନ୍ତ । ଏହି ସମୟରେ ୬୧ହଜାର ୬୦୮ କୋଭିଡ୍ ଟେଷ୍ଟ ହୋଇଛି । ଆଜି ରାଜ୍ୟରେ…

ଶିଶୁମାନଙ୍କ ଦ୍ୱାରା ଉପସ୍ଥାପିତ ହେଲା ଓଡ଼ିଶା ପାଇଁ ଦେଖିଥିବା ସ୍ୱପ୍ନ

ଭୁବନେଶ୍ୱର : ପ୍ରବାସୀ ଓଡ଼ିଆ ବୁଦ୍ଧିଜୀବିଙ୍କ ଅନୁଷ୍ଠାନ 'ଓଡିଶା ପଜିଟିଭ୍' ଆନୁକୂଲ୍ୟରେ ଅନଲାଇନ ମାଧ୍ୟମରେ ଏକ ସ୍ୱତନ୍ତ୍ର ସଭା ଆୟୋଜିତ ହୋଇଯାଇଛି । ଏହି ସଭାରେ ବିଶ୍ୱର ବିଭିନ୍ନ ଦେଶର ୭ ରୁ ୧୪ ବର୍ଷ ବୟସର ୧୫ ଜଣ ଶିଶୁ ଭାଗ ନେଇ ନିଜ ସ୍ୱପ୍ନର ଓଡିଶା ବିଷୟରେ ବକ୍ତବ୍ୟ ପ୍ରଦାନ…

ସ୍ନାନ ପୂର୍ଣ୍ଣିମା ଅବସରରେ ଲାଗୁ ହେବ ୧୪୪ ଧାରା

ପୁରୀ: ସ୍ନାନ ପୂର୍ଣ୍ଣିମା ଅବସରରେ ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜନ ସମାଗମକୁ ବାରଣ କରିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ଏହି କଟକଣା ଆସନ୍ତା ୨୩ ତାରିଖ ରାତ୍ର ୧୦ ଘଟିକାରୁ…

ଦିଆସିଲି କାଠିରେ ଅଢେଇ ଇଞ୍ଚ ରଥ

କଟକ : ଦିଆସିଲିରେ କୁନି ରଥ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ ଛାତ୍ର । କଟକ ରାଜାବଗିଚା ସର୍ବୋଦୟପୁରରେ ରୁହନ୍ତି ଛାତ୍ର ସ୍ମୃତିରଞ୍ଜନ ମହାନ୍ତି । ସ୍ମୃତି ଅଢେଇ ଇଞ୍ଚର ରଥ ତିଆରି କରିବା ସହ ମହମବତୀରେ ଏକ ସୁନ୍ଦର ଆକର୍ଷଣୀୟ ଜଗନ୍ନାଥ ମୂର୍ତ୍ତି ତିଆରି କରିଛନ୍ତି । ଦିଆସିଲି…

ମାଫିଆଙ୍କ ଫୋକସରେ ପଶ୍ଚିମଓଡ଼ିଶା

ସମ୍ବଲପୁର : ମାଫିଆଙ୍କ ଫୋକସରେ ପଶ୍ଚିମଓଡ଼ିଶା । ବଢୁଛି ମାଫିଆଙ୍କ ରାଜ୍ । ସମ୍ବଲପୁର ସହରରେ ଦିନକୁ ଦିନ କାୟା ବିସ୍ତ।ର କରିଚାଲିଛନ୍ତି ନିଶା ବେପାରୀ । ଦିନ ଦିପହରରେ ବେଧଡକ ଚାଲାଣ ହେଉଛି ଗଞ୍ଜେଇରୁ ବ୍ରାଉନ ସୁଗର । ସବୁଠାରୁ ବଡ଼ କଥା ହେଲା ଏହାର ଟାର୍ଗେଟରେ ରହିଛନ୍ତି ଛାତ୍ର ଓ ଯୁବପୀଢି…