Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆମେରିକାର ମିନ୍ନେସୋଟାରେ ଗୁଣ୍ଡିଚା ମନ୍ଦିର

ଭୁବନେଶ୍ୱର: ଆମେରିକାର ମିନ୍ନେସୋଟାରେ ଶ୍ରୀ ଗୁଣ୍ଡିଚା ମନ୍ଦିରର ଶୁଭ ଉଦଘାଟନ । ହିନ୍ଦୁ ମନ୍ଦିର ପରିସରରେ ନବ ନିର୍ମିତ ଶ୍ରୀଗୁଣ୍ଡିଚା ମନ୍ଦିରର ଶୁଭ ଉଦଘାଟନ ସମାରୋହ ଅନୁଷ୍ଠିତ ହେବ । ଆମେରିକୀୟ ସମୟ ସକାଳ ୧୧.୩୦ ମିନିଟରେ ସିନେଟର ଆମି କ୍ଲୋବୁଚର୍ ଏବଂ ମାପଲଗ୍ରୋଭର ମେୟର ମାର୍କ…

ଚାଲିଥିଲା ବଜ୍ରକାପ୍ତା କାତି ପାଇଁ ମୂଲଚାଲ୍‌, ମାଡିବସିଲା ବନ ବିଭାଗ

ବାରିପଦା: ଲକ୍‌ଡାଉନ୍‌ରେ ଥମିନି ଚୋରା ବେପାର । ମଦ ଓ ବ୍ରାଉନ୍ ସୁଗାର କାରବାର ଭଳି ଅବାଧରେ ଚାଲିଛି ବନ୍ୟଜନ୍ତୁୁଙ୍କ ଶିକାର । ଆଜି ନିଷିଦ୍ଧ ବଜ୍ରକାପ୍ତା କାତିକୁ ବେଆଇନ ଭାବେ କ୍ରୟ କରୁଥିବାବେଳେ ମୟୁରଭଂଜର ବାଲିଚୁଆ ଗାଁରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା…

ହୋମ ଡେଲିଭରି ଏଜେଣ୍ଟଙ୍କୁ ଟିକାକରଣ

ଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଛି । ଏ ସ୍ଥିତିରେ ବର୍ତ୍ତମାନ ସମସ୍ତ ଟିକା କରଣ ଉପରେ ଧ୍ୟାନ ଦିଆଯାଉଛି । ଏହି ପର୍ଯ୍ୟାୟରେ ଦିଲ୍ଲୀ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ଅନଲାଇନ୍ ସପିଂ କମ୍ପାନୀ ସହିତ ଜଡିତ ହୋମ ଡେଲିଭରି…

ଗୁଳି ବିନିମୟରେ ଟଳିଲା ସିନିୟର କ୍ୟାଡର ମାଓବାଦୀ

ଭୁବନେଶ୍ବର : ଓଡ଼ିଶା ପୋଲିସ୍‌କୁ ସଫଳତା । ପୋଲିସ ଗୁଳିରେ ନିହତ ହୋଇଛି ସିନିୟର କ୍ୟାଡର ମାଓବାଦୀ । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ବରଗଡ଼ ଖଞ୍ଜଗୁଣ୍ଡା ନିକଟ ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ପୋଲିସ ଟିମ୍ ଉପରକୁ ଗୁଳି ମାଡ କରିଥିଲେ…

ଟିକାକରଣ ଲାଗି ଆଜି ସନ୍ଧ୍ୟାରୁ ସ୍ଲଟ୍‌ ବୁକିଂ ଆରମ୍ଭ; କଟକ

କଟକ: କଟକରେ କରୋନା ଟିକାକରଣ ଲାଗି ଆଜି ସନ୍ଧ୍ୟାରୁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ। କୋଭିଶିଲ୍ଡ ଟିକା ପାଇଁ ଅନଲାଇନ୍ ସ୍ଲଟ୍ ବୁକିଂ ଶୁକ୍ରବାର ସନ୍ଧ୍ୟା ୬ ଟାରୁ ଖୋଲା ହେବ ବୋଲି କଟକ ମ୍ୟୁନିସିପାଲ କର୍ପୋରେସନ୍ (ସିଏମସି) ସୂଚନା ଦେଇଛି। ଏହି ସ୍ଲଟ୍‌ ବୁକିଂ ଜୁନ୍ ୧୨ ପାଇଁ ଆରମ୍ଭ…

ଅଭିଷେକଙ୍କ ପାଇଁ ଆଗେଇ ଆସିଲେ ସାତ ସାବିତ୍ରୀ

ଅନୁଗୁଳ: ବେଶ କିଛିଦିନ ଧରି ଭଦ୍ରକ ବାସୁଦେବପୁରର ଅଭିଷେକଙ୍କ ଚିକିତ୍ସା ପାଇଁ ସାରା ରାଜ୍ୟରେ ସହାୟତାର ହାତ ଲମ୍ବିଛି । ଖାସ କରି ସ୍ୱାମୀକୁ ବଂଚାଇବା ପାଇଁ ନବବିବାହିତା ସ୍ତ୍ରୀ ମୌସୁମୀଙ୍କ ଆକୁଳ ନିବେଦନ ସମସ୍ତଙ୍କୁ ପ୍ରଭାବିତ କରିଥିଲା । ଏପରିକି ଟଙ୍କାଟିଏ ଦାନ କଲେ ଅଭିଷେକଙ୍କ ଜୀବନ…

ମର୍ମନ୍ତୁଦ ସଡକ ଦୁର୍ଘଟଣା ..ଜଣେ ମୃତ ,୨ ଗୁରୁତର

ବାରିପଦା: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା- କରଞ୍ଜିଆ ରାସ୍ତାର ସୁନାରିପୋଷି ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ତେବେ ଏକ କାର ଦୁର୍ଘଟଣାରେ ଘଟଣାସ୍ଥଳରେ…

ଚାଷୀ ସଙ୍ଗଠନର ୧୨ ଘଣ୍ଟିଆ ରାସ୍ତାରୋକ

ସୁବର୍ଣ୍ଣପୁର:ଚାଷୀ ସଙ୍ଗଠନର ୧୨ ଘଣ୍ଟିଆ ରାସ୍ତାରୋକ l ସୁବର୍ଣ୍ଣପୁର ଜିଲ୍ଲାରେ ରବି ଧାନ ବିକ୍ରି ନେଇ ଚାଲିଛି ଅଚଳାବସ୍ଥା l ଏହାର ସମାଧାନ ଦାବିରେ ଶେଷରେ ଚାଷୀ ଓହ୍ଲାଇଛନ୍ତି ରାଜ ରାସ୍ତାରେ । ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ ଉଲୁଣ୍ଡା ବ୍ଲକ ହିକୁଡି ଛକରେ ୧୨ ଘଣ୍ଟିଆ…

ଗୋଚରଜମି ଦଖଲ ନେଇ ନାବାଳକକୁ ହତ୍ୟା

ବାରିପଦା : ଗୋଚରଜମି ଦଖଲକୁ ନେଇ ହତ୍ୟାକାଣ୍ଡ । ଦଶମ ଶ୍ରେଣୀ ଛାତ୍ର ହରେକୃଷ୍ଣ ମହାନ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣିଲେ ଦୁବୃର୍ତ୍ତ ।। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ମହୁଲବଣୀ ଗାଁରେ । ସରକାରୀ ଗୋଚର ଜମି ଦଖଲକୁ ନେଇ ଉନ୍ମତ୍ତ କାଣ୍ଡ । ବିବାଦ ଯୋଗୁଁ ଚାଲିଗଲା…

ଦରଦାମ୍ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା

ଢ଼େଙ୍କାନାଳ: ଦରଦାମ୍ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଗଣଧାରଣା । ଢ଼େଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଅତ୍ୟାବଶ୍ୟକୀୟ ଜିନିଷପତ୍ରର ଦରଦାମ ବୃଦ୍ଧିକୁ ବିରୋଧ କରାଯାଇଛି । ସେହିଭଳି ପେଟ୍ରୋଲ, ଡିଜେଲର ଦାମ୍ ବୃଦ୍ଧି ବିରୋଧରେ ପେଟ୍ରୋଲ ପମ୍ପ ସମ୍ମୁଖରେ ଢ଼େଙ୍କାନାଳ କଂଗ୍ରେସ…