Latest Odisha News

BREAKING NEWS

Browsing Category

ଓଡିଶା

Odisha

ପରଲୋକରେ ବିଶିଷ୍ଟ ଶିଳ୍ପପତି ହିମାଂଶୁ ଦାସ

ବାଲେଶ୍ୱର: ବିଶିଷ୍ଟ ଶିଳ୍ପପତି ତଥା ବିଭିନ୍ନ ଅନୁଷ୍ଠାନର ପୃଷ୍ଠପୋଷକ ହିମାଂଶୁ ଦାସ ଗତକାଲି ଦେହାନ୍ତ ହୋଇଯାଇଛି । ଗତ କିଛିଦିନ ହେଲା ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଗତକାଲି ରାତିରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ବାଲେଶ୍ୱର…

୧୮ରୁ ୪୪ ବର୍ଷ ବୟସ୍କଙ୍କ ଲାଗି ଆଜିଠୁ ରାଜଧାନୀରେ ଆରମ୍ଭ ହେବ ଟିକାକରଣ

ଭୁବନେଶ୍ୱର: ସୋମବାରଠାରୁ ରାଜଧାନୀରେ ପୁଣି ଥରେ ୧୮ରୁ ଅଧିକ ବୟସ୍କଙ୍କ ଲାଗି ଆରମ୍ଭ ହେବାକୁ ଯାଉଛି ଟିକାକରଣ। ୫ ଦିନର ବ୍ୟବଧାନ ପରେ ଏହି ବର୍ଗଙ୍କ ଲାଗି ପୁଣି ଥରେ ଏହି ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏ ନେଇ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ସୂଚନା…

ଭଦ୍ରକର ଅଭିଷେକଙ୍କୁ ଆବଶ୍ୟକ ଇକମୋ ଚିକିତ୍ସା, ସାହାଯ୍ୟ ପାଇଁ ପରିବାରର ନିବେଦନ

ଭଦ୍ରକ: ବାସୁଦେବପୁର ଅଂଚଳର ଅଭିଷେକ ମହାପାତ୍ର ଗତ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ । ବର୍ତ୍ତମାନ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଡାକ୍ତରଙ୍କ କହିବାନୁସାରେ ତାଙ୍କୁ ଇକମୋ ଚିକିତ୍ସାର ଆବଶ୍ୟକ । ଏଥି ପାଇଁ ତାଙ୍କୁ କୋଲକାତାକୁ…

ବିଏମସି ଅଞ୍ଚଳରେ ଟିକାକରଣ; ଆଜି ରାତି ୭ଟାରୁ ସ୍ଲଟ୍ ବୁକିଂ ଆରମ୍ଭ

ଭୁବନେଶ୍ୱର: ରାଜଧାନୀ ବାସୀଙ୍କ ଲାଗି ରବିବାର ରାତି ୭ଟାରୁ ଟିକାକରଣ ପାଇଁ ସ୍ଲଟ୍ ବୁକିଂ ଆରମ୍ଭ ହେବ। ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ଉଭୟ ୧୮ ରୁ ୪୪ ବୟସ ବର୍ଗ (ପ୍ରଥମ ଡୋଜ) ଏବଂ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ (ପ୍ରଥମ ଓ ଦ୍ବିତୀୟ ଡୋଜ) ଟିକା ଦିଆଯିବ ବୋଲି ବିଏମସି ସୂଚନା…

ଓଡ଼ିଶାର ୧୧ ଜିଲ୍ଲାରେ ବର୍ଷା ସମ୍ଭାବନା, ଜାଣନ୍ତୁ କେଉଁ ଜିଲ୍ଲା

ଭୁବନେଶ୍ୱର: ଓଡିଶାର ୧୧ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା ନେଇ ରବିବାର ଦିନ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଜିଲ୍ଲା ଗୁଡ଼ିକ ମଧ୍ୟରେ ରହିଛି- ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ନୟାଗଡ଼, କଟକ (କଟକ ସିଟି), ଢେଙ୍କାନାଳ, ଜଗତସିଂହପୁର,…

ଜୁନ୍‌ ୧୦ରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଜୁନ୍‌ ୧୦ରୁ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ଜୁନ୍ ୧୧ରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆଜି କହିଛି।…

କରୋନା ସମୟରେ ବିଧାୟକଙ୍କ ସହଯୋଗ

ପାଟଣାଗଡ: କରୋନା ସମୟରେ ବିଧାୟକଙ୍କ ମହାନତା ।। ଏହି ସଙ୍କଟ ସମୟରେ ଲୋକଙ୍କୁ ସହଯୋଗ କରିଛନ୍ତି ପାଟଣାଗଡ ବିଧାୟକ ସରୋଜ ମେହେର । କରୋନା ମହାମାରୀ ସମୟରେ ଲୋକେ କାମଧନ୍ଦା ଅଭାବରୁ ଅନେକ ସମସ୍ୟା ଭୋଗୁଛନ୍ତି । କିଛି ଲୋକ କାମ ଧନ୍ଦା ହରାଇଥିବା ବେଳେ ସମସ୍ୟା ଭିତରେ ଖାଇବା ନେଇ ବହୁ…

ଶୁଖିଲା ଖାଦ୍ୟ ବଣ୍ଟନରେ ହେରଫେର ଅଭିଯୋଗ

ସୋନପୁର : ଶୁଖିଲା ଖାଦ୍ୟ ବଣ୍ଟନରେ ପାତର ଅନ୍ତର ଅଭିଯୋଗ l ଅସହାୟ ଗରିବ ଲୋକଙ୍କୁ ଦିଆଯାଉଛି ଶୁଖିଲା ଖାଦ୍ୟ । ସୁବର୍ଣ୍ଣପୁର ଜିଲ୍ଳା ବିଜୁ ଜନତା ଦଳ ତରଫରୁ ସହରର ବିଭିନ୍ନ ବର୍ଗର ନିସହାୟ ପରିବାର ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି l ତେବେ ଏହି ଶୁଖିଲା ଖାଦ୍ୟ ବଣ୍ଟନ ନେଇ ଲୋକଙ୍କ…

କୋଭିଡ୍ ସେଣ୍ଟର ବର୍ଜ୍ୟବସ୍ତୁ ନେଇ ବଢୁଛି ଅସନ୍ତୋଷ

ତାଳବଣିଆ : କୋଭିଡ୍ ସେଣ୍ଟରରେ ବ୍ୟବହୃତ ବର୍ଜ୍ୟବସ୍ତୁ ନେଇ ବଢୁଛି ଅସନ୍ତୋଷ । ତାଳବଣିଆ ପାଖରେ ଏଭଳି କୋଭିଡ ବର୍ଜ୍ୟବସ୍ତୁ ଚାରିଆଡେ ଫିଙ୍ଗାଯାଇଥିବା ଦେଖିବାକୁ ମିଳିଛି | ପୂର୍ବରୁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ କୋଭିଡ କେୟାର ସେଣ୍ଟରରେ କରୋନା ବର୍ଜ୍ୟବସ୍ତୁ ଏଣେତେଣେ ବିଛାଡି ହୋଇ…

ଗାଡିର ଇଣ୍ଡିକେଟର ଦେଇ ନ ଥିବାରୁ ବିଚ୍ ରାସ୍ତାରେ ବାଡେଇ ବାଡେଇ ମାରିଦେଲେ

କପ୍ତିପଦା: ଗାଡି ସାଇଡ ମାରିବା ସମୟରେ ଗାଡିର ଇଣ୍ଡିକେଟର ଦେଇ ନ ଥିବାରୁ ଅତି ନିର୍ଦ୍ଦୟ ଭାବେ ବିଚ୍ ରାସ୍ତାରେ ବାଡେଇ ବାଡେଇ କରିଲେ ହତ୍ୟା । ଆଉ ହତ୍ୟାକାଣ୍ଡରେ ମୃତ୍ୟୁବରଣ କରିଛନ୍ତି ବିଜେପିର ଯୁବ ମୋର୍ଚ୍ଚା ଜିଲ୍ଲା ପ୍ରଭାରୀ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଅଂଚଳରେ ।…