Latest Odisha News

BREAKING NEWS

Browsing Category

ଓଡିଶା

Odisha

ସବୁ କୋଭିଡ ହସପିଟାଲରେ ବାଧ୍ୟତାମୂଳକ ହେବ ହେଲ୍ପ ଡେସ୍କ

ଭୁବନେଶ୍ବର : କରୋନା ମହାମାରୀ ସମୟରେ ରାଜ୍ୟର ସବୁ କୋଭିଡ ହସପିଟାଲରେ ବାଧ୍ୟତାମୂଳକ ହେବ ହେଲ୍ପ ଡେସ୍କ । ସମସ୍ତ ଘରୋଇ ଓ ସରକାରୀ ହସପିଟାଲରେ ଏହି ହେଲ୍ପ ଡେସ୍କ ରହିବ । ହେଲ୍ପ ଡେସ୍କ ଗୁଡିକ ୨୪ ଘଣ୍ଟିଆ କାର୍ଯ୍ୟ କରିବ । ଏନେଇ ରା୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

ଶିଶୁଙ୍କ ପାଇଁ ଗଠନ ହେଲା ସ୍ବତନ୍ତ୍ର କମିଟି

ଭୁବନେଶ୍ବର : ରାଜ୍ୟରେ ବୃଦ୍ଧି ପାଉଥିବାରୁ ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତତ୍ପର ହୋଇଛନ୍ତି ସରକାର । ଖାସକରି ଶିଶୁଙ୍କ କ୍ଷେତ୍ରରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସଜାଗ ହୋଇଚନ୍ତି ସରକାର । କୋଭିଡ ଆକ୍ରାନ୍ତ ଶିଶୁଙ୍କୁ ପର୍ଯ୍ୟବେକ୍ଷଣ ଲାଗି ଗଠନ ହୋଇଛି ସ୍ବତନ୍ତ୍ର…

ରାଜ୍ୟରୁ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ଭୁବନେଶ୍ବର : ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି ମହାମାରୀ କରୋନା ସଂକ୍ରମଣ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବା ବେଳେ, ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଏଭଳିସ୍ଥିତିରେ ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୧୨ ହଜାର ୭୭ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି…

ଜୁନ୍ ୧୫ ଯାଏଁ ଶ୍ରୀମନ୍ଦିରରେ ଦର୍ଶନ ମନା

ପୁରୀ : ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା । ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଅବଧି ବଢ଼ାଇଛି ଶ୍ରୀମନ୍ଦିର ପ୍ରଶାସନ । ପୂର୍ବରୁ କେବଳ ଶନିବାର ଓ ରବିବାର ଭକ୍ତଙ୍କ ଦର୍ଶନକୁ ବାରଣ କରାଯାଇଥିଲା । କିନ୍ତୁ କରୋନା ପାଇଁ ମେ ୧୫…

ଜାଣି ରଖନ୍ତୁ, ଏଣିକି ପୁରୀରେ କେଉଁଠି ଦିଆଯିବ ଟିକା

ପୁରୀ : ପୁରୀରେ ବଦଳିଲା ଟିକାକରଣ କେନ୍ଦ୍ର । ଆସନ୍ତାକାଲି ଠାରୁ ଅର୍ବାନ ପ୍ରାଇମେରୀ ହେଲଥ ସେଣ୍ଟରରେ ହେବ ନାହିଁ ଟିକାକରଣ । ଏହା ବଦଳରେ ଆଉ କିଛି ସ୍ଥାନକୁ ଚିହ୍ନଟ କରାଯାଇଛି । ଟିକାକରଣ ପାଇଁ ଚିହ୍ନଟ ହୋଇଥିବା ସ୍ଥାନ ଗୁଡିକ ହେଲା, ଷ୍ଟେସନ୍ ରୋଡ୍ ସ୍ଥିତ ଜିଲ୍ଲା ସ୍କୁଲ, ଡାଇମଣ୍ଡ…

ଫେରିଲା ତାତି, ୪୦ ଡିଗ୍ରୀ ଉପରେ ରାଜ୍ୟର ୩ ସହର

ଭୁବନେଶ୍ବର : କିଛି ଦିନର ତାତିରୁ ଆଶ୍ବସ୍ତି ମିଳିବା ପରେ ଆଜି ପୁଣି ବଢ଼ିଲା ପାରଦ । ତାତି ବଢ଼ିବା ସହ ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୩ ସହରର ତାପମାତ୍ରା । ତେବେ ୪୧.୨ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ…

କରୋନାକୁ ପରାସ୍ତ କଲେ ୯୦ ବର୍ଷୀୟା ବୃଦ୍ଧା

ଭୁବନେଶ୍ବର : ହାରିବ କରୋନା, ଜିତିବ ମଣିଷ । ଏ କଥାକୁ ପୁଣି ଥରେ ସାବ୍ୟସ୍ତ କରିଛନ୍ତି ୯୦ ବର୍ଷୀୟା ଜଣେ ବୃଦ୍ଧା । ସମ୍ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳର ବାଉରୀ ସାହୁ । ଗତ ମେ ୩ ତାରିଖରେ କରୋନା ଆକ୍ରାନ୍ତ ହେବା ପରେ ସମ୍ କୋଭିଡ…

ଗାୟକ ଅଳଂକାର ଶ୍ୟାମସୁନ୍ଦର ତ୍ରିପାଠୀ

ବରିଷ୍ଠ ପାଲା ଗାୟକ ଶ୍ୟାମସୁନ୍ଦର ତ୍ରିପାଠୀ । ଜଣେ ପ୍ରତିଷ୍ଠିତ ମର୍ଯ୍ୟାଦାବନ୍ତ, ମିଷ୍ଟଭାଷୀ ଆଦର୍ଶ ପାଲା ଗାୟକ । ପାଲାର ମୌଳିକତାକୁ ବଜାୟ ରଖି ସେ ରାଜ୍ୟର କୋଣ ଅନୁକୋଣରେ ପାଲା ପରିବେଷଣ ଜାରି ରଖିଛନ୍ତି । ୧୯୫୬ ମସିହା ଜୁନ ୬ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ପୋଡ଼ାଡ଼ିହ…

ଭୁବନେଶ୍ବରରୁ ପୁଣି ରେକର୍ଡ ସଂଖ୍ୟକ ପଜିଟିଭ୍, ଚିହ୍ନଟ ହେଲେ ୧୩୫୩ ଆକ୍ରାନ୍ତ

ଭୁବନେଶ୍ବର : ସାରା ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି ମହାମାରୀ କରୋନା । କିନ୍ତୁ ସବୁଠୁ ଅଧିକ ଟେନସନ ଦେଉଛି ରାଜଧାନୀ ଭୁବନେଶ୍ବର । କାରଣ ହଟସ୍ପଟ ପାଲଟିଥିବା ରାଜଧାନୀ ଭୁବନେଶ୍ବରରୁ ଆଜି ପୁଣି ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୧୩୫୩…

ଭୁବନେଶ୍ବରରେ ୫୦ ହଜାର ଟଙ୍କାରେ ଶିଶୁ ବିକ୍ରି

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ୫୦ ହଜାର ଟଙ୍କାରେ ଶିଶୁ ବିକ୍ରି । ବର୍ଷକର ଶିଶୁପୁତ୍ରକୁ କିଣିଥିବା ବ୍ୟକ୍ତିଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ । ଶିଶୁ ପୁତ୍ରକୁ କିଣିଥିବା ଶ୍ରୀନିବାସ ଜେନାକୁ ନୟାଗଡରୁ ଗିରଫ କରିଛି ପୋଲିସ । ଶିଶୁପୁତ୍ରଙ୍କ ମା ଅଭିଯୋଗ କରିବା ପରେ ଗିରଫ କଲା…