Latest Odisha News

BREAKING NEWS

Browsing Category

ଓଡିଶା

Odisha

ଧଳା ଜହର ସୌଦାଗର ସାଜିଥିଲେ ମାଛ ବେପାରୀ !

ଭୁବନେଶ୍ୱର: ମାଛ ବେପାର ସାଜିଥିଲା ଢାଲ । ମାଛ ବଦଳରେ ଚାଲିଥିଲା ବ୍ରାଉନ୍ ସୁଗାର କାରବାର । କୋଡ୍ ୱାର୍ଡ କିମ୍ବା ପୂର୍ବରୁ ହୋଇଥିବା ଡିଲ୍‌କୁ ନେଇ ଚାଲିଥିଲା ସିକ୍ରେଟ୍ ସର୍ଭିସ୍ । ଏପରିକି ପୋଲିସକୁ ଚକ୍‌ମା ଦେବା ପାଇଁ ଧଳା ଜହରର ସୌଦାଗାର ସାଜିଥିଲେ ମାଛ ବେପାରୀ । ରାଜଧାନୀର…

ବିଜାପୁରରେ ଗର୍ଜିଲା ସରକାରୀ ବନ୍ଧୁକ, ୩ ନକ୍ସଲ୍ ମିଲେସିଆ ନିହତ !

ମାଲକାନଗିରି: ଛତିଶଗଡ ବିଜାପୁର ଜିଲ୍ଲାରେ ଗୁଳିବିନିମୟ । ତେବେ ଯବାନ କି ମାଓବାଦୀ ନୁହେଁ ବରଂ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଗର୍ଜିଥିଲା ବନ୍ଧୁକ । ରିପୋର୍ଟ ଅନୁଯାୟୀ ସିଲଗର ଗାଁରେ ନବନିର୍ମିତ ତଥା ସ୍ଥାପିତ ସିଆରପିଏଫ କ୍ୟାମ୍ପକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଆସୁଥିଲେ । ଆଜି ଶତାଧିକ…

ସତ୍ୟନଗର ଶ୍ମଶାନରେ କାର୍ଯ୍ୟରତ ୭ କର୍ମୀ କରୋନା ସଂକ୍ରମିତ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି)ର ୭ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବିଏମସିର ସୂଚନା ଅନୁଯାୟୀ, ସମ୍ପୃକ୍ତ ସାତଜଣ ସଂକ୍ରମିତ କର୍ମଚାରୀ ସତ୍ୟ ନଗର ଶ୍ମଶାନରେ ନିୟୋଜିତ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ରବିବାର ଦିନ ପଜିଟିଭ୍…

କରୋନା ସ୍ଥିତି ଓ ମୁକାବିଲା ନେଇ ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ଆଜି ବସୁଛି ସର୍ବଦଳୀୟ ବୈଠକ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ସାଢ଼େ 5ଟାରେ ବୈଠକ ବସିବ । ବିଧାନସଭା କନଫରେନ୍ସ ହଲରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ହୋଇଛି । ଭର୍ଚୁଆଲରେ ବି ସାମିଲ ହୋଇପାରିବେ ଉଭୟ ସରକାରୀ ଓ…

ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରକାଶ

ଭୁବନେଶ୍ୱର: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କର ସୋମବାର ଦିନ ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। "ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସ୍ୱତନ୍ତ୍ର…

କରୋନାରେ ଆଖି ବୁଜିଲେ ଓଡ଼ିଆ ସଙ୍ଗୀତର ଯାଦୁଗର ଅମରେନ୍ଦ୍ର ମହାନ୍ତି

ଭୁବନେଶ୍ୱର: ପରଲୋକ ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତି । କରୋନାରେ ସଂକ୍ରମିତ ହୋଇ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ସେ ପ୍ରାଣତ୍ୟାଗ କରିଛନ୍ତି । ତାଙ୍କ ଦେହାନ୍ତ ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି । କୋଭିଡ୍…

ଭ୍ୟାକସିନେସନ୍ ଆଟ୍ ଡୋର୍: ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କ ପାଇଁ ଆଜିଠୁ ବ୍ରହ୍ମପୁରରେ ଆରମ୍ଭ

ବ୍ରହ୍ମପୁର: ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କୁ ଟିକାକରଣ ପାଇଁ ବ୍ରହ୍ମପୁରରେ ଆଜିଠୁ ଆରମ୍ଭ ହୋଇଛି ଭ୍ୟାକସିନେସନ୍ ଆଟ୍ ଡୋର୍ । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି । ୭୦ ବର୍ଷରୁ ଅଧିକ ବୟସ୍କ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କୁ ଘର ପାଖରେ ଯାଇ ଟିକାକରଣ କରାଯିବ…

୨୪ ଘଣ୍ଟାରେ ରାଜ୍ୟରୁ ୧୦,୭୫୭ କରୋନା ପଜିଟିଭ୍

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦ ହଜାର ୭୫୭ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ୧ ହଜାରରୁ ଅଧିକ ପଜିଟିଭ୍ ବାହାରିଛନ୍ତି । ଗତକାଲି ସଂକ୍ରମିତଙ୍କ ସଂଖ୍ୟା ଥିଲା ୧୧ ହଜାର ୭୩୨। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୬୦୨୪ କ୍ବାରେନଣ୍ଟାଇନ ଓ ୪୭୩୩ ଲୋକାଲ କେସ୍ ରହିଛି।…

ଭୁବନେଶ୍ୱରରେ ବରିଷ୍ଠ ନାଗରିକଙ୍କ ପାଇଁ ଆଜିଠୁ ଟେଷ୍ଟିଂ ଓ ଟିକାକରଣ ନେଇ ବିଏମସିର ନୂଆ ବ୍ୟବସ୍ଥା

ଭୁବନେଶ୍ୱର: କରୋନା ଟେଷ୍ଟ ଓ ଟିକାକରଣ ନେଇ ରାଜଧାନୀରେ ଆଜିଠୁ ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ ହେଉଛି ସ୍ୱତନ୍ତ୍ର ବ୍ୟବସ୍ଥା । ବିଏମସି ପକ୍ଷରୁ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯେଉଁମାନେ ଘରେ ଏକୁଟିଆ ରହୁଥିବେ ଓ ବାହାରକୁ ଏକାକୀ ଆସିବାରେ ସକ୍ଷମ…

ଆଜି ଓଡ଼ିଶାରୁ କରୋନା ନେଲା ୨୨ ଜୀବନ, ୬ଟି ଜିଲ୍ଲାରେ ଅଧିକ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଚାରେ ଆଉ ୨୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଆଜି ୬ଟି ଜିଲ୍ଲାରେ ଅଧିକ ରହିଛି ମୃତ୍ୟୁସଂଖ୍ୟା । ସେସବୁ ଜିଲ୍ଲାରୁ ୩ ଜଣ ଲେଖାଏ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ଏହି ଜିଲ୍ଲାଗୁଡ଼ିକ ହେଲା ବୌଦ୍ଧ,…