Latest Odisha News

BREAKING NEWS

Browsing Category

ଓଡିଶା

Odisha

ସବୁ ରେକର୍ଡ ଭାଙ୍ଗିଲା ଦୈନିକ ସଂକ୍ରମଣ, ସପ୍ତାହକ ପରେ ପୁଣି ୧୨ ହଜାରରୁ ଅଧିକ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ଆଜି ସବୁ ରେକର୍ଡକୁ ଅତିକ୍ରମ କରିଛି । ସପ୍ତାହକ ପରେ ପୁଣି ଥରେ ରାଜ୍ୟରେ ଦୈନିକ ସଂକ୍ରମଣ ମାମଲା ୧୨ ହଜାର ପାର୍ କରିଛି । ଗତ ୭ ତାରିଖରେ ରାଜ୍ୟରେ ୧୨ ହଜାର ୨୩୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଗତ ୨୪ ଘଣ୍ଟାରେ ୧୨ ହଜାର ୩୯୦ଟି ସଂକ୍ରମଣ…

ଇଦ୍ ମୁବାରକ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ପାଳନ କରାଯାଉଛି ପବିତ୍ର ଇଦ୍ ଉଲ୍ ଫିତର୍। ଏହି ଅବସରରେ ମୁସଲମାନ ଭାଇ ଭଉଣୀମାନଙ୍କୁ ଟ୍ୱିଟ୍ କରି ଇଦ୍ ମୁବାରକ୍ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ସହ ସେ ଟ୍ୱିଟରେ ଲେଖିଛନ୍ତି ଯେ, ଇଦ୍ ଜୀବନରେ ଖୁସି, ଉତ୍ତମ ସ୍ବାସ୍ଥ୍ୟ, ଭଲ ପାଇବା ଭରିଦେବା ସହ…

କୋଭିଡ଼ ମୁକାବିଲା ପାଇଁ ବଲାଙ୍ଗିରକୁ ୨ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ବର: କୋଭିଡ଼ ଦ୍ଵିତୀୟ ଲହରୀର ମୁକାବିଲା ପାଇଁ ବଲାଙ୍ଗିର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସୂଚନା ଅନୁଯାୟୀ, ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର ଲାଗି ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ କୋଭିଡ଼ର…

ଶ୍ରୀମନ୍ଦିର ସେବାୟତଙ୍କୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତ ମାନଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ, ମୋଟ ୨୪୬୩ ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଇଛି। କୋଭିଡର ପ୍ରଥମ ଲହରରେ ମଧ୍ୟ ସେବାୟତ ପରିବାରଙ୍କୁ ୪ଟି କିସ୍ତିରେ ୫…

ଅପହଞ୍ଚ ଇଲାକାରେ ବିକାଶ

ମାଲକାନଗିରି: ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ବିକାଶକୁ ନେଇ କେତେ କଣ୍ ଯୋଜନା । ରାଜ୍ୟ ସରକାର ଉନ୍ନତି ନେଇ ଡିଣ୍ଡିମ ପିଟୁଥିବା ବେଳେ ଆଜି ଆମେ ଏହାର ବାସ୍ତବ ଚିତ୍ର ଆପଣଙ୍କୁ ଦେଖାଇବାକୁ । ରାଲେଗାଡା ପଞ୍ଚାୟତରେ ଏମିତି ଅନେକ ଗାଁ ରହିଛି ଯେଉଠି ଆଜି ପର୍ଯ୍ୟନ୍ତ କୌଣସି ସରକାରି…

ଲକଡାଉନରେ ମଦ ହୋମ୍ ଡେଲିଭରିକୁ ଅନୁମତି

ଭୁବନେଶ୍ୱର: ରାଜ୍ୟରେ ଲକଡାଉନ ସମୟରେ ମଦର ହୋମ୍ ଡେଲିଭରି କରାଯିବ। ଅବକାରୀ ବିଭାଗ ଆଇଏମ୍ଏଫ୍ଏଲ୍ ଦୋକାନ ତଥା ଖାଦ୍ୟ ବିତରଣ ସଂସ୍ଥା ଦ୍ୱାରା ମଦ ହୋମ୍ ଡେଲିଭରି ଉପରେ ନିଷ୍ପତ୍ତି ନେବାକୁ ଗୁରୁବାର ଦିନ ଜିଲ୍ଲାପାଳଙ୍କୁ କହିଛି। ତେବେ ଏହାପୂର୍ବରୁ ବିଭାଗ ପକ୍ଷରୁ ଲକଡାଉନ ସମୟରେ ମଦର…

ଲକଡାଉନ ବେଳେ ଟ୍ବିନସିଟିରେ ମର୍ଣ୍ଣିଂଓ୍ବାକକୁ ନା

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଲାଗି କମିଶନରେଟ ପୋଲିସ ଗୁରୁବାର ଦିନ ଟ୍ୱିନସିଟିରେ ନିୟମ ଗୁଡିକୁ କଡାକଡା କରିଛନ୍ତି। ଟ୍ୱିନସିଟି ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଲକଡାଉନ ସମୟରେ ମର୍ଣ୍ଣିଂଓ୍ବାକ ଓ ଇଭନିଂଓ୍ବାକ୍ ଏବଂ ସାଇକେଲ…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୮୬୬୫ ଆକ୍ରାନ୍ତ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ଆଉ ୮୬୬୫ ଜଣ। ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଆଜିର ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେଣି ୪ ଲକ୍ଷ ୮୨ ହଜାର ୩୪୫ ଜଣ ଆକ୍ରାନ୍ତ।…

ପରଲୋକରେ ବିଶିଷ୍ଟ ବାନାମ (କେନ୍ଦରା) ଶିଳ୍ପୀ ଉଦୟ ମୁର୍ମୁ

ଯାଜପୁର: ବିଶିଷ୍ଟ କାଠ ଖୋଦେଇ ଆଦିବାସୀ ଶିଳ୍ପୀ ଉଦୟ ମୁର୍ମୁ ଆଖି ବୁଜିଛନ୍ତି । ଗତ କିଛି ଦିନ ହେଲା କିଡିନୀ ରୋଗରେ ପିଡିତ ଉଦୟ ଅର୍ଥ ଅଭାବରୁ ଉନ୍ନତ ଚିକିତ୍ସାପାଇଁ ହସପିଟାଲ ଯାଇ ପାରିନଥିଲେ । ଶେଷରେ ଘରେ ପଡି ପଡି ଗତ ୯ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା । ଆଦିବାସୀମାନେ…

ମରିଯାଇଛି କି ମଣିଷ ପଣିଆ??

କାମାକ୍ଷାନଗର: ରୋଗ କ’ଣ ମାନବିକତାକୁ ବି ମାରିଦିଏ ??ମଷିଣ ପଣିଆ ବି ହଜିଯାଏ?? କରୋନା ତ ଯାହା କଲା । ହେଲେ ପ୍ରଶାସନ କଣ ଠିକ୍ କରିଲା । କରୋନାରେ ଆକ୍ରାନ୍ତ ଥିଲେ ବୋଲି ଜଣେ ଶିକ୍ଷକଙ୍କ ମୃତ ଦେହକୁ ଜଙ୍ଗଲରେ ଫିଙ୍ଗି ଦେବା କେତେ ଦୂର ଠିକ୍‌? ମୃତ ଦେହକୁ ଦାହ ନକରି କୁକର ବିଲୁଆଙ୍କ ପାଖରେ…