Latest Odisha News

BREAKING NEWS

Browsing Category

ଓଡିଶା

Odisha

ରୁଦ୍ରରୂପା ବ୍ରହ୍ମାଙ୍କ ‘ପାହାଡ଼ ରାଣୀ’ ଓ ଚନ୍ଦ୍ରମଣି ସ୍ବାଇଁଙ୍କ ‘ଉକ୍ତିର…

ବ୍ରହ୍ମପୁର : ଓଡ଼ିଶାର ସର୍ବ ପୁରାତନ ପତ୍ରିକା ନବୀନ ପକ୍ଷରୁ ତ୍ରୟୋବିଂଶ ବିଷୁବ ମିଳନ ତଥା ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ ସ୍ଥାନୀୟ ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କୁନି ଲେଖିକା ରୁଦ୍ରରୂପା ବ୍ରହ୍ମାଙ୍କ ଶିଶୁ କବିତା ସଙ୍କଳନ 'ପାହାଡ଼ ରାଣୀ' ଓ ଦିବଂଗତ…

ଭୁବନେଶ୍ୱର-ହାୱଡା ଜନ ଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ବାଲେଶ୍ବର: ସିମୁଳିଆ ରେଳ ଷ୍ଟେସନ ନିକଟରେ ଗୁରୁବାର ସକାଳେ ଭୁବନେଶ୍ୱର-ହାୱଡା ଜନ ଶତାବ୍ଦୀ ଏକ୍ସପ୍ରେସର ଏକ କୋଚରେ ନିଆଁ ଲାଗିଥିବା ନଜରକୁ ଆସିଥିଲା। ସୂଚନାନୁସାରେ, କୋଚ୍ ନଂ ଡି-୬ ନିକଟରେ ଥିବା ଏକ ଡଷ୍ଟବିନରୁ ଧୂଆଁ ବାହାରୁଥିବା ଯାତ୍ରୀମାନେ ଦେଖିବାକୁ ପାଇଥିଲେ। ଏନେଇ ସେମାନେ…

ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀଙ୍କ ଆନ୍ଦୋଳନ, ରାସ୍ତାରୋକ

ପୁରୀ: କୋର୍ସ ସରିନି ପରୀକ୍ଷା ହେବ A। ଏହାକୁ ବିରୋଧ କରି ପୁରୀ ସରକାରୀ ମହିଳା ମହାବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି । ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । କଲେଜର ମୁଖ୍ୟ ଫାଟକରେ ଭଙ୍ଗାରୁଜା ହୋଇଛି । ପୋଲିସ ଓ ଆନ୍ଦୋଳନରତ ଛାତ୍ରୀଙ୍କ…

ଆଖଣ୍ଡଳମଣି ମନ୍ଦିରର ଜଣେ ସେବାୟତଙ୍କୁ କରୋନା, ୧୭ ଯାଏ ମନ୍ଦିର ବନ୍ଦ

ଭଦ୍ରକ: ରାଜ୍ୟ ଭଳି ଭଦ୍ରକ ଜିଲ୍ଲାରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣି ମନ୍ଦିରର ଜଣେ ସେବାୟତ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଆଖଣ୍ଡଳମଣି ମନ୍ଦିରରେ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ଆଜି ଦିନ ୧୨ଟାରୁ କେହି ମନ୍ଦିର…

ମହଙ୍ଗା ପଡ଼ିଲା ଚୋରି, ଗଛରେ ୩ ଯୁବକଙ୍କୁ ବାନ୍ଧିଦେଲେ ମାଲିକ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ମିଳିଥିବା ସୂଚନା ଅନୁସାରେ ବୋରିଂ ମୋଟର ଚୋରି କରିଥିବା ଅଭିଯୋଗରେ ୩ ଜଣ ଯୁବକଙ୍କୁ ଏମିତି ଘଛରେ ବନ୍ଧା ଯାଇଛି । ଦୀର୍ଘ ସମୟ ଧରି ଗାଁ ଦାଣ୍ଡରେ ଗଛରେ ବାନ୍ଧି ୩ ଯୁବକଙ୍କୁ ଦଣ୍ଡ ଦେଇଛନ୍ତି ଗ୍ରାମବାସୀ…

ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୧୯୩୫କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ୨୪ ଘଣ୍ଟାରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି। ଯାହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୯୩୫କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ତେବେ କଳାହାଣ୍ଡି ଓ କେନ୍ଦୁଝରରୁ…

ବୁର୍ଲା VSSUTରେ ଅଫଲାଇନ୍ କ୍ଲାସ୍ ବାତିଲ୍, ଅନଲାଇନରେ ହେବ ଥିଓରୀ

ସମ୍ବଲପୁର: ବଢ଼ୁଥିବା କରୋନା ସଂକ୍ରମଣ ମାମଲାକୁ ଦେଖି ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (VSSUT) ଶ୍ରେଣୀଗୃହ ପାଠପଢ଼ା ବାତିଲ୍ କରି ଦେଇଛନ୍ତି । ସମସ୍ତ ବର୍ଷର ଛାତ୍ରଛାତ୍ରୀଙ୍କ ଲାଗି ଅଫଲାଇନ୍ ପାଠପଢ଼ା ସହ ସେମିଷ୍ଟାର ବାତିଲ୍ କରାଯାଇଥିବା ସୂଚନା ଦେଇଛନ୍ତି…

ପ୍ରବାସୀଙ୍କୁ ନେଇ କେନ୍ଦ୍ରାପଡ଼ା ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ, ଚାଳକ ମୃତ

ଟାଙ୍ଗୀ: ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସ୍ ନିକଟରେ ପ୍ରବାସୀଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍ ସହ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଟ୍ରକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ବସରେ ଥିବା ଏକାଧିକ ପ୍ରବାସୀ ଆହତ ହୋଇଛନ୍ତି ।…

ଶ୍ରୀମନ୍ଦିରରେ ବନକ ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ: ଆଜି ଚୈତ୍ର ଶୁକ୍ଳ ତୃତୀୟ ତିଥିରେ ଶ୍ରୀଜିଉ ମାନଙ୍କ 'ବନକ ଲାଗି' ବା 'ଶ୍ରୀମୁଖ ସିଂହାର' ନୀତି ଅନୁଷ୍ଠିତ ହେବ । ବନକ ଲାଗି ଏକ ଗୁପ୍ତ ନୀତି ହୋଇଥିବାରୁ ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ପରେ ଅପରାହ୍ନ ୪ଟାରୁ ସନ୍ଧ୍ୟା ୮ଟା ଯାଏ ପ୍ରାୟ ୪ ଘଣ୍ଟା ଧରି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ…

ରାଜ୍ୟରେ ୩ ହଜାର ମୁହାଁ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୨୯୮୯ ଜଣ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ୩ ହଜାର ମୁହାଁ ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୨୯୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୭୩୩ଟି ମାମଲା ଥିବାବେଳେ ସ୍ଥାନୀୟ ସଂକ୍ରମଣ ୧୨୫୬ । ସୁନ୍ଦରଗଡ଼ରୁ ସର୍ବାଧିକ ୬୩୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୩୮ ଜଣ…