Latest Odisha News

BREAKING NEWS

Browsing Category

ଓଡିଶା

Odisha

କରୋନା ଟିକା ନେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ଭୁବନେଶ୍ବର: କରୋନା ଟିକା ନେଲେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରେ ଭାରତୀୟ ଜନତା ପାର୍ଟି ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ନୂଆଦିଲ୍ଲୀସ୍ଥିତ ଆଶ୍ଳୋକ ହସ୍ପିଟାଲଠାରେ କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି।…

ବିଜାପୁର ବର୍ବରତା: ମାଓ ସଙ୍ଗଠନ ଜାରି କଲା ବନ୍ଦୀ ଯବାନଙ୍କ ସଦ୍ୟ ଫଟୋ !

ମାଲକାନଗିରି: ବିଜାପୁର ଟେକେଲଗୁଡା ଏନକାଉଣ୍ଟର ମାମଲା । ମାଓବାଦୀଙ୍କ ଦ୍ୱାରା ଅପହୃତ ହୋଇଥିଲେ କୋବ୍ରା ଯବାନ ରାଜେଶ୍ୱର ସିଂ ମାନହାସ । ଏହି ଘଟଣାକୁ ନେଇ ସାରା ଦେଶରେ ହଟଚମଟ ସୃଷ୍ଟି ହୋଇଥିଲା । ଏପରିକି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ମାମଲାରେ ପରୋକ୍ଷ ଭାବେ ସାମିଲ ହୋଇଥିଲେ…

ଆସିଲା ଜୁନିଅର୍ ବାବୁସାନ୍‌, ବାପା ହେଲେ ଓଲିଉଡର ଲଭର ବୟ 

ଭୁବନେଶ୍ୱର: ବାପା ହେଲେ ଓଲିଉଡ ଅଭିନେତା ତଥା ସୁପରଷ୍ଟାର ବାବୁ ସାନ୍ ମହାନ୍ତି । ତାଙ୍କ ସ୍ତ୍ରୀ ତୃପ୍ତି ପଟିଆ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଉଭୟେ ମା’ ଏବଂ ପୁଅ ସୁସ୍ଥ ଥିବା ଜଣାପଡିଛି । ଆସନ୍ତା ୨ଦିନ ମଧ୍ୟରେ ତୃପ୍ତିଙ୍କୁ ଡିସ୍‌ଚାର୍ଜ କରାଯିବ ।…

ପିପିଲିରେ ଭର୍ଚୁଆଲ୍ ପ୍ରଚାର କରିବେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଜିଲ୍ଲା ପରିଷଦ ଜୋନ୍ ଅନୁଯାୟୀ ପ୍ରଚାର କାର୍ଯ୍ୟକ୍ରମ ଚାଲିବ । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ଭର୍ଚୁଆଲରେ ଭୋଟ୍ ମାଗିବେ ନବୀନ । କେଉଁ ତାରିଖରେ ପ୍ରଚାର କରିବେ…

ସୁନ୍ଦରଗଡ ଏସପି ସାଗରିକା ନାଥ କରୋନା ପଜିଟିଭ

ସୁନ୍ଦରଗଡ: ସୁନ୍ଦରଗଡରେ କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ବୁଧବାର ଦିନ ସୁନ୍ଦରଗଡ଼ରେ ସର୍ବାଧିକ ୧୪୭ଟି କରୋନା ମାମଲା ରିପୋର୍ଟ ହୋଇଛି। ସୂଚନାନୁସାରେ, ସୁନ୍ଦରଗଡ ଏସପି ସାଗରିକା ନାଥ କରୋନା ପଜିଟିଭ୍ ହୋଇଛନ୍ତି। ରିପୋର୍ଟ ପଜିଟିଭ ଆସିବା ପରେ ସେ ନିଜକୁ ପୃଥକ୍‌ ରଖିଛନ୍ତି।…

ରାଜ୍ୟରେ ଟିକାର ଘୋର ଅଭାବ: ୪୦୦ କେନ୍ଦ୍ରରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ଗୋଟିଏ ପଟେ କରୋନା ବ୍ୟାପୁଛି । ଅନ୍ୟପଟେ ରାଜ୍ୟରେ ଟିକାର ଘୋର ଅଭାବ । ଟିକା ନଥିବାର ରାଜ୍ୟରେ ଏବେ ୪୦୦ଟି କେନ୍ଦ୍ରରେ ବନ୍ଦ ରହିଛି ଟିକାକରଣ । ଏନହି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ଆବଶ୍ୟକ ଟିକା ନଥିବାରୁ ଟିକାକରଣ ଲକ୍ଷ୍ୟ…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କୋଭିଡ୍ ସ୍ଥିତି ଅନୁଧ୍ୟାନ ପାଇଁ ପଶ୍ଚିମ ଓଡ଼ିଶା ଗଲେ ଉନ୍ନୟନ କମିଶନର

ଭୁବନେଶ୍ୱର: ଛତିଶଗଡ଼ ଯୋଗୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବଢୁଛି କରୋନା ସଂକ୍ରମଣ । ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଗତକାଲି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ଆଜି ପଶ୍ଚିମ ଓଡ଼ିଶା ଗସ୍ତ କରିଛନ୍ତି…

ଏହି ଦିନଠୁ ଆରମ୍ଭ ହେବ ଝାରସୁଗୁଡା ଏବଂ ପାଟନା ମଧ୍ୟରେ ବିମାନ ଚଳାଚଳ

ଭୁବନେଶ୍ୱର: ଝାରସୁଗୁଡା ଖୁବ୍ ଶୀଘ୍ର ନଅଟି ସହର ସହିତ ଘରୋଇ କ୍ୟାରିଅର୍ ସ୍ପାଇସଜେଟ୍ ସହିତ ଓଡ଼ିଶାର ଶିଳ୍ପ ସହର ଏବଂ ଗୁଆହାଟୀ ମଧ୍ୟରେ ପାଟନା ଦେଇ ବିମାନ ସେବା ଆରମ୍ଭ କରିବ। ଝାରସୁଗୁଡା , ବୀର ସୁରେନ୍ଦ୍ର ସାଇ ବିମାନବନ୍ଦରର ନିର୍ଦ୍ଦେଶକ, କିଶୋର କୁମାର ସେନାପତି ମଙ୍ଗଳବାର ସୂଚନା…

ଦେଶର ସମସ୍ତ ଏନଆଇଟି ମଧ୍ୟରେ ଶୀର୍ଷରେ ରହିଛି ‘ଏନଆଇଟି-ରାଉରକେଲା’

ଭୁବନେଶ୍ୱର: ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନଆଇଟି) ରାଉରକେଲାକୁ ଉଦୀୟମାନ ଅର୍ଥନୀତି ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ୨୦୧-୨୫୦ ମଧ୍ୟରେ ସ୍ଥାନିତ କରାଯାଇଛି। ଦେଶର ସମସ୍ତ ଏନଆଇଟି ମଧ୍ୟରେ ଏନଆଇଟି-ରାଉରକେଲା ଶୀର୍ଷ ସ୍ଥାନ ଅଧିକାର କରିଛି। ଟାଇମ୍ସ ଉଚ୍ଚଶିକ୍ଷା ଦ୍ବାରା…

ଦୁଇ ଜଣଙ୍କୁ କଚାଡି ମାରିଲା ଦନ୍ତା

ଅନୁଗୋଳ: ମାରି ଦେଲା ଦନ୍ତା ହାତୀ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ ଚନ୍ଦ୍ରପୁର ଗାଁରେ ଦନ୍ତା ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଜଣେ ବୃଦ୍ଧ ଓ ଜଣେ ମହିଳା ଅଛନ୍ତି । ମହୁଲ ଗୋଟାଉଥିବା ବେଳେ ଚନ୍ଦ୍ରପୁର ଗାଁର ଦେବୀନାଳି ନିକଟରେ ମହିଳାଙ୍କୁ କଚାଡି…