Latest Odisha News

BREAKING NEWS

Browsing Category

ଓଡିଶା

Odisha

ହୋଲି ପାଇଁ କମିଶନରେଟ୍ ପୋଲିସର କଡ଼ା କଟକଣା

ଭୁବନେଶ୍ବର : ରାତି ପାହିଲେ ରଙ୍ଗର ପର୍ବ ହୋଲି । ହେଲେ କରୋନା ପାଇଁ ରାଜଧାନୀରେ ଜାରି ହୋଇଛି କଟକଣା । ସଂକ୍ରମଣ ବଢୁଥିବାରୁ ବାହାରେ ରଙ୍ଗ ନଖେଳିବାକୁ ବିଏମସି କଟକଣା ଲଗାଇଛି । ତେବେ ଏହି କଟକଣାକୁ ରାଜଧାନୀବାସୀ ମାନନ୍ତୁ ବୋଲି କମିଶନରେଟ୍ ପୋଲିସ ନିବେଦନ କରିଛି । କରୋନା…

ଘରେ ଲାଗିଲା ନିଆଁ, ଯୁବତୀ ଜୀବନ୍ତ ଦଗ୍ଧ

ମୟୂରଭଞ୍ଜ : ମୟୂରଭଞ୍ଜ ବଡ଼ସାହି ଥାନା ବଳଭଦ୍ରପୁର ଗାଁରେ ଅଭାବନୀୟ ଘଟଣା । ଅଗ୍ନିକାଣ୍ଡରେ ଘର ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଥିବା ବେଳେ, ନିଆଁରେ ପୋଡ଼ି ହୋଇ ଯୁବତୀ ଜଣକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସୂଚନା ଅନୁସାରେ, ନୂଆ ଚାଳ ଘର କାମ ଚାଲୁଥିବା ବେଳେ ହଠାତ କୌଣସି କାରଣରୁ ନିଆଁ…

ଅଖା ତିଆରି କାରଖାନାରେ ଅଗ୍ନିକାଣ୍ଡ

ରାଉରକେଲା: ରାଉରକେଲାର ଇନଡୋର ଇଂରାଜୀ ମିଡିଅମ୍ ବିଦ୍ୟାଳୟ ନିକଟରେ ଥିବା ଏକ ଅଖା ବ୍ୟାଗ ଉତ୍ପାଦନ ୟୁନିଟରେ ଅଗ୍ନିକାଣ୍ଡ ଘଟିଛି। ଯାହା ଫଳରେ କଞ୍ଚାମାଲ ସବୁ ପୋଡ଼ି ପାଉଁଶ ହୋଇଯାଇଛି। ଖବର ଅନୁଯାୟୀ, ଅପରାହ୍ନ ପ୍ରାୟ ୪.୩୦ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା ବେଳେ ପ୍ରଥମେ ୟୁନିଟ୍…

୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର : ଦକ୍ଷିଣ ଛତିଶଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ ଘୁର୍ଣ୍ଣିବଳୟ ଦୁର୍ବଳ ହୋଇଛି । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପଶ୍ଚିମ ବାୟୁ ପ୍ରବାହ ଯୋଗୁଁ ଏକ ଟ୍ରଫ ଲାଇନ ସୃଷ୍ଟି ହୋଇଉି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି…

ନନ୍ଦନକାନନରେ ଜନ୍ମ ନେଲେ ୩ ଧଳା ବାଘ ଶାବକ

ଭୁବନେଶ୍ୱର: ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଖୁସି ଖବର। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରବିବାର ଦିନ ଏକ ଧଳା ବାଘୁଣୀ ତିନିଟି ଛୁଆ ଜନ୍ମ ଦେଇଛି। ପ୍ରାଣୀ ଉଦ୍ୟାନ ପକ୍ଷରୁ ମିଳିଥିବା ଅନୁଯାୟୀ, ଧଳା ବାଘୁଣୀ ବିଜୟା ସକାଳେ ଗୋଟିଏ ଛୁଆ ଏବଂ ଅନ୍ୟ ଦୁଇଟିକୁ ଅପରାହ୍ନରେ ଜନ୍ମ ଦେଇଥିଲା।…

ପୁରୀ ସତ୍ୟବାଦୀ ପୋଲିସକୁ ସଫଳତା, ଧରାପଡିଲା ଡ଼କାୟତ ଗ୍ୟାଙ୍ଗ, ୪ ଗିରଫ 

ପୁରୀ: ଏକ ଡ଼କାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୁରୀ ସତ୍ୟବାଦୀ ପୋଲିସ । ବିରଗୋବିନ୍ଦପୁର ଲୋକନାଥ ମନ୍ଦିର ନିକଟରେ ଥିବା ମଠ ପଡିଆରୁ ପୋଲିସ ୪ ଡକାୟତଙ୍କୁ ଗିରଫ କରିଛି ।  ସୂଚନା ଅନୁସାରେ, କିଛି ଯୁବକ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥରେ ଯାଉଥିବା ଲୋକଙ୍କ ଠାରୁ ଡକାୟତି ଯୋଜନା…

ନବରଙ୍ଗପୁର ଜିଲ୍ଲାରୁ ହଟିଲା ନାଇଟ୍ କର୍ଫ୍ୟୁ, ଦୈନିକ କରୋନା ସଂକ୍ରମଣ ହାର କମିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି 

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାବାସୀଙ୍କୁ ଆଶ୍ବସ୍ତୀ । ହଟିଲା ନାଇଟ୍ କର୍ଫ୍ୟୁ । ରବିବାର ନବରଙ୍ଗପୁରରୁ ନାଇଟ୍ କର୍ଫ୍ୟୁ ପ୍ରତ୍ୟାହାର କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ରାଜ୍ୟରେ ମାଲକାନଗିରି ପରେ ନବରଙ୍ଗପୁରରେ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଥିଲା ।…

ଆସନ୍ତା ସପ୍ତାହରୁ ଗୋଟିଏ ଦିନ ବନ୍ଦ ରହିବ ଶ୍ରୀମନ୍ଦିର, ରବିବାର ମହାପ୍ରଭୂଙ୍କ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ,…

ପୁରୀ: ପ୍ରତ୍ୟେକ ରବିବାର ମହାପ୍ରଭୂଙ୍କ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ଆସନ୍ତା ରବିବାରଠାରୁ ସପ୍ତାହରେ ଗୋଟିଏ ଦିନ ଭକ୍ତଙ୍କ ପାଇଁ ବନ୍ଦ ରହିବ । ଏହି ଦିନ ଶ୍ରୀମନ୍ଦିରକୁ ସାନିଟାଇଜ୍ କରାଯିବ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି…

ଅଭାବନୀୟ ଘଟଣା: ୩ ଛୁଆଙ୍କୁ ବିଷ ଦେଇ ନିଜେ ବିଷ ପିଇଲା ମାଆ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳରେ ଅଭାବନୀୟ ଘଟଣା । ୩ ଛୁଆଙ୍କୁ ବିଷ ଦେଇ ମାଆ ନିଜେ ବିଷ ପିଇଛି  । ଘଟଣାରେ ୨ ପୁଅଙ୍କ କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଛଇ । ମାଆ ଓ ଶିଶୁକନ୍ୟାର ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ…

ହୋଲି ଖେଳିବା ପୂର୍ବରୁ ଏବଂ ପରେ କେମିତି ନେବେ ଆପଣଙ୍କ କେଶ ଏବଂ ଚର୍ମର ଯତ୍ନ

ରଙ୍ଗର ପର୍ବ ହୋଲି । ପିଲାଠୁ ବଡ ସମସ୍ତେ ଅପେକ୍ଷା କରିଥାନ୍ତି ଏହି ପର୍ବକୁ । କିନ୍ତୁ ଏହାକୁ ପାଳନ ବେଳେ ଆମେ ଭୁଲିଯାଉ ରାସାୟନିକ ରଙ୍ଗ ବ୍ୟବହାର ଦ୍ୱାରା ଆମ କେଶ ଏବଂ ଚର୍ମରେ ଏହା କି କୁପ୍ରଭାବ ପକାଇଥାଏ । ମଜାମସ୍ତି ସହ କିଛିଟା ସତର୍କତା ଅବଲମ୍ବନ କରିବା ଦ୍ୱାରା ଏହାର ପ୍ରଭାବରୁ…