Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୁଖ୍ୟମନ୍ତ୍ରୀ ଜଣାଇଲେ ହୋଲି ଶୁଭେଚ୍ଛା, ଘରେ ରହି ରଙ୍ଗ ଲଗାଇବାକୁ ଅନୁରୋଧ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ରଙ୍ଗ ଓ ଆନନ୍ଦର ପର୍ବ ହୋଲି ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି- ମହାମାରୀ କରୋନା ପାଇଁ ଆମେ ଏବେ ଏକ ଅସାଧାରଣ ସମୟ ଦେଇ ଗତି କରୁଛେ । ତେଣୁ, ଆପଣମାନେ ଘରେ ରହି ହୋଲି ଖେଳିବା ସହ ନିଜ…

ପାରାଦୀପରେ ଜାହାଜରେ ୧୪ କରୋନା ପଜିଟିଭ୍

ପାରାଦୀପ: ଜାହାଜରେ କରୋନା । ପାରାଦୀପ ବନ୍ଦରରେ ଏକ ଜାହାଜରୁ ୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରରର ଏକ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜାହାଜଟି ତାମିଲନାଡୁର ତୁତିକରିନ ବନ୍ଦରରୁ କୋଇଲା ଆଣି ପାରାଦୀପ ବନ୍ଦରରେ ପହଞ୍ଚିଥିଲା…

ବାଲୁକା କଳାରେ ‘ହୋଲି’ର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ଭୁବନେଶ୍ୱର: ପୁରୀ ବେଳାଭୂମୀରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ‘ହୋଲି’ର ଶୁଭେଚ୍ଛା ଜଣାଇଛନ୍ତି । ସେ ଏନେଇ ଟ୍ୱିଟ୍ କରିଛନ୍ତି। https://twitter.com/sudarsansand/status/1376373345575333892?s=19 ଘରେ ରହି…

ହୋଲିରେ ରାଜଧାନୀର ରାସ୍ତାଘାଟ ଖାଁ ଖାଁ, ସବୁଠି ଜଗିଛି ପୋଲିସ

ଭୁବନେଶ୍ୱର: କୋଭିଡ୍ କଟକଣା ଭିତରେ ରାଜ୍ୟରେ ପାଳନ ହେଉଛି ହୋଲି । ଟ୍ୱିନସିଟିରେ ପୋଲିସର କଡ଼ା ଚେକିଂ । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଘରେ ହୋଲି ଖେଳିବାକୁ କମିଶନରେଟ୍ ପୋଲିସ ସହିତ ମହାନଗର ନିଗମ କମିଶନର କହିଥିଲେ । ହୋଲି ଖେଳିବାକୁ ରାସ୍ତାକୁ ଆସିଲେ ପୋଲିସ କାର୍ଯ୍ୟାନୁଷ୍ଠାନର ଡର…

ହେଲମେଟ୍ ଚେକିଂ ବେଳେ ଗର୍ଭବତୀଙ୍କୁ ଚଲାଇବା ଘଟଣାରେ ଥାନା ଅଧିକାରୀ ସସପେଣ୍ଡ

ବାରିପଦା: ହେଲମେଟ୍ ଚେକିଂ ବେଳେ ଗର୍ଭବତୀଙ୍କୁ ଚଲାଇବା ଘଟଣା ଥାନା ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା । ଏହି ଘଟଣାରେ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଥାନା ଅଧିକାରୀ ରୀନା ବକ୍ସଲାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ମୟୂରଭଞ୍ଜ ଏସ୍‌ପି ।…

ପିପିଲି ଲଢ଼େଇ: ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନଶ୍ୱର: ପିପିଲି ବ୍ୟାଟଲ୍ ଗ୍ରାଉଣ୍ଡ କମ୍ପିଲାଣି । ତ୍ରିମୁଖୀ ଲଢ଼େଇ ହେବ । ବିଜେପି ଓ ବିଜେଡି ପରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ବରିଷ୍ଠ ନେତା ଅଜିତ ମଙ୍ଗରାଜଙ୍କ ଉପରେ ପୁଣି ଭରସା କରିଛି ଦଳ । ପିପିଲି ଉପନିର୍ବାଚନ ପାଇଁ ତାଙ୍କ ନାଁରେ ମୋହର ମାରିଛନ୍ତି ହାଇକମାଣ୍ଡ । ୨୦୧୯…

ଘରେ ଖେଳନ୍ତୁ ହୋଲି, ରାସ୍ତାରେ ଖେଳିବା ମନା

ଭୁବନେଶ୍ୱର: ଆଜି ରଙ୍ଗର ପର୍ବ ହୋଲି । କରୋନା ସଂକ୍ରମଣ ପାଇଁ ହୋଲିକୁ ନେଇ ଲାଗିଛି କଟକଣା । ସର୍ବସାଧାରଣ ସ୍ଥାନ ପରିବର୍ତ୍ତେ କେବଳ ଘରେ ରହି ହୋଲି ଖେଳିବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ତଥାପି ଲୋକମାନଙ୍କ ମଧ୍ୟରେ ଉତ୍ସାହରେ କୌଣସି ଫିକା ପଡ଼ିନାହିଁ । ଘରେ ଘରେ ଜମିଛି…

କ୍ରୀଡା କ୍ଷେତ୍ରରେ ଓଡିଶାକୁ ଦଶନ୍ଧିର ଶ୍ରେଷ୍ଠ ରାଜ୍ୟ ସମ୍ମାନ, ପୁରସ୍କାର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: କ୍ରୀଡା କ୍ଷେତ୍ରରେ ଓଡିଶା ନମ୍ବର ୱାନ । ରାଜ୍ୟକୁ ମିଳିଲା ଦଶନ୍ଧିର ଶ୍ରେଷ୍ଠ କ୍ରୀଡା ପୁରସ୍କାର । କ୍ରୀଡାର ପ୍ରୋତ୍ସାହନ ପାଇଁ ଦଶନ୍ଧିର ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ ହୋଇଛି ଓଡିଶା । ଏହି ପୁରସ୍କାର ପ୍ରଦାନ କରିଛି ସ୍ପୋର୍ଟସ ଷ୍ଟାର । ପୁରସ୍କାର ଗ୍ରହଣ କରିଛନ୍ତି…

ଠାକୁରାଣୀଙ୍କ ଅଳଙ୍କାର ଚୋରି ମାମଲା, ୩ ଜଣଙ୍କୁ ଗିରଫ କଲା ପୁରୀ କୁମ୍ଭାରପଡ଼ା ପୋଲିସ

ପୁରୀ : ପୁରୀ ରେଡ୍ କ୍ରସ ରୋଡ଼ ସ୍ଥିତ ରାମଚଣ୍ଡୀ ମନ୍ଦିରରୁ ଠାକୁରାଣୀଙ୍କ ଅଳଙ୍କାର ଚୋରି ମାମଲା ପୋଲିସର କାର୍ଯ୍ୟାନୁଷ୍ଠାନ । ଚୋରି ମାମଲାରେ ୩ ଜଣଙ୍କୁ ଗିରଫ କରିଛି କୁମ୍ଭାରପଡ଼ା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସତ୍ୟବାଦୀର ଶ୍ରୀଧର ମିଶ୍ର, ଖୋର୍ଦ୍ଧା ବାଲିଅନ୍ତାର ଅକ୍ଷୟ ଦାସ ଓ…

ପୁରୀରେ ଦୋଳ ଉତ୍ସବ ପାଳିତ

ପୁରୀ: ‘ଦୋଳ ପୂର୍ଣ୍ଣିମା’ ଅବସରରେ ରବିବାର ଦିନ ଜଗନ୍ନାଥ ମନ୍ଦିରରେ ଦୋଳ ଉତ୍କଳ ପାଳନ କରାଯାଇଛି। ରୀତିନୀତି ଅନୁଯାୟୀ, ସକାଳ ୫.୪୦ ରେ ମଙ୍ଗଳା ଆଳତୀ ପରେ ଅବକାସ ଏବଂ ସୂର୍ଯ୍ୟ ପୂଜା କରାଯାଇଥିଲା। ତା’ପରେ ଭଗବାନ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କର ସ୍ୱତନ୍ତ୍ର ସୁନା…