Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶାରେ ୪୫ ଦିନରେ ଦିଆଯାଇଛି ୧୦ ଲକ୍ଷ ଡୋଜରୁ ଅଧିକ କୋଭିଡ୍ ଟିକା

ଭୁବନେଶ୍ୱର: ରାଜ୍ୟରେ ଚାଲିଛି କୋଭିଡ୍ ଟିକାକରଣ । ବର୍ତ୍ତମାନ ସୁଦ୍ଧା ଦିଆଗଲାଣି ୧୦ ଲକ୍ଷ ଡୋଜରୁ ଅଧିକ ଟିକା । ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟ ଲାଇନ୍ ଓ୍ୱାର୍କର୍ସ ଓ ବରିଷ୍ଠ ନାଗରିକଙ୍କୁ ପର୍ୟ୍ୟାୟ କ୍ରମେ ଟିକାକରଣ ହୋଇଛି । ମାତ୍ର ୪୫ ଦିନ ଭିତରେ ୧୦ ଲକ୍ଷ କୋଭିଡ୍ ଟିକା ଦିଆଯାଇଛି । ଏନେଇ…

ଜଙ୍ଗଲରେ ନିଆଁ, କୂଅକୁ ଖସି ପଡ଼ିଲା ଜନବସତି ମୁହାଁ ହାତୀ

ଅନୁଗୁଳ: ଜଙ୍ଗଲ ଜଳୁଛି, ଗଛଲତା ପୋଡ଼ି ଯିବା ସହ ବାସସ୍ଥାନ ହରାଉଛନ୍ତି ବନ୍ୟଜନ୍ତୁ । କିଛି ବନ୍ୟଜନ୍ତୁ ନିଆଁରେ ପୋଡ଼ି ଯାଉଥିବା ମଧ୍ୟ ଅଭିଯୋଗ ହେଉଛି । ଦିନକୁ ଦିନ ଜଙ୍ଗଲ ନଷ୍ଟ ବଢ଼ି ଚାଲଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହେଉଛନ୍ତି ହାତୀ । ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ…

ଶିମିଳିପାଳ ଜଙ୍ଗଲରେ ନିଆଁ ଲଗାଉଥିବା ଶିକାରୀ ଗିରଫ, ବନ୍ଧୁକ ଜବତ

ବାରିପଦା: ଶିମିଳିପାଳ ପୋଡ଼ାଡିହା ରେଞ୍ଜରେ ନିଆଁ ଲଗାଉଥିବା ବେଳେ ଜଣେ ଶିକାରୀ ଗିରଫ । ତାକୁ ଧରିଛି ବନ ବିଭାଗ ଟିମ୍ । ଗିରଫ ଶିକାରୀଙ୍କ ନାଁ ଅନ୍ତରା ସିଂ । ତାଙକ୍ ନିକଟରୁ ୭ କିଲୋ ଝିଙ୍କ ମାଂସ ସହ ଏକ ଦେଶୀ ବନ୍ଧୁକ ଓ କୁରାଢ଼ୀ ଜବତ ହୋଇଛି । ନିଆଁ ଲଗାଉଥିବା ବେଳେ ତାଙ୍କୁ ଧରିଛି ବନ…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆରୋଗ୍ୟ କାମନା କଲେ ନବୀନ

ଭୁବନେଶ୍ୱର: ନନ୍ଦିଗ୍ରାମରେ ପ୍ରଚାର ବେଳେ ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଛନ୍ତି । ତାଙ୍କ ବାମ ପାଦରେ ଗଭୀର ଆଘାତ ଲାଗିଛି । ସେ ଗତରାତିରେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ…

ଓମ୍ ନମଃ ଶିବାୟ: ବାଲୁକା କଳାରେ ମହାଦେବଙ୍କ ଆରାଧନା

ପୁରୀ: ବାଲୁକାକଳାରେ ଦେବ ଦେବ ମହାଦେବଙ୍କ ଆରାଧନା । ପୁରୀ ବେଳାଭୂମିରେ ସୁନ୍ଦର ବାଲୁକାକଳା ନିର୍ମାଣ କରି ଶିବରାତ୍ରିର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଶିବଲିଙ୍ଗ ସହ ବାଲିରେ ନିର୍ମାଣ କରିଛନ୍ତି ହର-ପାର୍ବତୀଙ୍କ ପ୍ରତିମୂର୍ତ୍ତି । ଏହାସହ…

ଜାଗରରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ ମନା, ମନ୍ଦିର ପରିସରରେ ୧୪୪ ଧାରା

ଆଠଗଡ଼(କଟକ): ମହାଶିବରାତ୍ରି ପାଇଁ ଆଜି ରାଜ୍ୟର ସମସ୍ତ ଶୈବପୀଠ ଚଳଚଞ୍ଚଳ । କଟକ ଜିଲ୍ଲାର ପ୍ରମୁଖ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ଜାଗର ପାଇଁ ଜାରି ହୋଇଛି ୧୪୪ ଧାରା । କୋଭିଡ୍ ପାଇଁ କଟକଣା ଜାରି କରିଛି ପ୍ରଶାସନ । ଏବର୍ଷ ଶିବରାତ୍ରିରେ ବାବାଙ୍କୁ ଦର୍ଶନ କରି ପାରିବେନି ଭକ୍ତ ।…

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଶୈବପୀଠ, ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରୀ ପାଇଁ ରାଜ୍ୟର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇପଡିଛି । ସକାଳୁ ସକାଳୁ ନୀତିନିର୍ଘଣ୍ଟ ଅନୁସାରେ ନୀତିକାନ୍ତି ଚାଲିଛି । କୋଭିଡ୍ କଟକଣା ମଧ୍ୟରେ ଶ୍ରଦ୍ଧାଳୁ ମହାଦେବଙ୍କର ଦର୍ଶନ କରୁଛନ୍ତି । ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ମଧ୍ୟରେ ଭୋରରୁ ନୀତିକାନ୍ତି…

ସବୁଠୁ ଛୋଟ ଶିବଙ୍କ ମୂର୍ତ୍ତି ଓ ଶିବଲିଙ୍ଗ ତିଆରି କରି ପୁଣି ରେକର୍ଡ ଭାଙ୍ଗିଲେ ବ୍ରହ୍ମପୁରର ସତ୍ୟ ମହାରଣା

ବ୍ରହ୍ମପୁର: କ୍ଷୁଦ୍ର ମୂର୍ତ୍ତି କାରିଗର ରେଶମ ସହରର ସତ୍ୟ ମହାରଣା ନିଜର ପୂର୍ବ ରେକର୍ଡକୁ ପୁଣି ଭାଙ୍ଗିଲେ । ଏଥର ସେ ସବୁଠାରୁ ଛୋଟ ଶିବଙ୍କ ମୂର୍ତ୍ତି ଓ ଶିବ ଲିଙ୍ଗ ତିଆରି କରି ନିଜର ୨୦୧୭ ରେ କରିଥିବା ରେକର୍ଡକୁ ଭାଙ୍ଗିଛନ୍ତି । ଚଳିତ ଥର ସେ ଚକ ଖଡିକୁ କାଟିସବୁଠାରୁ ଛୋଟ ଅଢେଇ…

ରାଜ୍ୟରୁ ଆଉ ୭୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ଆଜି ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୭୨ ଜଣ କରୋନା ଆକ୍ରାନ୍ତ । ସୁସ୍ଥ ହେବା ଏମାନଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ପୁରୀରୁ ସର୍ବାଧିକ ୧୨ ଜଣ ସୁସ୍ଥ ହୋଇଥିବା ବେଳେ, ସମ୍ବଲପୁରରୁ ୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ବାଲେଶ୍ବର ଓ…

ହୋଟେଲ ମାଲିକ ହତ୍ୟା ମାମଲାରେ ୫ ଗିରଫ

ରାଉରକେଲା : ହୋଟେଲ ମାଲିକ ତଥା କଂସାବାସନ ବ୍ୟବସାୟୀ ହତ୍ୟା ଘଟଣାର ପର୍ଦ୍ଦଫାସ କରିଛି ପୋଲିସ । ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗାନ୍ଧିରୋଡର ରଜତ ବିଶ୍ବକର୍ମା, ହୋଟେଲ ଡିଲକ୍ସ ଲେନ୍‌ର ଦିଲୀପ କୁମାର ଶର୍ମା,…