Latest Odisha News

BREAKING NEWS

Browsing Category

ଓଡିଶା

Odisha

ଉଲ୍ଲଙ୍ଘନକାରୀଙ୍କ ଉପରେ ବିଏମସିର ନଜର, ସିଲ୍ ହେଲା ପଲିଥିନ୍ ଦୋକାନ

ଭୁବନେଶ୍ବର : ରାଜଧାନୀର ୧ ନମ୍ବର ହାଟରେ ବିଏମସି ସ୍କ୍ବାଡର ଚଢ଼ାଉ । ପଲିଥିନ୍ କ୍ୟାରିବ୍ୟାଗ୍ ବିକ୍ରି କରୁଥିବା କିଛି ଦୋକାନ ସିଲ୍ କରିଛି ଭୁବନେଶ୍ବର ମହାନଗର ନିଗମ । ନିୟମକୁ ବେଖାତିର କରି ବିଭିନ୍ନ ପ୍ରକାର ପ୍ଲାଷ୍ଟିକ୍ ଦ୍ରବ୍ୟ, ପଲିଥିନ୍ କ୍ୟାରିବ୍ୟାଗ୍ ବ୍ୟବସାୟ ପ୍ରତିଷ୍ଠାନ…

ଜାଗର ଯାତ୍ରା ପାଇଁ କମିସନରେଟ ପୋଲିସର ପ୍ରସ୍ତୁତି

ଭୁବନେଶ୍ବର : ଆସନ୍ତାକାଲି ମହା ଶିବରାତ୍ରୀ । ସମଗ୍ର ରାଜ୍ୟ ସମେତ ଏକାମ୍ରକ୍ଷେତ୍ର ଭୁବନେଶ୍ବରେ ପାଳନ ହେବ ଜାଗର । ପବିତ୍ର ଜାଗର ପାଇଁ ଭୁବନେଶ୍ବର କମିସନରେଟ ପୋଲିସ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି । ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ…

ବାଲୁକା କଳା ଜରିଆରେ ଶିବରାତ୍ରୀର ଶୁଭେଚ୍ଛା ଜଣାଇଲେ ମାନସ ସାହୁ

ପୁରୀ: ବାଲୁକା କଳା ମାଧ୍ୟମରେ ମହାଶିବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ । କୈଳାସ ପର୍ବତରେ ହର ହର ମହାଦେବ ଧ୍ୟାନ ମୁଦ୍ରାରେ ଥିବା ଦେଖିବାକୁ ମିଳିଛି । ନିକଟରେ ଏକ ଲିଙ୍ଗ ମଧ୍ୟ ରହିଛି । ଏଥିରେ ମହାଶିବରାତ୍ରୀର ଶୁଭେଚ୍ଛା ଲେଖାଯିବା ସହ ହେ ପ୍ରଭୁ…

ଆସନ୍ତାକାଲି ମଧ୍ୟରାତ୍ରଯାଏଁ ଲିଙ୍ଗରାଜ ମନ୍ଦିରରୁ ବରମୁଣ୍ଡା ଯାଏଁ ସ୍ୱତନ୍ତ୍ର ବସ୍

ଭୁବନେଶ୍ୱର: ଆସନ୍ତାକାଲି ମହାଶିବରାତ୍ରୀ ପାଇଁ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି । ବରମୁଣ୍ଡା ବସଷ୍ଟାଣ୍ଡରୁ ଲିଙ୍ଗରାଜ ମନ୍ଦିର ଯାଏଁ ରୁଟ୍ ନ‌ମ୍ବର ୩୨ରେ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ମୋ ବସ୍ ଚାଲିବ କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି । ? Notice On the…

ସରିଲା ମହୁରତ, ଆରମ୍ଭ ହେବ ଫିଲ୍ମ “ପ୍ରେମୀ ଆୱାରା”ର ସୁଟିଂ

ଭୁବନେଶ୍ୱର: ଦର୍ଶକ ପୁଣି ଦେଖିବେ ଲୁବୁନ୍‌-ଟୁବୁନ୍‌ଙ୍କ ଜଲୱା । ହେଲେ ଏଥର ଅନ୍‌ସ୍କ୍ରିନ୍‌ରେ ନୁହେଁ ବରଂ କ୍ୟାମେରା ପଛରେ ଧମାଲ୍ ମଚାଇବେ ଦୁଇଭାଇ । କାହିଁକି ନା ଖୁବଶୀଘ୍ର ଲୁବୁନ୍‌-ଟୁବୁନ୍‌ଙ୍କ ନିର୍ଦ୍ଦେଶିତ ୫ମ ଫିଲ୍ମ ଦର୍ଶକଙ୍କ ସାମ୍ନାକୁ ଆସିବ । ନିର୍ମାଣ ହେବ ଓଡିଆ ଫିଲ୍ମ ପ୍ରେମୀ…

ଓଜେଏସ୍‍ ପରୀକ୍ଷାରେ କିଟ୍‍ ଲ ସ୍କୁଲର ୯ ଛାତ୍ରଛାତ୍ରୀ କୃତକାର୍ଯ୍ୟ

ଭୁବନେଶ୍ୱର: ଓଡିଶା ବିଚାର ବିଭାଗୀୟ ସେବା (ଓଜେଏସ୍‍) ପରୀକ୍ଷାରେ କିଟ୍‍ ଲ’ ସ୍କୁଲର ୯ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଓଡିଶା ଲୋକସେବା ଆୟୋଗ (ଓପିଏସ୍‍ସି) ପକ୍ଷରୁ ଓଜେଏସ୍‍ -୨୦୧୯ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ମୋଟ୍‍ ୪୭ଜଣ କୃତକାର୍ଯ୍ୟ ହୋଇଛନ୍ତି । କେବଳ କିଟ୍ ଲ…

ଶିମିଳିପାଳ ଅଭୟାରଣ୍ୟ ନିଆଁକୁ ଆୟତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ଜାଭଡେକରଙ୍କୁ ରାଜ୍ୟ…

ଭୁବନେଶ୍ବର: ଆଜି ନୂଆଦିଲ୍ଲୀଠାରେ ଓଡ଼ିଶା ବିଜେପି ସାଂସଦର ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ଜଙ୍ଗଲ, ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଏହି ଦାବି ପତ୍ର ପ୍ରଦାନ କରାଯାଇଛି। ଏହି ଦାବି ପତ୍ରରେ…

ବନ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର: ଶିମିଳିପାଳ ଅଭୟାରଣ୍ୟ ନିଆଁ ଲାଗିବା ଘଟଣା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଡିଭିଜନର ବନ ଅଧିକାରୀଙ୍କ ଛୁଟି ବାତିଲ । ଜଙ୍ଗଲ ନିଆଁ ସ୍ଥିତିକୁ ଦୃଷ୍ଟିରେ ରଖି ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ…

ଶ୍ରୀମନ୍ଦିର ଲାଗି ପ୍ରସ୍ତୁତ ହେଲା ୨୦୨ କୋଟି ବଜେଟ୍

ଭୁବନେଶ୍ୱର: ଶ୍ରୀମନ୍ଦିର ଅର୍ଥ ସବ୍ କମିଟି ଶ୍ରୀମନ୍ଦିର ପାଇଁ ୨୦୨କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରିଛି । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଏହି ବଜେଟ୍ ପ୍ରସ୍ତୁତ ହୋଇଛି । ଏ ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀ ମନ୍ଦିର ପ୍ରଶାସକ କ୍ରିଷନ କୁମାର ।…

ଶିମିଳିପାଳର ବିଭିନ୍ନ ସ୍ଥାନରେ ବର୍ଷା, ନିଆଁ ଲିଭିବା ନେଇ ଆଶା ଜାଗ୍ରତ

କରଞ୍ଜିଆ: ଶିମିଳିପାଳ ଜଙ୍ଗଲ ଜଳିବା ଭିତରେ ଆସିଲା ଆଶ୍ୱସ୍ତିକର ଖବର । ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା । ପିଠାବଟା ରେଞ୍ଜର ବିଭିନ୍ନ ସ୍ଥାନରେ କୁଆପଥର ସହ ବର୍ଷା ହେଉଛି ।  କିଛି ଦିନ ହେବ ଶିମିଳିପାଳରେ ଲାଗିଥିବା ନିଆଁ ଲିଭିବା ନେଇ ଲୋକଙ୍କ ମନରେ ଆଶା ଜାଗ୍ରତ ହୋଇଛି । କରଞ୍ଜିଆ…