Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଉ ଅସୁବିଧାରେ ପଡିବେନି ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ, କପିଳାଶ ପୀଠରେ ପାଇଖାନା ଓ ପରିଶ୍ରାଗାର ଉଦ୍‌ଘାଟନ କଲେ ମନ୍ତ୍ରୀ

ଢେଙ୍କାନାଳ:ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାଶ ଗଲେ ଆଉ ଅସୁବିଧାରେ ପଡିବେନି ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ । ପୀଠରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ପାଇଁ ମୁଖ୍ୟ ସମସ୍ୟା ରହିଥିବା ପରିଶ୍ରାଗାର ଓ ସୁବିଧା କେନ୍ଦ୍ର ତଥା ବିଶୁଦ୍ଧ ପାନୀୟ ଜଳ ଆଦି ପ୍ରକଳ୍ପକୁ ଆଜି ଲୋକାର୍ପଣ…

ପ୍ରଦୂଷଣର ମାତ୍ରା କମିବାରୁ ଇସ୍ପାତ ସହରରେ କୋହଳ ହେଲା କଟକଣା

ରାଉରକେଲା: ସହରରେ ପ୍ରଦୂଷଣ ମାତ୍ରା କମିବା ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସୁନ୍ଦରଗଡ ଜିଲ୍ଲା ପ୍ରଶାସନକୁ ରାଉରକେଲାରେ ଲଗାଯାଇଥିବା କଟକଣା କୋହଳ କରିଛି । ମାର୍ଚ୍ଚ ୮ତାରିଖରେ ବାୟୁ ଗୁଣବତ୍ତା ସୂଚକାଙ୍କ ୫୨୬ ଥିବା ବେଳେ ୨୪ ଘଣ୍ଟାରେ ଏହା ହ୍ରାସ ପାଇ ୩୪୨ରେ ପହଞ୍ଚିଛି ।…

ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୩ ଘଣ୍ଟା ଯାଏ ପାଣିପାଗ ବିଭାଗର ସତର୍କତା

ଭୁବନେଶ୍ୱର: ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କତା ଜାରି କରିଛି । ୭ ଗୋଟି ଜିଲ୍ଲା ପାଇଁ ଜାରି ହୋଇଛି ସତର୍କତା । ଉତ୍ତର ପଶ୍ଚିମ ଓଡିଶାର ୭ ଜିଲ୍ଲାରେ ବିଜୁଳି ଘଡଘଡି ସହ ବଜ୍ରପାତ ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି। ଆଗାମୀ ୩ ଘଣ୍ଟା…

ଆଜି ବିଶ୍ୱ କିଡନୀ ଦିବସ: ଜାଣନ୍ତୁ ରୋଗର ଲକ୍ଷଣ ବିଷୟରେ

ଦିନକୁ ଦିନ ଭାରତରେ କିଡନୀ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । କେବଳ ଆମ ରାଜ୍ୟରେ ଦୁଇ ଲକ୍ଷରୁ ଅଧିକ କିଡନୀ ରୋଗୀ ଥିବା ବେଳେ ବର୍ଷକୁ ୪୦୦ରୁ ଅଧିକ ଜଣଙ୍କର ଏହି ରୋଗରେ ମୃତ୍ୟୁ ହୋଇଥାଏ । ଲୋକଙ୍କୁ ଏ ନେଇ ସଚେତନ କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୧୧ ତାରିଖକୁ ବିଶ୍ୱ କିଡନୀ ଦିବସ ରୂପେ…

କଟକଣା ଭିତରେ ବଲାଙ୍ଗିର ଜିଲ୍ଲାରେ ଚାଲିଛି ଶିବରାତ୍ରୀ ପୂଜା, ମଧ୍ୟରାତିରେ ଉଠିବ ମହାଦୀପ

ବଲାଙ୍ଗିର: ରୀତିନୀତି ଅନୁଯାଇ ବଲାଙ୍ଗିର ଜିଲ୍ଲାରେ ପାଳିତ ହୋଇଛି ଜାଗର । ଜିଲ୍ଲାର ପ୍ରସିଦ୍ଧ ହରିଶଙ୍କର, ରାଣୀପୁର ଝରିଏଲ ଶୈବ ପୀଠ, ଟିଟିଲାଗଡ ଶୈବପୀଠ, ବେଲଖଣ୍ଡି ଶୈବ ପୀଠ, ବଲାଙ୍ଗିର ସୁର୍ଡା, ଆଠଗାଁ, ସହରର ବିଭିନ୍ନ ଶୈବ ପୀଠରେ ଚାଲିଛି ଜାଗର ପୂଜା । ସକାଳ ୩ଟାରୁ ମନ୍ଦିର ଦ୍ବାର…

ମନ୍ଦିରରେ କୋଭିଡ୍ ଗାଇଡ୍ ଲାଇନ୍ ଉଲଂଘନ କଲେ ବନ୍ଦ ହେବ ମନ୍ଦିର 

ଭୁବନେଶ୍ବର: ମନ୍ଦିରରେ କୋଭିଡ୍ ଗାଇଡ୍ ଲାଇନ୍ ଉଲଂଘନ କଲେ ବନ୍ଦ ହେବ ମନ୍ଦିର । ମହାଶିବରାତ୍ରୀ ଉପଲକ୍ଷେ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ଭକ୍ତମାନଙ୍କ ଗାଡିଗୁଡିକ ପାର୍କିଂ ପାଇଁ ତିନୋଟି ସ୍ଥାନରେ ବ୍ୟବସ୍ଥା ରହିଛି । ମନ୍ଦିର ମୁଖ୍ୟ ଦ୍ବାର…

୪ ଘଣ୍ଟାର ଅପରେସନ୍ ପରେ କୂଅରୁ ଉଦ୍ଧାର ହେଲା ହାତୀ

ଅନୁଗୁଳ: ଅନୁଗୁଳ ବ୍ଲକ ଶରଧାପୁର ପଞ୍ଚାୟତ ବାଲିଜେରେଙ୍ଗ ଗାଁର ଏକ କୂଅରେ ଖସି ପଡ଼ିଥିବା ମାଈ ହାତୀ ଉଦ୍ଧାର ହୋଇଛି । ରାତି ପ୍ରାୟ ୨ଟା ବେଳେ ହାତୀଟି ଖସି ପଡ଼ିଥିବା ବେଳେ ୮ ଘଣ୍ଟା ପରେ କୂଅରୁ ମୁକୁଳିଛି । ପ୍ରାୟ ୪ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ହାତୀଟିକୁ ସଫଳତାର ସହ କୂଅ ମଧ୍ୟରୁ…

ଏମଏସ୍‌ଏମଇ ବାଣିଜ୍ୟ ମେଳାରେ ମନ ମୋହିଲା ମୌସୁମୀଙ୍କ ହାତ ତିଆରି ଚକୋଲେଟ୍ ଓ ମିଠା ଦହି

ଭୁବନେଶ୍ୱର: ଚଳିତ ବର୍ଷ ଏମଏସ୍‌ଏମ୍‌ଇ ବାଣିଜ୍ୟ ମେଳାରେ ୩୬ ନମ୍ବର ଷ୍ଟଲରେ ଦେଖିବାକୁ ମିଳିଥିଲା ଭିଡ । ଷ୍ଟଲରେ ମିଳୁଥିଲା ହାତ ତିଆରି ଚକୋଲେଟ୍ ଓ ମିଠା ଦହି । ଯାହାକୁ ଖାଇବା ପାଇଁ ଲୋକଙ୍କ ମଧ୍ୟରେ ବେଶ୍ ଆଗ୍ରହ ଦେଖିବାକୁ ମିଳିଥିଲା । ଏହି ଷ୍ଟଲର ମାଲିକ ଥିଲେ ମୌସୁମୀ ପଟ୍ଟନାୟକ ।…

ରାଜ୍ୟରୁ ଆଜି ୬୩ କରୋନା ଆକ୍ରାନ୍ତ, ମୟୂରଭଞ୍ଜରୁ ସବୁଠୁ ଅଧିକ

ଭୁବନେଶ୍ୱର: ରାଜ୍ୟରେ ୧୪ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ନୂଆ କରୋନା ଆକ୍ରାନ୍ତ । ୧୬ ଜିଲ୍ଲାରୁ କେହି ସଂକ୍ରମିତ ହୋଇ ନାହାନ୍ତି । ଗତ ୨୪ ଘଣ୍ଟାରେ ଓଡ଼ିଶାରୁ ଚିହ୍ନଟ ହୋଇଛନ୍ତି ୬୩ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୩୮ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି…

ଲିଙ୍ଗରାଜ ମନ୍ଦିର ଭିତରେ ଦୀପ ଜାଳିବାକୁ ଭକ୍ତଙ୍କୁ ଅନୁମତି, ଭିଡ଼ ହେଲେ କଟକଣା

ଭୁବନେଶ୍ୱର: ମହାଶିବରାତ୍ରିରେ ଲିଙ୍ଗରାଜଙ୍କ ମନ୍ଦିର ଭିତରେ ଦୀପ ଜାଳି ପାରିବେ ଭକ୍ତ । ଏଥିପାଇଁ ଅନୁମତି ଦେଇଛି ପ୍ରଶାସନ । କିନ୍ତୁ ଅଧିକ ଭିଡ଼ ହେଲେ କଟକଣା ଲାଗିବ । କୋଭିଡ୍ ଗାଇଡଲାଇନ୍ ମାନି ମନ୍ଦିର ଭିତରେ ଦୀପ ଜାଳିବା ପାଇଁ ଭକ୍ତଙ୍କୁ ଅନୁମତି ଦିଆଯାଇଛି । ଯଦି ଅଧିକ ଭିଡ ହେବ ଓ…