Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି : ମିଶନ ଶକ୍ତି ସ୍ବତନ୍ତ୍ର ବିଭାଗ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଶକ୍ତି, କୃଷି, ସାମାଜିକ ସୁରକ୍ଷା, ଅବକାରୀ, ସାଧାରଣ ପ୍ରଶାସନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ରାଜସ୍ୱ ଓ ବିପର୍ଯ୍ୟୟ…

ରାଜ୍ୟରୁ ଆଜି ସୁସ୍ଥ ହେଲେ ଆଉ ୮୮ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୮୮ ଆକ୍ରାନ୍ତ । ସୁସ୍ଥ ହେବା ପରେ ଏମାନଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ସମ୍ବଲପୁରରୁ ସର୍ବାଧିକ ୧୪ ଜଣ ସୁସ୍ଥ ହୋଇଥିବା ବେଳେ, ଯାଜପୁରରୁ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ବାଲେଶ୍ବର ଓ…

ନିଖୋଜ ୪୪ ଶିଶୁ ଉଦ୍ଧାର

ଭୁବନେଶ୍ୱର: ନିଖୋଜ ଶିଶୁମାନଙ୍କୁ ଉଦ୍ଧାର କରିବା ପାଇଁ ଓଡିଶା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ରାଜ୍ୟରୁ ଶୁକ୍ରବାର ଦିନ ପ୍ରାୟ ୪୪ ନିଖୋଜ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୩୪ ଝିଅ ଏବଂ ୧୦ ଜଣ ପୁଅ ରହିଛନ୍ତି । ଉଦ୍ଧାର ହୋଇଥିବା…

ମହିଳା ଦିବସରେ ଓଡିଆ ଫିଲ୍ମ ‘ବିସର୍ଜନ’ର ପ୍ରିମିଅର

ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡିଆ ଫିଲ୍ମ 'ବିସର୍ଜନ'ର ପ୍ରିମିଅର ମଂଜରୀ ଚ୍ୟାନେଲରେ କରାଯିବ । ଶ୍ରଦ୍ଧାଂଜଳି ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମକୁ ଦର୍ଶକ ସୋମବାର ସନ୍ଧ୍ୟା ୬ଟାରେ ମଂଜରୀ ଚ୍ୟାନେଲରେ ଦର୍ଶକ ଦେଖିପାରିବେ । ଫିଲ୍ମ ବିସର୍ଜନ ଘରୋଇ…

ରାଜଧାନୀରେ ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ହତ୍ୟା ଘଟଣା, ଜାଣ‌ନ୍ତୁ କାହିଁକି ହାଣିଲେ ଅଭିଯୁକ୍ତ ?

ଭୁବନେଶ୍ୱର: ସିଆରପି ଛକରେ ଯୁବକଙ୍କ ହତ୍ୟା ଘଟଣା ପଛର ସତ୍ୟ ପୋଲିସ ହାତରେ ଲାଗିଛି । ପିକଅପ୍ ଭ୍ୟାନରେ ଥିବା ମୃତ ଜଟିଆ ସହ ହତ୍ୟାକାଣ୍ଡ ଭିଆଇ ଥିବା ସୁଧୀର ଓ ସାଗର ମଧ୍ୟ ଥିଲେ । କୌଣସି କାରଣରୁ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସାଗର ଓ ସୁଧୀର ଜଟିଆକୁ…

ରାଜଧାନୀରେ ଚାଞ୍ଚଲ୍ୟ, ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର: ସିଆରପି ଛକରେ ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଦୁଇ ଜଣ ଦୁର୍ବୃତ ତାଙ୍କୁ ହାଣି ହତ୍ୟା କରିଛନ୍ତି । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ହୋଇଥିବା ଡିସିପି ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ମୃତ…

କୂଅ ଭିତରେ ଭାସୁଛି ମାଆ ସହ ୪ ବର୍ଷର ଝିଅର ମୃତଦେହ

ମାଲକାନଗିରି: ମାଥିଲି ଥାନା ଅଞ୍ଚଳରେ ଏକ କୂଅରେ ମାଆ, ଝିଅଙ୍କ ମୃତଦେହ ଭାସୁଛି । ମାଥିଲି ଥାନା ଚେକେଡ଼ା ପଞ୍ଚାୟତ କାଉଡ଼ିଗୁଡ଼ା ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି । ଗାଁ କୂଅରେ ମାଆ ସହ ୪ ବର୍ଷର ଝିଅର ମୃତଦେହ ଭାସୁଛି । ଗତରାତିରେ ମାଆ, ଝିଅ ଖାଇପିଇ ଶୋଇଥିଲେ । ସକାଳ ହେଲା ବେଳକୁ ଉଭୟ…

କାଲି ଘରୁ ଫେରିଥିଲେ, ଆଜି ନିଜକୁ ଗୁଳି କରିଦେଲେ ଯବାନ

ଲମତାପୁଟ: ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି ଯବାନ । କୋରାପୁଟ ଜିଲ୍ଲା ଜଲାପୁଟରେ ଥିବା ବିଏସଏଫ୍ ୧୫ ବାଟାଲିୟନର ଯବାନ ଇନ୍ଦ୍ର ସିଂହ ଆତ୍ମହତ୍ୟା କରିଛନ୍ତି । ମିଳଥିବା ସୂଚନା ଅନୁସାରେ ଛୁଟିରେ ଘରକୁ ଯାଇ ରାଜସ୍ଥାନରୁ ଶୁକ୍ରବାର ଇନ୍ଦ୍ର ସିଂହ ଜଲାପୁଟ…

କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍ ନେବା ପରେ ବି ହେଉଛି କରୋନା, ଡାକ୍ତର ପଜିଟିଭ୍

ରାଉରକେଲା: କୋଭିଡ୍ ଟିକାର ଦୁଇ ଦୁଇଟି ଡୋଜ୍ ନେବା ପରେ ବି ହେଉଛି କରୋନା । କୋଭିଡ୍ ସଂକ୍ରମିତ ହେଲେ କରୋନା ଟିକାର ୨ ଡୋଜ୍ ନେଇଥିବା ଡାକ୍ତର । ସୂଚନା ଅନୁସାରେ ରାଉରକେଲା ସରକାରୀ ହସ୍ପିଟାଲରେ କାର୍ଯ୍ୟରତ ଜୈନିକ ବରିଷ୍ଠ ଅସ୍ଥାୟୀ ଡାକ୍ତର କୋଭିଡ୍ ସଂକ୍ରମିତ ହୋଇଛନ୍ତି । ୭୧ ବର୍ଷୀୟ…

ପ୍ରଥମେ କିଏ ପ୍ରପୋଜ୍ କରିଥିଲେ ? ସବ୍ୟ ନା ଅର୍ଚ୍ଚିତା…

ଭୁବନେଶ୍ୱର: ରିଅଲ୍ ହୋଇଛି ରିଲ୍ ଯୋଡ଼ି । ମାର୍ଚ୍ଚ ୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା । ରାଜସ୍ଥାନରେ ରାଜକୀୟ ଢଙ୍ଗରେ ବିବାହ ସମ୍ପନ୍ନ ପରେ ସେଲିବ୍ରିଟି ନବ ଦମ୍ପତି ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶା ଫେରିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ନବ…