Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓବିସି ସର୍ଭେ ଓ ସଂରକ୍ଷଣକୁ ନେଇ ବିଜେପି-ବିଜେଡି ବାକଯୁଦ୍ଧ

ଭୁବନେଶ୍ୱର: ଓବିସି ସର୍ଭେ ଓ ସଂରକ୍ଷଣ ପ୍ରସଙ୍ଗରେ ବିଜେପି-ବିଜେଡି ମଧ୍ୟରେ ତେଜିଛି ବାକଯୁଦ୍ଧ । ଆଜି ପ୍ରେସମିଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାରେ ପଛୁଆ ବର୍ଗ ଲୋକଙ୍କୁ ସାମ୍ବିଧାନିକ ଅଧିକାର ଦିଆଯାଉ । ଓବିସିଙ୍କ ପାଇଁ କେନ୍ଦ୍ରୀୟ ବ୍ୟବସ୍ଥାରେ ୧୦%…

ବେଆଇନ ବିଦେଶୀ ମଦ ଦୋକାନ ଉପରେ ଚଢ଼ାଉ: ମଦ ନଷ୍ଟ କଲା ପୋଲିସ

ସାନଖେମୁଣ୍ଡି: ଥାନାଠାରୁ ୧ କି.ମି. ଦୂରରେ ଚାଲିଥିଲା ବେଆଇନ୍ ମଦ ବିକ୍ରି । ମଦ ଦୋକାନ ଉପରେ ଅତର୍କିତ ଚଢ଼ାଉ କରାଯାଇ ମଦ ଜବତ କରାଯିବ ପରେ ତାହାକୁ ନଷ୍ଟ କରାଯାଇଛି । ପାଟପୁର ଥାନାରୁ ମାତ୍ର ୧ କି.ମି. ଦୂର ପଳାସପୁରଠାରେ ବହୁତ ଦିନ ଧରି ଚାଲିଥିବା ବେଆଇନ ବିଦେଶୀ ମଦ ଦୋକାନ । ଚଢ଼ାଉ…

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: ବିବନକୁ ରିମାଣ୍ଡରେ ନେଲା ସିବିଆଇ

ଭୁବନେଶ୍ୱର: ଖୋଲିବ ୧୯୯୯ ମସିହା ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ଅନେକ ଗୁମର । ଷଡ଼ଯନତ୍ର ପଛର ସତ କହିବ ମାଷ୍ଟରମାଇଣ୍ଡ ବିବନ ବିଶ୍ୱାଳ । ୨୨ବର୍ଷ ତଳର ସେହି ଜଘନ୍ୟକାଣ୍ଡର ଗୋଟିଏ ଗୋଟିଏ ସତ ତା ପାଖରୁ ବାହାର କରିବ ସିବିଆଇ । ଆଜିଠାରୁ ତାକୁ ଦୁଇ ଦିନିଆ ରିମାଣ୍ଡରେ…

ଛାତ୍ରଙ୍କ ନାଁରେ ୩୮କୋଟି ଟଙ୍କାର ଜିଏସଟି ଠକେଇ ନେଇ ନୋଟିସ୍

ରାଉରକେଲା: ରାଉରକେଲାରେ ଜଣେ କଲେଜ ଛାତ୍ରଙ୍କ ନାଁରେ ଆସିଛି ଜିଏସଟି ଠକେଇ ଅଭିଯୋଗ । ଛାତ୍ର ଜଣଙ୍କ ହେଉଛନ୍ତି ରାଉରକେଲା ଜଗଦା ଅଞ୍ଚଳର ଘଟେଶ୍ବର ବାଗ । ଷ୍ଟାର ବିଲେଟ୍ ନାଁରେ କମ୍ପାନୀ ଖୋଲି ୩୮କୋଟି ଟଙ୍କାର ଜିଏସଟି ଠକେଇ କରିଥିବା ନେଇ ଘଟେଶ୍ବରଙ୍କ ନାଁରେ ଅଭିଯୋଗ ହୋଇଛି । ଜିଏସଟି…

ଘାଟିରେ ଓଲଟିଲା ବସ୍‌, ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ୪୦ ଯାତ୍ରୀ

କେନ୍ଦୁଝର: ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ । ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ୪୦ ଯାତ୍ରୀ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର-କରଞ୍ଜିଆ ରାସ୍ତାର ସାତକୋଶିଆ ଘାଟିରେ ଏହି ଦୁର୍ଘଟଣା ଘଟିଛି । ଏଥିରେ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ…

ଓଡ଼ିଶାରୁ ୮୧ ନୂଆ କରୋନା ରୋଗୀ ଚିହ୍ନଟ, ଲ‌ୋକାଲ୍ କେସ୍ ୩୨

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୮୧ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ମୋଟ୍ ସଂକ୍ରମିତ ସଂଖ୍ୟା ୩ ଲକ୍ଷ ୩୭ ହଜାର ୫୨୯ରେ ପହଞ୍ଚିଛି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ, ରାଜ୍ୟରେ କରୋନା ସୁସ୍ଥତାଙ୍କ…

ବନ୍ଦ ଘରୁ ନବବିବାହିତାଙ୍କ ମୃତଦେହ ଉଦ୍ଧାର, ସ୍ୱାମୀ-ଶ୍ୱଶୁର ଫେରାର

ସୁନ୍ଦରଗଡ଼: ବନ୍ଦ ଘର ଭିତରୁ ନବ ବିବାହିତାଙ୍କ ମୃତଦେହ ଉଦ୍ଧାର । ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ । ବାହାରୁ ଘର ବନ୍ଦ ରହିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ ସରସରା ଗାଁରେ । ମୃତକ ହେଲେ ବିଭୂତି ବେହେରାଙ୍କ ପତ୍ନୀ…

ସତ ଉଗାରିବ ବିବନ: ଆଜିଠୁ ଦୁଇ ଦିନିଆ ରିମାଣ୍ଡରେ ଯିବ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମର ମାଷ୍ଟରମାଇଣ୍ଡ

ଭୁବନେଶ୍ୱର: ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିବନର ଟିଆଇ ପରେଡ ସରିଛି । ଆଜିଠୁ ରିମାଣ୍ଡରେ ଯିବ ଅଭିଯୁକ୍ତ । ଆଜିଠୁ ବିବନକୁ ଦୁଇ ଦିନିଆ ରିମାଣ୍ଡରେ ନେବ ସିବିଆଇ । ଅଧିକ ତଥ୍ୟ ପ୍ରମାଣ ଯୋଗାଡ଼ କରିବ । ତା ମୁହଁରୁ ଘଟଣାର ସତ ବାହାର କରିବ ତଦନ୍ତକାରୀ ଟିମ୍ । କୁତ୍ସିତ…

ଇବ୍ ନଦୀ ପଠାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ଇବ୍ ନଦୀ ପଠାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ବନ୍ଧପାଲି ନିକଟ ଇବ୍ ନଦୀ ପଠାରେ ମୃତଦେହର ବିଭିନ୍ନ କଟାଅଂଶ ଏଣେତେଣେ ପଡ଼ିଥିଲା । ସୁନ୍ଦରଗଡ଼ ସଦର ପୋଲିସ୍‌ ଖଣ୍ଡବିଖଣ୍ଡିତ ଅଂଶକୁ ଉଦ୍ଧାର କରି ତଦନ୍ତ ଚଳାଇଛି । ମୃତକଙ୍କ ପରିଚୟ ମିଳି ନଥିବା ବେଳେ କେହି ହତ୍ୟା…

ଶୋଇଥିବା ବେଳେ ବୃଦ୍ଧଙ୍କୁ ଦଳି ଦେଲା ହାତୀ

ସୋନପୁର: ଘରେ ଶୋଇଥିବା ବେଳେ ଦଳିଦେଲା ହାତୀ, ଚାଲିଗଲା ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାରେ । ହାତୀ ଆକ୍ରମଣରେ ଉଲୁଣ୍ଡା ରେଞ୍ଜ ପଣ୍ଡକିଟାଲ ଗାଁରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ୬୦ ବର୍ଷୀୟ ନାରାୟଣ ଭୋଇ ବୋଲି ଜଣାପଡ଼ିଛି । ନାରାୟଣ ଭୋଇ ନିଜ ଝିଅ ଘରେ…