Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୭୧ କରୋନା ଆକ୍ରାନ୍ତ । ସୁସ୍ଥ ହେବା ପରେ ଏମାନଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୧୧ ଜଣ ସୁସ୍ଥ ହୋଇଥିବା ବେଳେ, ବରଗଡ଼ ଓ ସମ୍ବଲପୁରରୁ ୮ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।…

ଜଙ୍ଗଲରେ ଲାଗିଛି ନିଆଁ, ଅଗ୍ନିକାଣ୍ଡରେ ଫସିଛନ୍ତି ହାତୀ, ଶୁଭୁଛି ଚିତ୍କାର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ଲାଗିଛି ନିଆଁ । ନିଆଁରେ ଫସି ଚିତ୍କାର କରୁଛନ୍ତି ହାତୀ । ଯେଉଁଥିପାଇଁ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି । ଅଗ୍ନିକାଣ୍ଡରେ ଦୁଇ ତିନୋଟି ହାତୀ ଫସିଥିବା ଆଶଙ୍କା କରାଯାଇଛି । ଫଳରେ ହାତୀ ମାନଙ୍କ ବିକଟାଳ ଚିତ୍କାରରେ ସ୍ଥାନୀୟ…

ବାଇକ ଉପରେ ମାଡିଗଲା ବସ୍, ଗୋଟିଏ ପରିବାରର ୩ ମୃତ 

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଡଙ୍ଗରିଗୁଡ଼ାଠାରେ ଏକ ଦୁଃଖଦ ଘଟଣା ଘଟିଛି । ବାଇକ୍ ଉପରେ ଜୟ ଜଗନ୍ନାଥ ନାମକ ଏକ ଘରୋଇ ବସ୍ ମାଡିଯିବାରୁ ବାଇକରେ ଥିବା ବାପା-ମା ଓ ଝିଅର ମୃତ୍ୟୁ ହୋଇଛି । ମୃତକମାନେ ସ୍ଥାନୀୟ ଅଞ୍ଚଳ ତୁରେଛଡ଼ା ଗାଁର ଗୋଟିଏ ପରିବାର ସ୍ୱାମୀ…

ରାଜ୍ୟରେ ପୁଣି ବଢ଼ିଲା ବସ ଭଡ଼ା, ସାଧାରଣ ଓ ଏକ୍ସପ୍ରେସ ବସ ଭଡ଼ା କିମି ପିଛା ୫ ପଇସା ବୃଦ୍ଧି 

କଟକ: ଲଗାତର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ପରେ ରାଜ୍ୟରେ ପୁଣି ଥରେ ବସ୍ ଭଡା ବୃଦ୍ଧି ହୋଇଛି । ଅଟୋମେକାନିଜମ୍ ବ୍ୟବସ୍ଥା ମାଧ୍ୟମରେ ଏହି ଭଡା ବୃଦ୍ଧି କରାଯାଇଛି ।  ବର୍ଦ୍ଧିତ ଭଡା ଅନୁଯାୟୀ, ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡା କିଲୋମିଟର ପିଛା ୫ ପଇସା ବଢିଛି । ସାଧାରଣ ବସ୍…

ମଣ୍ଡି ସମସ୍ୟାକୁ ନେଇ ଆସିକା- ଭଞ୍ଜନଗର ରାସ୍ତା ଅବରୋଧ କଲେ ଚାଷୀ

ଆସିକା: ରାଜ୍ୟରେ ମଣ୍ଡି ସମସ୍ୟା ବଢ଼ିବାରେ ଲାଗିଛି । ଧାନ ମଣ୍ଡିରେ ନିଆ ଯାଉନଥିବା ଅଭିଯୋଗ ହେଉଛି । ଏହାକୁ ନେଇ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କେନ୍ଦୁପଦରଠାରେ ଥିବା ମୁଖ୍ୟ ରାସ୍ତାରେ ଆଜି ଶତାଧିକ ଚାଷୀ ରାସ୍ତା ଅବରୋଧ କରିଛନ୍ତି । ବହୁ ଦିନ ଧରି ଆସିକା ଅଞ୍ଚଳର ଚାଷୀଙ୍କ ଅମଳ…

ବାରହା ଆକ୍ରମଣରେ ୭ ଆହତ

ସାନଖେମୁଣ୍ଡି: ବାରହା ଆକ୍ରମଣରେ ୭ଜଣ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ୍ ସଦର ଥାନା ଅନ୍ତର୍ଗତ ପୋଚିଲି ଗାଁର ଚନ୍ଦ୍ରମଣୀପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଅନୁସାରେ, ଗାଁର କିଛି ଲୋକ ନିଜ ନିଜର କ୍ଷେତକୁ ମୁଗ ଆଣିବା ପାଇଁ ଯାଇଥିଲେ । ସେଠାରେ ବାରହା…

କେନ୍ଦ୍ରାପଡ଼ାରେ ଷ୍ଟିଲ୍ ପ୍ଲାଣ୍ଟ କରିବ ଆର୍ସେଲର ମିତ୍ତଲ, ରାଜ୍ୟ ସରକାରଙ୍କ ସହ ଏମ୍‌ଓୟୁ ସ୍ୱାକ୍ଷରିତ 

ଭୁବନେଶ୍ୱର: କେନ୍ଦ୍ରାପଡ଼ାରେ ଷ୍ଟିଲ୍ ପ୍ଲାଣ୍ଟ କରିବ ଆର୍ସେଲର ମିତ୍ତଲ । ତିଆରି ହେବ ୧୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା । ଏନେଇ ରାଜ୍ୟ ସରକାରଙ୍କ ସହ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି । ୫୦ ହଜାର କୋଟି ବ୍ୟୟରେ ହେବ ଷ୍ଟିଲ୍ ପ୍ଲାଣ୍ଟ । ବର୍ଷକୁ ୧୨ ମିଲିୟନ ଟନ୍‌ ଷ୍ଟିଲ୍…

ସମ୍ବଲପୁର ହୁମା ବକ୍ର ମନ୍ଦିରରେ ହେବନି ଶିବରାତ୍ରି ମେଳା

ସମ୍ୱଲପୁର: କରୋନା ଯୋଗୁଁ ଏବର୍ଷ ସମ୍ୱଲପୁର ଜିଲ୍ଲାର ହୁମା ବକ୍ର ମନ୍ଦିରରେ ଶିବରାତ୍ରି ମେଳା ହେବ ନାହିଁ । ପ୍ରଶାସନ ଓ ଯାତ୍ରା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ପୂର୍ବଭଳି ମନ୍ଦିରରେ ରୀତିନୀତି ଅନୁସାରେ କେବଳ ବାବା ବିମଳେଶ୍ୱରଙ୍କ ପୂଜାର୍ଚ୍ଚନା କରାଯିବ । ମନ୍ଦିରକୁ ପ୍ରବେଶ ଓ…

ବରମୁଣ୍ଡା ପେଟ୍ରୋଲ ପମ୍ପରେ ଅପମିଶ୍ରିତ ପେଟ୍ରୋଲ ମିଳିବା ଘଟଣା : ଟାଙ୍କିରେ ଫରେନସିକ୍‌ ଟିମ୍‌ର ଛାନ୍‌ଭିନ୍‌

ଭୁବନେଶ୍ୱର: ବରମୁଣ୍ଡା ପେଟ୍ରୋଲ ପମ୍ପରୁ ଅପମିଶ୍ରିତ ପେଟ୍ରୋଲ ମିଳିବା ଘଟଣା । ପେଟ୍ରୋଲ ପମ୍ପରେ ତଦନ୍ତ ଆରମ୍ଭ କରିଛି ଫେରନସିକ୍‌ ଟିମ୍‌ । ପେଟ୍ରୋଲ ଓ ଡିଜେଲର ନମୁନା ଯାଞ୍ଚ କରାଯାଉଛି । ଗତକାଲି ଅପମିଶ୍ରିତ ପେଟ୍ରୋଲ ନେଇ ଗ୍ରାହକଙ୍କ ଅଭିଯୋଗ ପରେ ପମ୍ପରେ ଉତ୍ତେଜନା ଦେଖାଦେଇଥିଲା ।…

କଟକଣା ଭିତରେ ଏବର୍ଷ କପିଳାସ ଜାଗର ଯାତ୍ରା

ଢେଙ୍କାନାଳ: ଚଳିତବର୍ଷ ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ଶୈବପୀଠ କପିଳାସରେ କୋଭିଡ୍ କଟକଣା ଭିତରେ ଅନୁଷ୍ଠିତ ହେବ ଜାଗତ ଯାତ୍ରା । ଜିଲ୍ଲା ଓ ରାଜ୍ୟ ବାହାର ଭକ୍ତଙ୍କୁ କପିଳାସ ଆସିବାକୁ ବାରଣ କରାଯାଇଛି । ଜିଲ୍ଲାର ଭକ୍ତ କୋଭିଡ୍ ନେଗେଟିଭ ରିପୋର୍ଟ ଦେଖାଇ ମହାଦେବଙ୍କୁ ଦର୍ଶନ କରିପାରିବେ ।…