Latest Odisha News

BREAKING NEWS

Browsing Category

ଓଡିଶା

Odisha

ସାଇ ଇଣ୍ଟରନ୍ୟାସନାଲ ପକ୍ଷରୁ ଅନଲାଇନରେ ହେବ ସାଇ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ଓ ସାଇ ଇଣ୍ଟନ୍ୟାସନାଲ ଆବାସିକ ସ୍କୁଲ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଆସନ୍ତା ମାର୍ଚ୍ଚ ୬ ଓ ଏପ୍ରିଲ ୨ ତାରିଖରେ ଏହି ଅନଲାଇନ ପରୀକ୍ଷା ହେବ । ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ପାଇଁ ଷଷ୍ଠରୁ ନବମ, ଓ ଏକାଦଶ…

କଟକରେ ଉଦଘାଟିତ ହେବ ଆର୍‌ଆର୍ ସେଣ୍ଟର ଅଫ୍ ଆର୍ଟ

କଟକ : ଆସନ୍ତାକାଲି  ସତୀନଗରରେ ଉଦଘାଟିତ ହେବ ଆର୍‌ଆର୍ ସେଣ୍ଟର ଅଫ୍ ଆର୍ଟ । ଏହି ଅବସରରେ ଏକ ଚିତ୍ରକଳା ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶ,…

ସାରୁଅରେ ଭୟାବହ ଅଗ୍ନିକାଣ୍ଡ; ଗୋଟିଏ ପରିବାର ସର୍ବସ୍ୱନ୍ତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସାରୁଅ ଗାଁରେ ଭୟାବହ ଅଗ୍ନିକାଣ୍ଡ । ନିଆଁର ଆଁରେ ସବୁ କିଛି ଜଳିଯାଇ ଗୋଟିଏ ପରିବାର ସର୍ବସ୍ୱନ୍ତ। ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଅଞ୍ଚଳର ସାରୁଆ ଗାଁରେ ମଙ୍ଗୁଳି ସାହୁଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା ।…

ଆରମ୍ଭରୁ ଏତେ ତାତି; ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ

ଭୁବନେଶ୍ୱର: ଲଗାତାର କିଛି ଦିନ ଧରି ରାଜଧାନୀ ଭୁବନେଶ୍ବର ଦେଶର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କଲାଣି। ଖରାର ପ୍ରଖରତା ଅତିଷ୍ଠ କରୁଥିବା ବେଳେ ଏବେଠୁ ଝାଞ୍ଜି ପବନ ବହିବା ଆରମ୍ଭ ହୋଇଗଲାଣି। ବେଶ୍ କିଛି ଦିନ ହେଲା ରାଜଧାନୀର ସର୍ବାଧିକ ତାପମାତ୍ରା ବଢ଼ି ଚାଲିଛି ଓ ସର୍ବନିମ୍ନ…

କଡାକଡି ହେଲାଣି କଟକଣା; କୋଭିଡ ନିୟମ ଉଲଙ୍ଘନ କରି ସିଲ ହେଲା ୫ ଟି ଦୋକାନ

ବାରିପଦା: ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାର କଡାକଡି ନିୟମ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । କିଛିଦିନ ଧରି କଟକଣା ସାମାନ୍ୟ କୋହଳ ହୋଇ ଯାଇଥିବା ବେଳେ ପୁଣିଥରେ ଏହାକୁ ନେଇ ଧରପଗଡ଼ ଆରମ୍ଭ ହୋଇ ଯାଇଛି। ସୂଚନାନୁସାରେ, କୋଭିଡ…

ଝରାଫୁଲ ମୃତ୍ୟୁ ଘଟଣାକୁ ପୁରିଲା ୧ ମାସ; ଏବେବି ସତ ଉପରୁ ଉଠିନି ପରଦା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁକୁ ଏହା ମଧ୍ୟରେ ୧ ମାସ ବିତିଛି। ଇତିମଧ୍ୟରେ ତାଙ୍କ ପ୍ରେମିକ ରାକେଶ ସ୍ବାଇଁ ଗିରଫ ହୋଇଥିଲେ ମଧ୍ୟ ଏହି ରହସ୍ୟଜନକ ମୃତ୍ୟୁ ଉପରୁ ପର୍ଦ୍ଦା ହଟାଇ ନାହିଁ ପୋଲିସ। ଘଟଣାସ୍ଥଳ ପାଖରେ ଥିବା…

ଏକ ସପ୍ତାହର ହୋମ୍ ଆଇସୋଲେସନରେ ରହିବେ ୧୨ ରାଜ୍ୟରୁ ଆସୁଥିବା ବ୍ୟକ୍ତି

ଭୁବନେଶ୍ବର : କୋଭିଡ୍ ସଂକ୍ରମଣ ପୁଣି ବୃଦ୍ଧି ପାଇବା ପରେ ଅଧିକ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଦେଶର ୧୨ଟି ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ଜାରି ହେଲା ଗାଇଡଲାଇନ୍ । ସମସ୍ତେ ଏକ ସପ୍ତାହର ହୋମ୍…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୩ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନାକୁ ନେଇ ଏବେ ସରକାର ସଜାଗ ରହୁଥିବା ବେଳେ, ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୬୩ ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ସୁନ୍ଦରଗଡ଼ରୁ ସର୍ବାଧିକ ୧୧ ଜଣ ସୁସ୍ଥ ହୋଇଥିବା ବେଳେ, ଝାରସୁଗୁଡ଼ାରୁ ୧୦ ଜଣ ସୁସ୍ଥ ହୋଇ ଘରକୁ…

ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର

ଯାଜପୁର: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ବଙ୍ଗାଳି ସାହିରେ ନିଆଁଲାଗି ଯିବାରୁ ୫ ବଖରା ଚାଳଘର ଜଳିପୋଡି ପାଉଁଶ ହୋଇଯାଇଛି । ଗାଁର ରାମଚନ୍ଦ୍ର ଓ ନଟବର ସେନଙ୍କ ଘରେ ନିଆଁ ଲାଗିଯିବାରୁ ତାଙ୍କର ଚାଳ ଘର ସମ୍ପୂର୍ଣ ଜଳିଯାଇଛି । ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଯାଇ ଥିବା ଅନୁମାନ…

ଉମାଶଙ୍କର ମିଶ୍ରଙ୍କ ଦୁଇଟି ଉପନ୍ୟାସ ‘ପ୍ରାୟଶ୍ଚିତ’ ଓ ‘ପରିବ୍ରାଜନ’ ଉନ୍ମୋଚିତ

କଟକ : ବିଶିଷ୍ଟ କଥାକାର ଉମାଶଙ୍କର ମିଶ୍ରଙ୍କ ଦୁଇଟି ଉପନ୍ୟାସ ‘ପ୍ରାୟଶ୍ଚିତ’ ଓ ‘ପରିବ୍ରାଜନ’ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ଲେଖିକା ଡ. ମନୋରମା ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ବିଶିଷ୍ଟ ସାହିତ୍ୟିକ ତଥା ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ…