Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜଳୁଛି ରାଜଧାନୀ, ୩୯.୪ ଡିଗ୍ରୀ ସହ ଆଜି ବି ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର: କମୁଛି ଶୀତ, ବଢ଼ୁଛି ପାରଦ । ୨ ଦିନ ହେଲା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ବଢ଼ିବାରେ ଲାଗିଛି । ଗତକାଲି ରାଜଧାନୀରେ ପାରଦ ୩୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଆଜି ୩୯.୪ ଡିଗ୍ରୀ ରେକର୍ଡ ହୋଇଛି । ଏଥିସହ ଗତକାଲି ଭଳି ଭୁବନେଶ୍ୱର ଆଜି ରାଜ୍ୟର ସବୁଠୁ ଉତ୍ତର ସହର…

ସୁନାପୁର ବେଳାଭୂମିରେ ଲାଗିଲା‌ ବିଶାଳକାୟ ସାର୍କ, ମତ୍ସ୍ୟଜୀବୀ-ବନ କର୍ମଚାରୀ ଛାଡ଼ିଲେ ସମୁଦ୍ରରେ

ବ୍ରହ୍ମପୁର: ଆଜି ଅପରାହ୍ଣରେ ବେଳାଭୂମିରେ ଲାଗିଥିଲା ଏକ ବିଶାଳକାୟ ସାର୍କ । ହାତ ପାଆନ୍ତାରେ ଏତେ ବଡ଼ ସାର୍କକୁ ଦେଖି ‌ସେଠାରେ ଥିବା ମତ୍ସ୍ୟଜୀବୀ ଓ ସ୍ଥାନୀୟ ବାସିନ୍ଦା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କ’ଣ କରିବେ ଚିନ୍ତାରେ ପଡ଼ି ଯାଇଥିଲେ ।  ହ୍ବେଲ୍‌ ସାର୍କଟିକୁ ପୁଣି ସମୁଦ୍ର ଭିତରକୁ…

କମିଶନରେଟ୍ ପୋଲିସକୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ପ୍ରଶଂସା

ଭୁବନେଶ୍ୱର: ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ପ୍ରଶଂସା କରିଛନ୍ତି । ବହୁଚର୍ଚ୍ଚିତ ୧୯୯୯ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ଜଳନ୍ଧରକୁ ମାମଲାର ୨୨ ବର୍ଷ ପରେ ପୋଲିସ କମିଶନରଙ୍କ ନେତୃତ୍ୱରେ ଗିରଫ କରିଥିଲା…

କଳାହାଣ୍ଡିରୁ ବାଂଲାଦେଶ ଗଲା ତୁଳା ଟ୍ରେନ

କଳାହାଣ୍ଡି: ପ୍ରଥମ ଥର ପାଇଁ କଳାହାଣ୍ଡିରୁ ଉଚ୍ଚମାନର ତୁଳା ଟ୍ରେନ ଯୋଗେ ବାଂଲାଦେଶ ପଠାଯାଇଛି । ଏ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । ୨୪୭୧.୫ ମେଟ୍ରିକ୍ ଟନ୍ ତୁଳା ଜୁନାଗଡ ଷ୍ଟେସନରୁ ବାହାରି ବାଂଲାଦେଶ ବେନାପୋଲ ଷ୍ଟେସନ ଅଭିମୁଖେ ବାହାରିଛି । ମୋଟ ୪୨ ଟି…

କାଲି ବ୍ୟବସାୟୀ ମହାସଂଘର ଭାରତ ବନ୍ଦ ଡାକରା

ଭୁବନେଶ୍ବର : ଆସନ୍ତାକାଲି ଦେଶବ୍ୟାପୀ ଭାରତ ବନ୍ଦ ଡାକରା ଦେଇଛି ବ୍ୟବସାୟ ସଂଘ । ଜିଏସଟି, ବର୍ଦ୍ଧିତ ତୈଳ ଦର ଓ ଇ-ୱେ ବିଲ୍‌ ଭଳି ଏକାଧିକ ପ୍ରସଙ୍ଗ ବିରୋଧରେ ଟ୍ରେଡ୍ ୟୁନିୟନ ପକ୍ଷରୁ ଭାରତ ବନ୍ଦର ଡାକରା ଦିଆଯାଇଛି । Confederation of All India Tradersର ଏହି ବନ୍ଦ ଡାକରାକୁ ଦେଶରେ…

ପୁନଃ ନିଯୁକ୍ତି ଦାବିରେ କମ୍ପ୍ୟୁଟର ଶିକ୍ଷକଙ୍କ ଶୋଭାଯାତ୍ରା, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ…

ଭଦ୍ରକ: ପୁନଃ ନିଯୁକ୍ତି ସହ ବିଭିନ୍ନ ଦାବି ନେଇ କମ୍ପ୍ୟୁଟର ଶିକ୍ଷକଙ୍କ ଶୋଭାଯାତ୍ରା । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ । ଭଦ୍ରକ ଜିଲ୍ଲାରେ ୧୭୪ଟି ବିଦ୍ୟାଳୟର କମ୍ପ୍ୟୁଟର ଶିକ୍ଷକ ଓ ଶିକ୍ଷୟିତ୍ରୀ ସ୍ଥାୟୀ ନିଯୁକ୍ତି ଦାବି ନେଇ ବନ୍ତ ଛକ ନିକଟରୁ ଶୋଭାଯାତ୍ରାରେ ଯାଇ…

ଦୀର୍ଘ ୧୯ ବର୍ଷ ପରେ ଧରାପଡିଲା ଅଭିଯୁକ୍ତ : ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଉଦ୍ଦେଶ୍ୟରେ କରିଥିଲା ଏସିଡ୍ ମାଡ଼

ଭଦ୍ରକ:୧୯ ବର୍ଷ ପରେ ଗିରଫ ହେଲା ଏସିଡ ମାଡ଼ କରିଥିବା ଅଭିଯୁକ୍ତ । ଦୁଷ୍କର୍ମ ଉଦ୍ୟମ ପାଇଁ ଏସିଡ ମାଡ଼ କରାଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ସୁବାସ ବେହେରାକୁ ଗିରଫ କରିଛି ଭଦ୍ରକ ଜିଲ୍ଲା ଧୂଷୁରୀ ପୋଲିସ । ସୂଚନାଅନୁସାରେ, ୨୦୦୨ ମସିହାରେ ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ରଇପୁର…

ଦଶାହ ଭୋଜି ଖାଇ ଗାଁର ୨୦ରୁ ଅଧିକ ଲୋକ ଅସୁସ୍ଥ

ନୂଆପଡା: ଦଶାହ ଭୋଜି ହେଲା କାଳ । ଭୋଜି ଖାଇ ନୂଆପଡା ଜିଲ୍ଲା କୋମନା ବ୍ଲକ୍ ପଏଁର ଗାଁର ୨୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଏଭଳି ହୋଇଥିବା କହିଛନ୍ତି ଡାକ୍ତର । ଗତ…

ଟ୍ରାକ୍ଟର ମାଡିଯିବାରୁ ଡ୍ରାଇଭର ମୃତ

ଭଞ୍ଜନଗର: ଟ୍ରାକ୍ଟର ଚଢିଯାଇ ଡ୍ରାଇଭରଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅନ୍ତର୍ଗତ ପାଟପୁରରେ । ନୂଆଗାଁରୁ ଧାନ ଲୋଡ୍ କରି ପାଟପୁର ମିଲକୁ ଆସୁଥିବା ବେଳେ ଅଘଟଣ ଘଟିଛି । ଟ୍ରାକ୍ଟର ମାଡିଯିବା ଯୋଗୁଁ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ…

ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ବାଲେଶ୍ୱର: ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । ଦୁଇ ରାଜ୍ୟର ଅଧିକାରୀ ଏନେଇ ଆଲୋଚନା ଜାରି ରଖିଛନ୍ତି । ପଶ୍ଚିମବଙ୍ଗର ପଶ୍ଚିମ ମେଦିନପୁର ଜିଲ୍ଳା କାର୍ଯ୍ୟାଳୟରେ ଏହି ବୈଠକ ଚାଲିଛି । ବୈଠକରେ ବାଲେଶ୍ୱର ଏଡିଏମ, ଉପ-ଜିଲ୍ଲାପାଳ, ସହକାରୀ ଉପ-ଜିଲ୍ଲାପାଳ,…