Latest Odisha News

BREAKING NEWS

Browsing Category

ଓଡିଶା

Odisha

ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ, ଡ୍ରାଇଭର ଓ ହେଲପର ଫେରାର

ନୀଳଗିରି: ଶାଗୁଆନ ବୋଝେଇ କାଠ ଗାଡି ଜବତ । ନୀଳଗିରି ବନ ବିଭାଗ ଅଧିନ କୋଲାହଟ ବରମପୁର ଅଞ୍ଚଳରୁ ଶାଗୁଆନ କାଠ ବୋଝେଇ ଗାଡି ଜବତ ହୋଇଛି । ଏକ ଟାଟା ଏସି ଗାଡ଼ିରେ କିଛି ଶାଗୁଆନ କାଠ ବୋଝେଇ ହୋଇଯାଉଥିବା ବେଳେ ବିଶେଷ ସୂତ୍ରରୁ ନୀଳଗିରି ବନ ବିଭାଗ ଖବର ପାଇଥିଲା । ନୀଳଗିରି ରେଞ୍ଜର…

ଟିକା ନ ନେଲେ ସରକାରୀ ସୁବିଧାରୁ ବଞ୍ଚିତ ହେବେ ପଞ୍ଜିକୃତ ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା

ଭୁବନେଶ୍ବର : ଟିକା ନେବା ଲାଗି ପଞ୍ଜିକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ପୁଣି କରୋନା ଟିକା ଦେବାକୁ ତାଗିଦ କରିଛନ୍ତି ରାଜ୍ୟ ସରକାର । ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଭୁବନେଶ୍ବର, କଟକ,…

ରାଜ୍ୟରେ ଆଉ ୭୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : କରୋନା ମହାମାରୀ ଭିତରେ ରାଜ୍ୟରେ ସୁସ୍ଥ ହେଲେ ଆଉ ୭୭ କରୋନା ଆକ୍ରାନ୍ତ । ବରଗଡ଼ରୁ ସର୍ବାଧିକ ୧୪ ଜଣ ସୁସ୍ଥ ହୋଇଥିବା ବେଳେ, ଖୋର୍ଦ୍ଧାରୁ ୯ ଜଣ ଓ ମୟୂରଭଞ୍ଜରୁ ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ନୂଆପଡ଼ା, ସମ୍ବଲପୁରରୁ ୬ ଜଣ ଲେଖାଏଁ ସୁସ୍ଥ…

ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଗିରଫ

ଫୁଲବାଣୀ: ବନ୍ଧା ହେଲେ ବିଜେଡିର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର । ତାଙ୍କ ସହ ଜଣେ IRBNର ହାବିଲଦାର ଶ୍ରୀନିବାସ କହଁରଙ୍କୁ ମଧ୍ୟ ଗିରଫ କରାଯାଇଛି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳର ଜଣେ ପଥଚାରୀଙ୍କ ଠାରୁ ୩୦ ହଜାର ଟଙ୍କା ଲୁଟ ଏବଂ ମାରଧର ଅଭିଯୋଗରେ ଫୁଲବାଣୀର ପୂର୍ବତନ…

KYC ଅପଡେଟ୍ ନେଇ ଆସୁଥିବା SMSକୁ ଅଣଦେଖା କରିବାକୁ ପରାମର୍ଶ, ଭୟରେ କୌଣସି ଅଜ୍ଞାତ ନମ୍ବରକୁ ଫୋନ କରନ୍ତୁ ନାହିଁ 

ଭୁବନେଶ୍ୱର: KYC ଅପଡେଟ୍ ନେଇ ସଚେତନତା । ରାଜ୍ୟରେ ସାଇବର ଠକଙ୍କ ଦୌରାତ୍ମ୍ୟ ବଢ଼ୁଥିବା ବେଳେ KYC ଅପଡେଟ୍ ନାଁରେ ହେଉଥିବା ଠକେଇ ରୋକିବାକୁ ଓଡ଼ିଶା ପୋଲିସର ପ୍ରୟାସ କରିଛି । ଟ୍ୱିଟ କରି ଏନେଇ ପରାମର୍ଶ ଜାରି କରିଛି ଓଡ଼ିଶା ପୋଲିସ । KYC ଅପଡେଟ୍ ନେଇ ଆସୁଥିବା SMSକୁ ଅଣଦେଖା କରିବାକୁ…

ବିବନ ବିଶ୍ବାଳ ଗିରଫ ପରେ,ପୋଲିସ କମିଶନରଙ୍କୁ ଭେଟିଲେ CBIର ୨ ଅଧିକାରୀ, ତଦନ୍ତର ଅଗ୍ରଗତି ନେଇ ଆଲୋଚନା 

ଭୁବନେଶ୍ବର: ଦୀର୍ଘ ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ଧରାପଡିବା ପରେ ଘଟଣାର ତଦନ୍ତ କରୁଥିବା ସିବିଆଇ ତତ୍ପରତା ଦେଖାଇଛି । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଆସି ଭେଟିଛନ୍ତି ସିବିଆଇର ୨ ଅଧିକାରୀ । ତଦନ୍ତର ଅଗ୍ରଗତି ନେଇ ପୋଲିସ କମିଶନରଙ୍କ ସହ…

ମାଉଜର ଦେଖାଇ ଲକ୍ଷାଧିକ ଟଙ୍କା ସହ ଲାପଟପ୍ ଲୁଟିଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାଲୁର ଛକ ସୁବଳୟା ଗାଁ ନିକଟରେ ଲୁଟ୍ । ମାଉଜର ଦେଖାଇ ଲକ୍ଷାଧିକ ଟଙ୍କା ସହ ଲାପଟପ୍‌ ଲୁଟିନେଇଛନ୍ତି ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ହୁମ୍ମାରୁ ରମ୍ଭା ଆସୁଥିବା ବେଳେ ଜନସେବା କେନ୍ଦ୍ର କର୍ମଚାରୀ ଛାୟାକାନ୍ତ ବେହେରାଙ୍କଠାରୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ ।…

କଟକରୁ ପୁଣି ନକଲି ସିମେଣ୍ଟ ଫ୍ୟାକ୍ଟ୍ରି ଠାବ, କାରଖାନା ମାଲିକ ଫେରାର୍

କଟକ: ଅସଲି ବ୍ରାଣ୍ଟ ନାଁରେ ନକଲି କାରବାର । କଟକରୁ ପୁଣି ଠାବ ହୋଇଛି ଭେଜାଲ୍ ସିମେଣ୍ଟ କାରଖାନା । ଜଗତପୁର ସ୍ଥିତ କେନ୍ଦ୍ରାପଡା-ଚାନ୍ଦବାଲି ରୋଡ୍ ଅନ୍ତର୍ଗତ ଖଇରା ବ୍ରିଜ ନିକଟରେ ଚାଲିଥିଲା ଏକ ନକଲି ସିମେଣ୍ଟ ଫ୍ୟାକ୍ଟ୍ରି । ସୂଚନା ଆଧାରରେ ଆଜି ଚଢ଼ାଉ କରିଥିଲା କମିଶନରେଟ ପୋଲିସ ।…

ଏକାମ୍ର କ୍ଷେତ୍ର ବାଇ-ଲ’ ନେଇ ବର୍ଷିଲା ବିଜେଡି, ‘ଏତେ ଦିନରୁ କେଉଁଠି ଶୋଇଥିଲା ASI ?’

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ଲାଗି ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ପ୍ରସ୍ତାବିତ ବାଇ-ଲ’କୁ ନେଇ ବିଜେଡି ବର୍ଷିଛି । ବିଜେଡି ବିଧାୟକ ତଥା ଦଳୀୟ ମୁଖପାତ୍ର ପ୍ରତାପ ଦେବ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ଏତେ ଦିନରୁ କେଁଉଠି ଶୋଇଥିଲା ବୋଲି ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର…

ତୈଳ ଦର ବୃଦ୍ଧି ସାମୟିକ, ଖୁବଶୀଘ୍ର ସୁଧାର: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଦେଶରେ ତୈଳ ଦର ବୃଦ୍ଧି ସାମୟିକ । ଶୀଘ୍ର ସ୍ଥିତି ସ୍ୱାଭାବିକ ହେବ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଉପରେ ପ୍ରତିକ୍ରିୟାରେ ଏହି ସୂଚନା ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ବିଶ୍ୱବଜାରରେ ତୈଳ ଉତ୍ପାଦନ ହ୍ରାସ ପାଇଛି । ଆମେରିକାରେ ତୈଳ…