Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜାତୀୟ ମହିଳା କମିଶନ ପକ୍ଷରୁ ଓଡ଼ିଶା ପୋଲିସ ସମ୍ମାନିତ

ଭୁବନେଶ୍ୱର: ଜାତୀୟ ମହିଳା କମିଶନ ପକ୍ଷରୁ ଓଡ଼ିଶା ପୋଲିସ ସମ୍ମାନିତ। ଜାତୀୟ ମହିଳା କମିଶନର ୨୯ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବରେ କୋଭିଡ ମହାମାରୀ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ପୋଲିସକୁ ସମ୍ବର୍ଦ୍ଧିତ କରାଯାଇଛି। ନୂଆଦିଲ୍ଲୀ ବିଜ୍ଞାନ ଭବନରେ କାର୍ଯ୍ୟକ୍ରମ…

ପିକ୍ଅପ୍ ଭ୍ୟାନ୍ ଓଲଟି ୭ ମୃତ

କୋରାପୁଟ : କୋରାପୁଟ ମୂର୍ତ୍ତାହାଣ୍ଡି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ପିକ୍ ଅପ୍ ଭ୍ୟାନ୍ ଓଲଟି ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି । ଦଶାହ କାର୍ଯ୍ୟ ସାରି ସିନ୍ଧି ଗାଁରୁ ଫେରିବା…

ଅନୁଗୁଳ ବନ୍ତଳାରେ ଯୁବକଙ୍କୁ ଗଳା କାଟି ହତ୍ୟା

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଯୁବକଙ୍କୁ ନିର୍ମମ ହତ୍ୟା । ଯୁବକଙ୍କ ତଣ୍ଟି କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତ ଯୁବକଙ୍କ ବେକରେ ଦାଗ ରହିବା ସହ ମୁହଁରେ ଏକାଧିକ କ୍ଷତଚିହ୍ନ ରହିଛି । ମୃତକ ବନ୍ତଳା ବଜାରର କାଶୀନାଥ ବେହେରା ବୋଲି ଜଣାପଡିଛି । ସୂଚନା…

ନକଲି ତେଲ ପରେ ନକଲି ଅଟା ଓ ହଳଦୀ ଜବତ, ଜଣେ ଗିରଫ

ଅନୁଗୁଳ : ଅନୁଗୁଳରୁ ପୁଣି ସାମଗ୍ରୀ ଜବତ । ପାମେଲିନ୍ ତେଲ କାରଖାନା ପରେ ଏବେ ନକଲି ଅଟା ଓ ହଳଦୀ ଜବତ କରିଛି ପୋଲିସ । ଘଟଣାରେ ମାଲିକ ପ୍ରେମାନନ୍ଦ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସୂଚନା ଅନୁସାରେ, ତଳମୂଳ ଗାଁର ପ୍ରେମାନନ୍ଦ ସାହୁ ଜଣେ ବ୍ୟକ୍ତିଙ୍କ ଘରେ ଅଟା ଓ…

ଫେବୃଆରୀ ୭ରେ ପଶ୍ଚିମବଙ୍ଗରେ ୪ଟି ବିକାଶ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ଆସନ୍ତା ଫେବୃଆରୀ ୭ରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ହଳଦିଆ ଠାରେ ଏକ ବିଶାଳ କାର୍ଯ୍ୟକ୍ରମରେ ଯୋଗଦେଇ ୪ ହଜାର ୭୦୦ କୋଟି ମୂଲ୍ୟର ୪ଟି ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏନେଇ ଏକ ସାମ୍ବାଦିକ…

ଓଡ଼ିଶାର ପଟ୍ଟଚିତ୍ର ଶିଳ୍ପୀଙ୍କୁ ଅଭିନନ୍ଦନ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ ଓ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ରାଉରକେଲାର ପଟ୍ଟଚିତ୍ର କଳାକାର ଭାଗ୍ୟଶ୍ରୀ ସାହୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ 'ମନ୍ କି ବାତ' କାର୍ଯ୍ୟକ୍ରମରେ ପ୍ରଶଂସା କରିଛନ୍ତି। ଏହା ପରେ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ…

ଆସନ୍ତାକାଲିଠାରୁ ରୁଟ୍-୧୧ରେ ଚାଲିବ ‘ମୋ ବସ’

ଭୁବନେଶ୍ୱର : ଆସନ୍ତାକାଲିଠାରୁ ରୁଟ୍-୧୧ରେ ‘ମୋ ବସ’ ଚାଲିବ । ଏହି ର ରୁଟରେ ନନ୍ଦନବିହାରଠାରୁ ଭୁବନେଶ୍ୱର ରେଳ ଷ୍ଟେସନ ଯାଏଁ ବସ ଚଳାଚଳ କରିବ । ସେପଟେ ମାଷ୍ଟର କ୍ୟାଣ୍ଟିନଠାରୁ ବାଳକାଟି ଯାଏଁ ନୂଆ ରୁଟ ୩୪ ସଂଯୋଗ କରିବ । ଏନେଇ କ୍ରୁଟ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ?…

ସୂର୍ଯ୍ୟମଣି ତ୍ରିପାଠୀଙ୍କ ଆତ୍ମ ଜୀବନୀ ଲାଲ ଘୋଡ଼ାର ସଇସ ଲୋକାର୍ପିତ

ଭୁବନେଶ୍ୱର : ବରିଷ୍ଠ ଲେଖକ ସୂର୍ଯ୍ୟମଣି ତ୍ରିପାଠୀଙ୍କ ଆତ୍ମଜୀବନୀ ପୁସ୍ତକ ଲାଲ ଘୋଡ଼ାର ସଇସ ଲୋକାର୍ପିତ ହୋଇ ଯାଇଛି। ଅବସର ପ୍ରାପ୍ତ ଆରକ୍ଷୀ ମହା ନିର୍ଦ୍ଦେଶକ ବିପିନ ବିହାରୀ ମିଶ୍ର ପୁସ୍ତକଟିକୁ ଲୋକାର୍ପିତ କରିଥିଲେ। ଅଧ୍ୟାପକ ବିଶ୍ୱରଞ୍ଜନ , ଦାଶ ବେନେହୁର , ବସନ୍ତ କୁମାର ପଣ୍ଡା,…

କୁଲି କାମ କରିବାକୁ ଯାଇ ଦେଢ ବର୍ଷ ହେଲା ନିଖୋଜ ବିଧବା ମହିଳା, ଥାନାର ଦ୍ବାରସ୍ଥ ହେଲେ ମାଆ 

ନନ୍ଦପୁର: ସ୍ବାମୀଙ୍କ ଦେହାନ୍ତ ପରେ ପରିବାର ଭରଣପୋଷଣ କରିବାକୁ କୁଲି କାମ କରିବାକୁ ବାହାରକୁ ଚାଲିଯାଇଥିଲେ । ନିଜ ମା’ଙ୍କ ପାଖରେ ୭ ବର୍ଷିୟ ଓ ୩ ବର୍ଷର କୁନି ଝିଅକୁ ଛାଡ଼ି ଯାଇଥିଲେ । କିନ୍ତୁ ଦେଢ଼ ବର୍ଷ ବିତିଗଲାଣି ସେ ନିଜ ଭିଟାମାଟିକୁ ଫେରି ନାହାନ୍ତି। ଏନେଇ ଥାାନାରେ ଅଭିଯୋଗ…

ଏଣିକି ଶହେ ପ୍ରତିଶତ ଦର୍ଶକରେ ଖୋଲିବ ସିନେମା ହଲ୍

ନୂଆଦିଲ୍ଲୀ : ଏଥର ଶହେ ପ୍ରତିଶତ ଦର୍ଶକରେ ଖୋଲିବ ସିନେମା ହଲ୍‌ । କରୋନା ଯୋଗୁ ଗତ ବର୍ଷ ମାର୍ଚ୍ଚ ମାସରୁ ହଲ୍ ସବୁ ବନ୍ଦ ରହିଥିବା ବେଳେ, ଗତ ଅକ୍ଟୋବରରୁ ୫୦ ପ୍ରତିଶତ ଦର୍ଶକରେ ଏହା ଖୋଲିଥିଲା। ହେଲେ ଏବେ ସିନେମା ହଲରେ ଜମିବ ଦର୍ଶକଙ୍କ ଭିଡ । କାରଣ, ହଲ୍‌ରେ ଦର୍ଶକ ସଂଖ୍ୟା…