Latest Odisha News

BREAKING NEWS

Browsing Category

ଓଡିଶା

Odisha

ଖଡ଼ିଆଳ ପୁଲିସକୁ ସଫଳତା, ଚୋରି ହୋଇଥିବା କମ୍ପ୍ୟୁଟର ଓ ପ୍ରିଣ୍ଟର ଜବତ କଲା ପୁଲିସ, ୩ ଯୁବକ ଗିରଫ

ନୂଆପଡ଼ା: ଖଡ଼ିଆଳ ଏରିଗେସନ ଅଫିସରୁ ଚୋରି ହୋଇଥିବା ଜିନିଷ ଜବତ କରିବାରେ ସଫଳ ହୋଇଛି ଖଡ଼ିଆଳ ପୁଲିସ । ଏଥିସହିତ ଚୋରି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୁଲିସ । ଗତ ୨୨ ତାରିଖରେ ଖଡ଼ିଆଳ ସ୍ଥିତ ଏରିଗେସନ୍ ଅଫିସରୁ କମ୍ପ୍ୟୁଟର ଓ ପ୍ରିଣ୍ଟର ଚୋରି ହୋଇଥିଲା । ଏନେଇ ଗତ ୨୪ ତାରିଖରେ…

ବରିଷ୍ଠ କିରାଣୀଙ୍କୁ ଚାକିରିରୁ ବହିଷ୍କୃତ କଲେ ଜିଲ୍ଲାପାଳ 

ମାଲକାନଗିରି: ବରିଷ୍ଠ କିରାଣୀଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ । ଜିଲ୍ଲା ମଙ୍ଗଳ ବିଭାଗରେ ଗତ ୧୯୯୬ ମସିହାରେ ଜାଲ ଜାତିଗତ ପ୍ରମାଣ ପତ୍ର ଦାଖଲ କରି କିରାଣୀ ପରେ ପ୍ରମୋଶନ ପାଇ ବରିଷ୍ଠ କିରାଣୀ ଭାବେ ନିଯୁକ୍ତି ପାଇଥିବା ଲକ୍ଷ୍ନୀପ୍ରିୟା ବେହେରାଙ୍କୁ…

ବଜେଟ୍ ଅଧିବେଶନ: ମହିଳା ସଂରକ୍ଷଣ ବିଲ୍ ପାସ୍ ଲାଗି କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ: ସଂସଦରେ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ପାସ୍ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ସର୍ବଦଳୀୟ ବୈଠକ ପରେ ବିଜେଡି ଲୋକସଭା ସଦସ୍ୟ ପିନାକି ମିଶ୍ର ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ…

ମନ୍ କି ବାତ୍‌ରେ ରାଉରକେଲାର ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀଙ୍କୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ: ମନ୍ କି ବାତରେ ରାଉରକେଲାର ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ସାହୁଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାଗ୍ୟଶ୍ରୀ ସଫ୍ଟ ଷ୍ଟୋନ୍‌ରେ ପଟ୍ଟଚିତ୍ର କରିଥିବାରୁ ତାରିଫ କରିଛନ୍ତି ।  ପ୍ରଧାନମନ୍ତ୍ରୀ କହିଥିଲେ ଯଦିଓ ଭାଗ୍ୟଶ୍ରୀ ଇଞ୍ଜିନିୟରିଂ ଛାତ୍ରୀ,…

ଟ୍ରେନରେ କଟି ୩ଟି ହରିଣ ମୃତ, ୪ରୁ ଅଧିକ ଆହତ 

ଜଗତସିଂହପୁର : ଟ୍ରେନ୍‌ ଧକ୍କାରେ ୩ ହରିଣ ମୃତ । ଜଗତସିଂହପୁର ରଘୁନାଥପୁର ଥାନା ଗୋପାଳପୁର ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ବନବିଭାଗ ଟିମ୍‌ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି । ହରିଣମାନେ ନିକଟସ୍ଥ ଧଳତଙ୍ଗଗଡ଼ ଜଙ୍ଗଲରୁ ବାହାରକୁ ଚରିବାକୁ ଆସିଥିଲେ । ଟ୍ରେନ୍‌…

ମା’ ସମଲେଶ୍ୱରୀ ମନ୍ଦିରରୁ ଟୁରିଷ୍ଟ ବସ୍ ସେବାର ଶୁଭାରମ୍ଭ

ସମ୍ୱଲପୁର: ମା’ ସମଲେଶ୍ୱରୀଙ୍କ ମନ୍ଦିରରୁ ଆରମ୍ଭ ହେଲା ଟୁରିଷ୍ଟ ବସ୍ ସେବା । ଏହି ବସ୍‌ ସେବାର ଆଜି ଶୁଭାରମ୍ଭ କରିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । ପ୍ରତି ରବିବାର ଏହି ବସ୍‌ରେ ସମଲେଶ୍ୱରୀ ବୁଲି ପାରିବେ ପର୍ଯ୍ୟଟକ । ଏହାସହ ହୀରାକୁଦ, ଘଣ୍ଟେଶ୍ୱରୀ ଓ ଡେବରିଗଡ଼ ବୁଲି…

ଆଜି ରାଜ୍ୟରୁ ୧୧୪ କରୋନା ପଜିଟିଭ୍, ୧୧ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମିଥିଲେ ବି ଗତକାଲି ଅପେକ୍ଷା ଆଜି ସଂଖ୍ୟା ସାମାନ୍ୟ ବଢ଼ିଛି । ଗତକାଲି ସାରା ରାଜ୍ୟରୁ ୧୦୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୧୧୪ ପଜିଟିଭ୍ ବାହାରିଛନ୍ତି । କ୍ୱାରେଣ୍ଟାଇନରୁ ୬୮ ଜଣ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୪୬ଟି…

ପୋଲିସ ଇନଫର୍ମର ସନ୍ଦେହରେ କନ୍ଧମାଳ ଜିଲ୍ଲାରୁ ଦୁଇ ଜଣଙ୍କୁ ଉଠାଇନେଲେ ମାଓବାଦୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପ୍ରତିଶୋଧ ପରାୟଣ ହୋଇଛି ଲାଲବାହିନୀ । ପୋଲିସ ଇନଫର୍ମର ସନ୍ଦେହରେ ଗତକାଲି ଦୁଇ ଜଣଙ୍କୁ ହତ୍ୟା କରିଥିବା ବେଳେ ଆଉ ଦୁଇ ଜଣଙ୍କୁ ଉଠାଇ ନେଇଛନ୍ତି । ବାଲିଗୁଡ଼ା ବ୍ଲକ ବେଲଘର ଥାନା ଅନ୍ତର୍ଗତ ଗୁମୁ ଗାଁରୁ ପୋଲିସ୍ ଇନଫର୍ମର ସନ୍ଦେହରେ ଦୁଇଜଣ ଯୁବକଙ୍କୁ ଉଠାଇ…

ମାଲକାନଗିରି ମାଡକାପଦର ଜଙ୍ଗଲରେ ଏନକାଉଣ୍ଟର, ସୁରକ୍ଷାକର୍ମୀ ଗୁଳିରେ ଜଣେ ନକ୍ସଲ ନିହତ

ମାଲକାନଗିରି: ମାଡ଼କାପଦର ଅଞ୍ଚଳରେ ଏନକାଉଣ୍ଟରେ । ଏସଓଜି-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଛି । ମୁଦୁଲିପଡ଼ା ଥାନା ମାଡ଼କାପଦର ପଞ୍ଚାୟତ ନୁନ୍‌ଖାରିରେ ହୋଇଛି ଏହି ଗୁଳି ବିନମୟ । ମାଓ କ୍ୟାମ୍ପ ଚାଲିଥିବା ଖବର ପାଇ ଏସଓଜି…

ଟୁର୍ ଡି ଏକାମ୍ର: ସାଇକେଲ ଚାଳନା ଓ ପର୍ଯ୍ୟଟନକୁ ପ୍ରୋତ୍ସାହନ ପାଇଁ ଭୁବନେଶ୍ୱରରେ ମେଗା ସାଇକ୍ଲୋଥନ୍

ଭୁବନେଶ୍ୱର: ରାଜଧାନୀରେ ମେଗା ସାଇକ୍ଲୋଥନ୍ । ରାଜ୍ୟ ସରକାରଙ୍କ କ୍ରୀଡା ଓ ସଂସ୍କୃତି ବିଭାଗ ପକ୍ଷରୁ କରାଯାଇଛି ସାଇକ୍ଲୋଥନ ‘ଟୁର ଡି ଏକାମ୍ର’ । ସକାଳ ୭ଟାରେ କଳିଙ୍ଗ ଷ୍ଟାଡିୟମରୁ ଆରମ୍ଭ ହୋଇଥିଲା ଏହି ସାଇକ୍ଲୋଥନ୍ । ସାମିଲ ହୋଇଥିଲେ ଶତାଧିକ ଯୁବକ ଯୁବତୀ । ଗୋଟିଏ ଦଳ କଳିଙ୍ଗ…