Latest Odisha News

BREAKING NEWS

Browsing Category

ଓଡିଶା

Odisha

ନେତାଜୀଙ୍କୁ ମନେ ପକାଉଛି ଦେଶ, ଜାଣନ୍ତୁ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନ ସଂଘର୍ଷର କାହାଣୀ…

ଭୁବନେଶ୍ୱର: ୧୮୯୭ ମସିହାରେ କଟକର ଏକ ବଙ୍ଗାଳି ପରିବାରରେ ଜନ୍ମଗ୍ରହଣ କରିଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ଆଜି ସମଗ୍ର ଦେଶ ନେତାଜୀଙ୍କ ୧୨୫ ତମ ଜୟନ୍ତୀ ପାଳନ କରୁଛି । ବ୍ରିଟିଶ୍ ବିରୋଧରେ ଭାରତର ସ୍ୱାଧୀନତା ଆନ୍ଦୋଳନକୁ ସ୍ମରଣ କଲେ ସମସ୍ତଙ୍କ ମନରେ ଆସେ ସୁଭାଷ ଚନ୍ଦ୍ର ବୋଷଙ୍କ ନାମ ।…

ବାଲୁକା କଳାରେ ସୁଭାଷ ଭୋଷ ଓ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜି 125ତମ ଜୟନ୍ତୀ । ଏହି ଅବସରରେ ବାଲୁକା କଳାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ନେତାଜୀଙ୍କୁ ସୁନ୍ଦର ବାଲୁକା କଳା ନିର୍ମାଣ କରିବା ସହ…

ପଢୁଆ ବିଶ୍ୱଜିତଙ୍କ ଲଢୁଆ କାହାଣୀ

ଅନୁଗୁଳ: ତାଳଚେର କଙ୍କେଲି ଗାଁର ୧୮ ବର୍ଷୀୟ ବିଶ୍ଵଜିତ ପ୍ରଧାନ । ଗ୍ରାଜୁଏସନ ପ୍ରଥମ ବର୍ଷର ଛାତ୍ର । ପରିବାର କହିଲେ ମାଆ ରେବତୀ ଓ ଦଶମ ଶ୍ରେଣୀରେ ପଢୁଥିବା ସାନ ଭାଇ । ବିଶ୍ୱଜିତଙ୍କ ବାପା ଜଣେ ନାମକରା ଚାଷୀ ଥିଲେ । କିନ୍ତୁ ୨୦୧୬ରେ ତାଙ୍କର ହଠାତ୍ ହୃଦଘାତରେ ମୃତ୍ୟୁ ହେଲା । ହଠାତ୍…

ଉମରକୋଟ ପୋଲ ଭୁଶୁଡ଼ିବା ଘଟଣାରେ କାର୍ଯ୍ୟାନୁଷ୍ଠାନ : କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନିଲମ୍ବିତ

ଉମରକୋଟ : ଉମରକୋଟ ତାଲପଦର ବ୍ରିଜ୍ ଭୁଶୁଡିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ପୋଲ ଭୁଶୁଡ଼ିବା ଘଟଣାରେ ନିଲମ୍ବିତ ହୋଇଛନ୍ତି ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମଲ । କାର୍ଯ୍ୟରେ ଅବହେଳା କରିଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି । ପୋଲ ଭୁଶୁଡ଼ିବା…

ଓଡ଼ିଶା ଲୋକଙ୍କୁ ଚିକିତ୍ସା ପ୍ରଦାନ ପାଇଁ ପ୍ରବାସୀ ଓଡ଼ିଆ ଡାକ୍ତରମାନଙ୍କ ଉଦ୍ୟମ

ଭୁବନେଶ୍ୱର: ଓଡିଶା ତଥା ଓଡିଆ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ବିଶ୍ୱର ବିଭିନ୍ନ ପ୍ରାନ୍ତରରେ କାମ କରୁଥିବା ଓଡିଆ ଡାକ୍ତରମାନେ ଏକ ବିଶ୍ୱସ୍ତରୀୟ ଏକ ଚିକିତ୍ସକ ଦଳ ଗଠନ କରିଛନ୍ତି । ଓଡ଼ିଶା ସରକାରଙ୍କ ପ୍ରଚେଷ୍ଟା ସହିତ ତାଳ ମିଳାଇ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ…

‘ଛାଇର ଶଦ୍ଦ’ ଓ ‘ସୂର୍ଯ୍ୟା‌ସ୍ତ ପୂର୍ବରୁ’ ନାମକ ଦୁଇଟି ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ନବୀନ ନିବାସ ଠାରେ ଡଃ ଗୋପବନ୍ଧୁ ଦାସଙ୍କ କବିତା ସଂକଳନ ‘ଛାଇର ଶଦ୍ଦ’କୁ ଲୋକାର୍ପିତ କରିଛନ୍ତି। ଏଥିରେ ୮୩ଟି କବିତା ସ୍ଥାନିତ ହୋଇଛି। ସୂକ୍ଷ୍ମ ସୌନ୍ଦର୍ଯ୍ୟ ବୋଧ ସହିତ ଏହି କବିତାରେ ରହସ୍ୟମୟ ଅତିନ୍ଦ୍ରୀୟ ଭାବଜଗତ ଭିତରେ…

ଶିଳ୍ପପତିଙ୍କୁ ରାଜ୍ୟ ରପ୍ତାନୀ ପୁରସ୍କାର

ଭୁବନେଶ୍ବର : ରାଜ୍ୟ ରପ୍ତାନୀ ପୁରସ୍କାର ଆଜି ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପପତିଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, 'ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ରପ୍ତାନୀର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।…

ରୋଜଭ୍ୟାଲି ଚିଟ୍‌ଫଣ୍ଡ ମାମଲା, ଝାରପଡା ଜେଲ ଗଲେ ଶୁଭ୍ରା କୁଣ୍ଡୁ

ଭୁବନେଶ୍ୱର: ବହୁଚର୍ଚ୍ଚିତ ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ମାମଲାରେ ଝାରପଡା ଜେଲ ଗଲେ ଅନ୍ୟତମ ମାଲିକ ଶୁଭ୍ରା କୁଣ୍ଡୁ । ସୂଚନା ଅନୁଯାୟୀ ୫ ଦିନିଆ ରିମାଣ୍ଡ ଶେଷ ହେବା ପରେ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ତାଙ୍କୁ ସିବିଆଇ ହାଜର କରିଥିଲା। ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ…

ଓଡ଼ିଶାରୁ ଗତ ୨୪ ଘଣ୍ଟାରେ ୨୧୨ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୧୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। https://twitter.com/HFWOdisha/status/1352621465477160961?s=19 ଅଧିକ ପଢନ୍ତୁ- ଆଜି…

କଟକକୁ ମିଳିବ ନୂଆ ପରିଚୟ, କାଲି ଅତ୍ୟାଧୁନିକ ଅନ୍ତଃରାଜ୍ୟ ବସ ଟର୍ମିନାଲର ହେବ ଶିଳାନ୍ୟାସ

କଟକ: ଆସନ୍ତାକାଲି କଟକ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ଓଡ଼ିଆ ବଜାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନରେ ପହଞ୍ଚି, ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହାପରେ ନେତାଜୀଙ୍କ ନାମରେ ଖାନନଗରରେ ହେବାକୁ ଯାଉଥିବା ଅନ୍ତଃରାଜ୍ୟ ବସ ଟର୍ମିନାଲର ଶିଳାନ୍ୟାସ…