Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସନ୍ତାକାଲି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି କଳାହାଣ୍ଡି ଗସ୍ତରେ ଯିବେ । ଏଥି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କାର୍ଯ୍ୟକ୍ରମ ପାଇଁ ପ୍ରାୟ ୨୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । କାର୍ଯ୍ୟକ୍ରମ ବେଳେ ମୁଖ୍ୟମନ୍ତ୍ରୀଙ୍କଠାରୁ ୩୦ ଫୁଟ୍ ଦୂରତା…

ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ପୋଲିସ ଅଧିକାରୀ

ନୟାଗଡ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ନୟାଗଡ ବାଣୀଗୋଛା ଏଏସ୍‌ଆଇ । ଆଜି ଜଣେ ବ୍ୟକ୍ତିଙ୍କଠାରୁ ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି । ସୂଚନା ଅନୁଯାୟୀ, ବାଣୀଗୋଛା ଥାନା ଅନ୍ତର୍ଗତ କୁଳକୁମ୍ଫା ଗାଁର ସୁଶାନ୍ତ…

ପଦ୍ମଶ୍ରୀ ଡ଼ି. ପ୍ରକାଶ ରାଓଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୋକ

ଭୁବନେଶ୍ୱର: ପଦ୍ମଶ୍ରୀ ଡ଼ି. ପ୍ରକାଶ ରାଓଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକପ୍ରକାଶ କରିଛନ୍ତି । ସେ ଟ୍ୱିଟରେ ଶ୍ରୀ ରାଓଙ୍କୁ ଶ୍ରଦ୍ଧାଂଜଳି ଜଣାଇବା ସହ ତାଙ୍କ ସହ ବିତେଇଥିବା ସମୟକୁ ମନେପକାଇ ଫଟୋ ସେୟାର କରିଛନ୍ତି । Saddened by the demise of Shri D Prakash…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ୬୫ କୋଟି ବ୍ୟୟରେ କଟକରେ ନିର୍ମାଣ ହେବ ଅତ୍ୟାଧୁନିକ ବସ୍‌ ଟର୍ମିନାଲ

ଭୁବନେଶ୍ବର: କଟକର ଖାନନଗର ଠାରେ ନିର୍ମିତ ହେବାକୁ ଯାଉଛି ଅତ୍ୟାଧୁନିକ ବସ୍‌ ଟର୍ମିନାଲ। ଏଥିରେ ଖର୍ଚ୍ଚ ହେବ ୬୫ କୋଟି ଟଙ୍କା। ମହାନ୍‌ ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ନାମରେ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ ନାମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଘୋଷଣା…

ଶ୍ରୀମନ୍ଦିରକୁ ମକରତାଡ଼ ବିଜେ ନୀତି ଅନୁଷ୍ଠିତ

ପୁରୀ: ଆସନ୍ତାକାଲି ଅର୍ଥାତ ଗୁରୁବାର ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ମକର ଚାଉଳ ଲାଗି କରାଯିବ । ଏଥିନିମନ୍ତେ ଆଜି ଆଲାମଚଣ୍ଡୀ ମନ୍ଦିରରୁ ଶ୍ରୀମନ୍ଦିରକୁ ମକରତାଡ଼ ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ ପୌଷମାସ ମାସନ୍ତ ଦିନ ଶ୍ରୀମନ୍ଦିରରେ…

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ସମ୍ମାନ ସହ ହେବ ଶେଷକୃତ୍ୟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ଏଥି ସହ ତାଙ୍କର ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ଯେ, 'ପଦ୍ମଶ୍ରୀ ପ୍ରକାଶ ରାଓଙ୍କ…

ଆରପାରିରେ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ

ଭୁବନେଶ୍ବର: ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କର ଆଜି ଅପରାହ୍ନ ୪.୧୫ରେ ପରଲୋକ ହୋଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ୨୦ ଦିନ ପୂର୍ବରୁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। କଟକ ଏସସିବି କୋଭିଡ୍ ହସ୍ପିଟାଲରେ ଶ୍ରୀ ରାଓଙ୍କର ଚିକିତ୍ସା ଚାଲିଥିଲା। ସେଠାରେ ଆଜି ତାଙ୍କର…

ମଗାଣା ନୁହେଁ, ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ଖାଦ୍ୟ: ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: ଅନ୍ନପୂର୍ଣ୍ଣା ଯୋଜନାରେ ଲୋକଙ୍କୁ ମାଗଣାରେ ଖାଦ୍ୟ ଦିଆଯିବ ନାହିଁ । ଏଥିପାଇଁ ୧ ଟଙ୍କା ଦେବାକୁ ପଡ଼ିବ । ଏନେଇ ଆଜି ସୂଚନା ଦେଇଛନ୍ତି ସାଂସଦ ଅପରାଜିତ ଷଡଙ୍ଗୀ । ଗତକାଲି ବିଏମସି ପକ୍ଷରୁ ଭୁବନେଶ୍ୱରରେ ରାସ୍ତାକଡ଼ରେ ରହୁଥିବା ବାସହରାଙ୍କୁ ଖାଦ୍ୟ ବଣ୍ଟନ ଉପରେ କଟକଣା ଲଗାଇବା…

ନରେନ କବିତା ସଂକଳନ ଓ ମାସିକ ସାହିତ୍ୟ ପତ୍ରିକା ସାହିତ୍ୟ ସୁମିତ୍ର ଉନ୍ମୋଚନ

ବ୍ରହ୍ମପୁର:ବ୍ରହ୍ମପୁର , ଲକ୍ଷ୍ମୀ ନୃସିଂହ ସାହି ୧୪ ନମ୍ବର ଗଳି ସ୍ଥିତ ଶ୍ରୀ ବିବେକାନନ୍ଦ ବିଦ୍ୟା ମନ୍ଦିର ତରଫରୁ ସିଟି ହସ୍ପିଟାଲ ରୋଡ ସ୍ଥିତ ଏନ ଜି ଓ ହଲରେ ବିବେକାନନ୍ଦ ଜୟନ୍ତୀ ପାଳନ କରାଯାଇଅଛି। ଏହି ଅବସରରେ  ପ୍ରତ୍ୟୁଷରୁ ପାଣିଗ୍ରାହୀ ପେଣ୍ଠ ସ୍ଥିତ କାଳୀ ମନ୍ଦିର ରୁ ଏକ୍ ମଶାଲ…

ବନ୍ଦ ହେବନି କୌଣସି ରେଡିଓ ଷ୍ଟେସନ, ସ୍ପଷ୍ଟୀକରଣ ଦେଲା ପ୍ରସାର ଭାରତୀ

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ରେଡିଓର କେତେକ ଷ୍ଟେସନ ବନ୍ଦ ବୋଲି କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ଦୃଢ ଭାବେ ଖଣ୍ଡନ କରିଛି ପ୍ରସାର ଭାରତୀ । ସେଗୁଡିକ ଫେକ ନ୍ୟୁଜ, ତଥ୍ୟବିହୀନ ଓ ଭିତ୍ତିହୀନ ବୋଲି ପ୍ରସାର ଭାରତୀ କହିଛି । ପ୍ରସାର ଭାରତୀ ଆହୁରି କହିଛି ଯେ, ଆକାଶବାଣୀର…