Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭ୍ୟାକସିନ୍ କାଉଣ୍ଟଡାଉନ୍: ଟିକାକରଣର ୨-୩ ଦିନ ପୂର୍ବରୁ ଓଡ଼ିଶା ଆସିପାରେ କୋଭିଡ୍ ଟିକା

ଭୁବନେଶ୍ୱର: ଦେଶରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ କୋଭିଡ୍ ଟିକାକରଣ । ତାର ଦୁଇ ତିନି ଦିନ ପୂର୍ବରୁ ଓଡ଼ିଶାକୁ ଆସିପାରେ ଭ୍ୟାକସିନ୍ । ଏଥିପାଇଁ ତୟାର ଅଛନ୍ତି ସରକାର । ରାଜ୍ୟର ୧୬୦ଟି ସ୍ଥାନରେ ଟିକାକରଣ ହେବ । ଦୁଇଟି ଜାଗାରେ ଟୁଓଏ କମ୍ୟୁନିକେସନ ରହିବ । DHH ସୁନ୍ଦରଗଡ଼ ଓ…

ରାଜ୍ୟରେ ୨୪ ଘଣ୍ଟାରେ ୨୪୪ କରୋନା ପଜିଟିଭ୍, ଜଣେ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । କିନ୍ତୁ ଦୈନିକ ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ଗତ ୨୪ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୪୪ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୧୪୨ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୧୦୨ଟି ରହିଛି । ୨୪…

ନିମ୍ନମାନର ସେଣ୍ଟ୍ରିଂରୁ ଉମରକୋଟରେ ଭୁଶୁଡିଲା ନିର୍ମାଣାଧୀନ ବ୍ରିଜ

ନବରଙ୍ଗପୁର: ଉମରକୋଟରେ ନିର୍ମାଣାଧୀନ ବ୍ରିଜର ସ୍ଲାବ କେମିତି ଭୁଶୁଡ଼ିଲା ? ଆରମ୍ଭ ହୋଇଛି କାରଣ ଖୋଜା । ଅଧୀକ୍ଷଣ ଯନ୍ତ୍ରୀ ଘଟଣାର ତଦନ୍ତ କରିଛନ୍ତି । ନିମ୍ନମାନର ସେଣ୍ଟ୍ରିଂ ଯୋଗୁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ଆଜି ଘଟଣାସ୍ଥଳରେ ତଦନ୍ତ କରିବେ ମୁଖ୍ୟ…

ଆଜିଠୁ ରାଜ୍ୟରେ ଖୋଲିଲା ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ସ୍କୁଲ ପରେ ଆଜିଠୁ ରାଜ୍ୟରେ ଖୋଲିଛି ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ । କୋଭିଡ୍ କଟକଣା ଭିତରେ ଖୋଲିଛି ଉଚ୍ଚ ଶିକ୍ଷାନୁଷ୍ଠାନ । କେବଳ ୟୁନିଭରସିଟି ଓ ଡିଗ୍ରୀ କଲେଜ ଶେଷବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ ହେଉଛି । ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସମସ୍ତେ…

ଭକ୍ତଙ୍କୁ ଦର୍ଶନ ଦେଲେ ବାବା ଧବଳେଶ୍ୱର

ଆଠଗଡ଼: ସମସ୍ତଙ୍କ ପାଇଁ ଖୋଲିଲା କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧା ଧବଳେଶ୍ଵର ପୀଠ । ଆଜିଠୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ଦୀର୍ଘ 9 ମାସ ପରେ ବାବା ଧବଳେଶ୍ୱରୁଙ୍କୁ ଚର୍ମଚକ୍ଷୁରେ ଦେଖିଛନ୍ତି ଭକ୍ତ । ମନ୍ଦିର ପରିସରରେ ଭାବ ବିହ୍ୱଳ ହୋଇ ପଡ଼ିଛନ୍ତି ଶ୍ରଦ୍ଧାଳୁ । କରୋନା କଟକଣା…

୧୮ କୋଟି ଟଙ୍କାର ଗଞ୍ଜେଇ ଗଛ ଚାଷ ନଷ୍ଟ କଲା ଗଜପତି ପୋଲିସ

ମୋହନା: ଗଜପତି ଜିଲ୍ଲାରେ ମୋହନା ଥାନା ଢେପାଗୁଡା ପଞ୍ଚାୟତ ଯୁଗୀଢ଼ିଅ ଗାଁ ନିକଟରେ ପ୍ରାୟ ୯୧ ଏକରରେ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରିଛନ୍ତି ପୋଲିସ ଓ ଅବକାରୀ ବିଭାଗ । ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ଆନୁମାନିକ ୧୮ କୋଟି ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।…

ଚଳନ୍ତା ବସରେ ଲାଗିଲା ନିଆଁ, ଯାତ୍ରୀ ସୁରକ୍ଷିତ

ଫୁଲବାଣୀ: ଚଳନ୍ତା ବସରେ ଅଗ୍ନିକାଣ୍ଡ । ହଠାତ୍ ଲାଗିଲା ନିଆଁ । ବିଚା ରାସ୍ତାରେ ବସଟି ହୁତୁ ହୁତୁ ହୋଇ ଜଳିଗଲା । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଛକରେ ଏକ ଯାତ୍ରୀବାହୀ ବସ୍‌ରେ ଅଗ୍ନିକାଣ୍ଡ ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି । ରୁଦ୍ରକାଳୀ ନାମକ ବସରେ…

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍; ନାବାଳିକା ମୃତ, ୪ ଗୁରୁତର

ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା ନିଶ୍ଚିନ୍ତକୋଇଲି ଥାନା କଟିକଟା ନିକଟରେ ସକାଳୁ ସକାଳୁ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ।ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହାତ ହୋଇଥିବା ସୂଚନା । ମୃତକ ଜଣଙ୍କ ଜଣେ ନାବାଳିକା ହୋଇଥିବା ବେଳେ ତାଙ୍କ ନାଁ ସରିତା ମଲ୍ଲିକ ବୋଲି…

ଝାରସୁଗୁଡାରେ ଭୟାବହ ଅଗ୍ନିକାଣ୍ଡ; ଗୋଟିଏ ପରିବାରର ୪ ଗୁରୁତର

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାନଗର ହରିଓମ୍‌ ବିହାରରେ ଭୟାବହ ଅଗ୍ନିକାଣ୍ଡ । ଏଥିରେ ଗୋଟିଏ ପରିବାରର ୪ଜଣ ଗୁରୁତର ହୋଇଥିବା ସୂଚନା। ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ବ୍ରଜରାଜନଗର ହରିଓମ ବିହାରରେ ଗୋଟିଏ ପରିବାର ରାତିରେ ଶୋଇଥିବା…

ବିଷାକ୍ତ ଶାଗ ଖାଇ ପ୍ରାଣ ହରାଇଲା ୩ ବର୍ଷୀୟ ଶିଶୁ; ୩ ଗୁରୁତର

ନୟାଗଡ଼: ବିଷାକ୍ତ ଶାଗ ଖାଇ ଚାଲିଗଲା ନିରିହ ଶିଶୁର ଜୀବନ। ଏଭଳି ଏକ ଅଭାବବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ବରସାହି ଗାଁରେ। ବିଷାକ୍ତ ଶାଗ ଖାଇ ୩ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା…