Latest Odisha News

BREAKING NEWS

Browsing Category

ଓଡିଶା

Odisha

କୁହୁଡି ଚାଦର ତଳେ ସାରା ରାଜ୍ୟ; ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଘନ କୁହୁଡ଼ିର ଆସ୍ତରଣ । ପାଣିପାଗ ବିଭାଗ ପକ୍ଷରୁ ୯ଟି ଜିଲ୍ଲାକୁ ଆସନ୍ତା ୨୪ ଘଣ୍ଟା ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡି ଯୋଗୁଁ ରାସ୍ତାଘାଟ ଦେଖାଯାଉନଥିବା ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ବର ସମେତ, ପୁରୀ ଓ…

ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅନୁଗୁଳରେ ବିଜେପିର ମିଶ୍ରଣ ପର୍ବ 

ଅନୁଗୁଳ: କେନ୍ଦ୍ର ପେଟ୍ରୋଲିୟମ ଓ ଗ୍ୟାସ , ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଗସ୍ତରେ ଆସି ବିଜେପି ମିଶ୍ରଣ ପର୍ବର ଯୋଗ ଦେଇଥିଲେ । ରାଣିଗୁଡାସ୍ଥିତ ଜିଲ୍ଲା ପାର୍ଟି ଅଫିସରେ ଏହି ମିଶ୍ରଣ ପର୍ବ ହୋଇଥିବା ବେଳେ କଂଗ୍ରେସ ଛାଡି ପାଲଲହଡ଼ାର ବିଧାୟକ ପ୍ରାର୍ଥୀ ସୁବୋଧ ପାଣି ଓ…

ସ୍କୁଲ ଫି’ ହ୍ରାସ ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ଏମଓୟୁକୁ ଗ୍ରହଣ କଲେ ହାଇକୋର୍ଟ

କଟକ: ସ୍କୁଲ ଫି ହ୍ରାସ ମାମଲାରେ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ସ୍କୁଲ ଫି ହ୍ରାସ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଏମଓୟୁକୁ ଗ୍ରହଣ କରିଛନ୍ତି । ଗତ ସେପ୍ଟେମ୍ବର ମାସ ୧୦ ତାରିଖରେ ରାଜ୍ୟ ସରକାରଙ୍କ ସହ ୧୪ଟି ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକ ସଂଘ ଏମଓୟୁ…

ଆସନ୍ତା ୧୫ ତାରିଖରୁ OCA ଆୟୋଜନ କରିବ ମହିଳା କ୍ରିକେଟ ଲିଗ୍‌

ଭୁବନେଶ୍ୱର: ମହିଳା କ୍ରିକେଟ ଲିଗର ଆୟୋଜନ କରିବ ଓଡ଼ିଶା କ୍ରିକେଟ ଆସୋସିଏସ୍- ଓସିଏ । ୯୦ ଖେଳାଳିଙ୍କୁ ନେଇ ଗଠନ କରାଯାଇଛି ୬ଟି ଟିମ୍ । ଓଡ଼ିଶା ଜୁନିୟର ଓ ସିନିୟର କ୍ରିକେଟ ଦଳରେ ପ୍ରତିନିଧିତ୍ୱ କରୁଥିବା ୫୪ ଜଣ ଖେଳାଳିଙ୍କ ସମେତ ପ୍ରତିଭା ଅନ୍ୱେଷଣ ମାଧ୍ୟମରେ ୩୬ ନୂଆ ଖେଳାଳିଙ୍କୁ ଚୟନ…

ବ୍ରିଜ ସ୍ଲାବ ଭୁଶୁଡିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଉନ୍ନୟନ କମିଶନର

ଭୁବନେଶ୍ୱର: କେମିତି ଓ କିଭଳି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତାଲାପଦରଠାରେ ନିର୍ମାଣାଧୀନ ବ୍ରିଜ ଭୁଶୁଡିଲା ? ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର ପ୍ରଦୀପ ଜେନା। ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନବରଙ୍ଗପୁର ଜିଲ୍ଲାପାଳଙ୍କୁ…

ଶ୍ରୀଜିଉଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଦାନ କଲେ ଶ୍ରଦ୍ଧାଳୁ, ଜାଣନ୍ତୁ

ପୁରୀ: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ୩ ସେଟ୍ ସ୍ୱର୍ଣ୍ଣ ସୂର୍ଯ୍ୟ-ଚନ୍ଦ୍ର ଦାନ କରିଛନ୍ତି ଜଣେ ଶ୍ରଦ୍ଧାଳୁ । ସମ୍ପୃକ୍ତ ଦାତାଙ୍କ ନାମ ପଦ୍ମ ଚରଣ ପାତ୍ର ହୋଇଥିବା ବେଳେ ସେ ଭୁବନେଶ୍ୱରର ବାସିନ୍ଦା । ରବିବାର ଦିନ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ଠାରେ ମୁଖ୍ୟ ପ୍ରଶାସକଙ୍କ…

ନବରଙ୍ଗପୁରରେ ବ୍ରିଜ ଭୁଶୁଡିବାରୁ ଜଣେ ମୃତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ରବିବାର ଏକ ନିର୍ମାଣାଧୀନ ବ୍ରିଜର କଂକ୍ରିଟ ସ୍ଲାବ ଖସି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହେବା ସହ ୬ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଉମରକୋଟ ଅଞ୍ଚଳର ତାଳପଦର ନିକଟ ବିଜୁ ସେତୁରେ ଶ୍ରମିକମାନେ କାମ କରୁଥିବା ବେଳେ ଦୁର୍ଭାଗ୍ୟବଶତଃ ଏକ ସ୍ଲାବ…

ଓଡ଼ିଶାରେ ୩ ଲକ୍ଷ ୨୮ ହଜାର ଟପିଲା ସୁସ୍ଥତା ସଂଖ୍ୟା

ଭୁବନେଶ୍ୱର: ଓଡିଶାରୁ ଗୋଟିଏ ଦିନରେ ପ୍ରାୟ ୨୪୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୮ ହଜାର ୦୪୩ରେ ପହଞ୍ଚିଛି। https://twitter.com/HFWOdisha/status/1348250519093956608?s=19 ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଭୁବନେଶ୍ୱରରେ ୧୦ ତଳକୁ ଖସିଲା ଦୈନିକ କରୋନା ସଂକ୍ରମିତ ମାମଲା

ଭୁବନେଶ୍ୱର: ଭୁବନେଶ୍ୱରରୁ କରୋନା ସଂକ୍ରମିତ ସଂଖ୍ୟା କମୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ଚିହ୍ନଟ ନୂଆ ୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ କେବଳ ୪ ଜଣ କରୋନା…

କୋହଳ ହେଲା କଟକଣା, ୨୧ରୁ କୋଭିଡ ନେଗେଟିଭ ରିପୋର୍ଟ ଜରୁରୀ ନୁହେଁ

ପୁରୀ: ଶ୍ରୀମନ୍ଦିର ଦର୍ଶନ ପାଇଁ ହଟିଲା କୋଭିଡ ନେଗେଟିଭ ସାର୍ଟିଫିକେଟ କଟକଣା। ଆସନ୍ତା ୨୧ ତାରିଖରୁ ଭକ୍ତ ମାନେ ଏହାକୁ ଦେଖାଇବା ଜରୁରୀ ନୁହେଁ। ପ୍ରଶାସନର ସୂଚନା ଅନୁଯାୟୀ ବୃଦ୍ଧ ବୃଦ୍ଧାଙ୍କ ପାଇଁ ସ୍ବତନ୍ତ୍ର ଲାଇନ ବ୍ୟବସ୍ଥା ହେବ ସହ ୩୦ ହଜାର ଭକ୍ତଙ୍କ ଦର୍ଶନ ପାଇଁ ସୁବିଧା…