Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଧାନସଭାରେ ଶପଥ ନେଲେ ଦୁଇ ନୂଆ ବିଧାୟକ

ଭୁବନେଶ୍ୱର : ବିଧାନସଭାରେ ଆଜି ଶପଥ ନେଇଛନ୍ତି ନବନିର୍ବାଚିତ ଦୁଇ ଜଣ ବିଜେଡି ବିଧାୟକ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନୂଆ ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ୱରୂପ ଦାସଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନଭେମ୍ବର ୩…

ଖୁସି ଖବର; ଲଗାତାର ୫ ଦିନ ପାଇଁ ରାଜ୍ୟରେ ୧୦୦୦ ରୁ କମ୍ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କରୋନା ଗ୍ରାଫ ଖସୁଥିବା ବେଳେ ଆଜି ସାମାନ୍ୟ ବୃଦ୍ଧି ଘଟିଛି । ଲଗାତାର ୫ମ ଦିନରେ ହଜାରେରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରତିଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ପୂର୍ବ ଦିନ ଅପେକ୍ଷା କମ୍ ରହୁଥିବା ଆଜି ଏଥିରେ ସାମାନ୍ୟ ବ୍ୟତିକ୍ରମ ଦେଖା ଦେଇଛି।…

ଜଳେଶ୍ୱରରୁ ପୁଣି ୬ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ

ବାଲେଶ୍ୱର: ବ୍ରାଉନସୁଗର ବେପାର ପେଣ୍ଠସ୍ଥଳୀ ପାଲଟିଛି ବାଲେଶ୍ୱର । ପୁଣି ବ୍ରାଉନସୁଗର ଜବତ ହୋଇଛି । ଜଳେଶ୍ୱରରୁ ଜଣେ ବ୍ୟକ୍ତିଙ୍କ ନିକଟରୁ ୬୮ ଗ୍ରାମ୍‌ ବ୍ରାଉନସୁଗର ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ସାଢ଼େ ୬ ଲକ୍ଷ ଟଙ୍କାରୁ ଅଧିକ ହେବ । ଜଳେଶ୍ୱର ଥାନା ଅନ୍ତର୍ଗତ ହଟଛକ…

ଡାକ୍ତରଖାନାରେ ମାଗଣା ଟେଷ୍ଟିଂର ସୁବିଧା ଥିଲେ ସୁଦ୍ଧା ଲୋକଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଉଛନ୍ତି ଲାବରେଟୋରୀ…

ଯାଜପୁର: ସରକାରଙ୍କ ନିୟମକୁ ମାନୁ ନାହାଁନ୍ତି ସରକାରୀ ବାବୁ। ସରକରୀ ସୁବିଧା ସୁଯୋଗକୁ ଅସ୍ତ୍ର କରି ନିଜ ପକେଟ ଗରମ କରୁଛନ୍ତି। ଲୁଟର ଶିକାର ହେଉଛନ୍ତି ସାଧାରଣ ଲୋକେ। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ସରକାରଙ୍କ ପକ୍ଷରୁ…

ଚଳିତ ଶିକ୍ଷାବର୍ଷରେ ହେବ ମାଟ୍ରିକ୍ ଓ +୨ ପରୀକ୍ଷା

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁ ରାଜ୍ୟରେ ଚଳିତ ଶିକ୍ଷାବର୍ଷରେ ପାଠପଢ଼ା ପ୍ରଭାବିତ ହୋଇଛି । କିନ୍ତୁ ଚଳିତ ଶିକ୍ଷାବର୍ଷରେ ହେବ ମାଟ୍ରିକ ବୋର୍ଡ ଓ ଯୁକ୍ତ ଦୁଇ ପରୀକ୍ଷା ।ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ପରୀକ୍ଷା…

ପୁରୀ ବେଳାଭୂମିରେ ନିଶା କାରବାର ଅଭିଯୋଗରେ ୫ ଗିରଫ

ପୁରୀ: ବେଳାଭୂମି ମାର୍ଗରେ ନିଶା କାରବାର ଅଭିଯୋଗରେ ପାଞ୍ଚ ଜଣଙ୍କୁ ଗିରଫ କରି ବଳିଆପଣ୍ଡା ଥାନା ପୋଲିସ । ସେମାନଙ୍କଠାରୁ ୩୩୦ଗ୍ରାମ ଅଫିମ ଜବତ କରାଯାଇଛି । ଗୋଟିଏ ସ୍କୁଟି ବି ଜବତ ହୋଇଛି । ବଳିଆପଣ୍ଡା ଲାଇଟ ହାଉସ ଛକରେ ସେମାନେ ଅଫିମ ବିକୁଥିବା ପୋଲିସକୁ ମିଳିଥିଲା । ଗିରଫ…

ହାଇକୋର୍ଟରେ ଭୁବନେଶ୍ଵର ନାବାଳିକା ଗଣଦୁଷ୍କର୍ମ ମାମଲା ଶୁଣାଣି, ଭିଡିଓ କନ୍‌ଫରେନ୍ସିଂରେ ହାଜର ହେବେ ପୋଲିସ ଡିଜି

ଭୁବନେଶ୍ଵର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାର ଆଜି ହାଇକୋର୍ଟରେ ଶୁଣାଣି ରହିଛି । ଭିଡିଓ କନ୍‌ଫରେନ୍ସିଂରେ ହାଜର ହେବେ ପୋଲିସ ଡିଜି ଅଭୟ । ଗତ ୯ ତାରିଖରେ ଶୁଣାଣି କରି ପୋଲିସ ଡିଜିଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । କ୍ରାଇମବ୍ରାଞ୍ଚ ତଦନ୍ତରେ…

ପେଣ୍ଠ ସମୁଦ୍ରକୂଳରେ ୧୪୪ ଧାରା ଲାଗୁ, ପାଣିକୁ ଓହ୍ଲାଇଲେ ଜରିମାନା

କେନ୍ଦ୍ରାପଡ଼ା: ରାଜନଗର ଅନ୍ତର୍ଗତ ପେଣ୍ଠ ସମୁଦ୍ରରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଏଣିକି ସମୁଦ୍ର ପାଣିକୁ ଓହ୍ଲାଇଲେ ଗଣିବା ଜରିମାନା । ନାଲି ପତାକା ଲଗାଇ ଲୋକଙ୍କୁ ଅବଗତ କରାଇବା ସହିତ ଆଜିଠାରୁ ୧୪୪ ଧାରା ଲାଗୁ କରିଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ । କିଛି ଦିନ…

ଭୁବନେଶ୍ୱର ସମେତ ରାଜ୍ୟର କିଛି ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ଘନ କୁହୁଡି ଦେଖିବାକୁ ମିଳିଛି ।  ସକାଳୁ ସକାଳୁ କୁହୁଡିର ବଳୟ ଦେଖିବାକୁ ମିଳିଥିଲା । କୁହୁଡ଼ିର ପରିମାଣ ଏତେ ଅଧିକ ଥିଲା ଯେ, କିଛି ବାଟ ଯାଏ ରାସ୍ତାଘାଟ ଦିଶୁ ନଥିଲା । ଫଳରେ ରାଜଧାନୀରେ ରାସ୍ତାରେ ଗାଡ଼ି ଚଳାଇବାରେ ଅସୁବିଧା ହୋଇଥିଲା ।…

ନାଇଟ ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ, ଦୁଇ ଗିରଫ

କୋରାପୁଟ: ପୋଲିସର ନାଇଟ ପାଟ୍ରୋଲିଂ ବେଳେ ଧରାପଡ଼ିଲା ଗଞ୍ଜେଇ ଗାଡ଼ି । କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୋଲିସକୁ ମିଳିଛି ସଫଳତା । ଏକ ଗଞ୍ଜେଇ ଭର୍ତ୍ତି ଟ୍ରକ ସହ ରାୟପୁର ଅଞ୍ଚଳର ୨ ଜଣକୁ ଗିରଫ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୩୦ ଲକ୍ଷରୁ ଅଧିକ ଟଙ୍କା ହେବ । ଆନ୍ଧ୍ରପ୍ରଦେଶ ସୀମାନ୍ତ…