Latest Odisha News

BREAKING NEWS

Browsing Category

ଓଡିଶା

Odisha

ନାଇଟ ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ, ଦୁଇ ଗିରଫ

କୋରାପୁଟ: ପୋଲିସର ନାଇଟ ପାଟ୍ରୋଲିଂ ବେଳେ ଧରାପଡ଼ିଲା ଗଞ୍ଜେଇ ଗାଡ଼ି । କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୋଲିସକୁ ମିଳିଛି ସଫଳତା । ଏକ ଗଞ୍ଜେଇ ଭର୍ତ୍ତି ଟ୍ରକ ସହ ରାୟପୁର ଅଞ୍ଚଳର ୨ ଜଣକୁ ଗିରଫ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୩୦ ଲକ୍ଷରୁ ଅଧିକ ଟଙ୍କା ହେବ । ଆନ୍ଧ୍ରପ୍ରଦେଶ ସୀମାନ୍ତ…

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ, ୫ଟି ସ୍ଥାନରେ ରେଡ୍

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ । ତାଳଚେର ଆର୍‌ଡି ବିଭାଗର ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ଘରେ ସକାଳୁ ସକାଳୁ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଅ ଅଭିଯୋଗରେ ଏକକାଳୀନନ ୫ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ।…

୧୨ ଗ୍ରାମ ବ୍ରାଉନସୁଗାର ଜବତ ସହ ୪ ଜଣଙ୍କୁ ଗିରଫ କଲା ନିମାପଡା ପୋଲିସ

ପୁରୀ: ପୁରୀ ଜିଲ୍ଲା ନିମାପଡା ଥାନା ପୋଲିସ ନିଶା ବ୍ୟବସାୟ ଅଭିଯୋଗରେ ଚାରିଜଣ ଯୁବକଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଏହାସହ ସେମାନଙ୍କ ଠାରୁ ପାଖାପାଖି ୧୨ ଗ୍ରାମର ବ୍ରାଉନ ସୁଗାର ମଧ୍ୟ ଜବତ ହୋଇଥିବା ଜଣାପଡିଛି। ଗିରଫ ଯୁବକ ମାନେ ହେଉଛନ୍ତି ସ୍ଥାନୀୟ ଅନ୍ଧିଆ ଶାସନର ମାଧବାନନ୍ଦ…

ସାଧକଙ୍କ ପାଇଁ ଉତ୍କୃଷ୍ଟ ଗଞ୍ଜାମର ମା’ ଶାଙ୍କୁଳାଇ ପୀଠ

ଭୁବନେଶ୍ୱର: ମା ଶାଙ୍କୁଳାଇଙ୍କ ପୀଠ। ପୀଠକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକ ଓସାରିଆ ପିଚୁ ରାସ୍ତା ଅଟେ । ଯେକୌଣସି ଯାନବାହାନ ଯାତାୟତ କରି ପୀଠକୁ ଯିବାରେ ଅସୁବିଧା ନାହିଁ । ମା ଶାଙ୍କୁଳାଇଙ୍କ ପୀଠଟି ଅତ୍ୟନ୍ତ ନିରୋଳା ଓ ମନରୋମ। ଏହା ଭଞ୍ଜପୀଠ ନାମରେ ପରିଚିତ। ସାଧକମାନଙ୍କ ପାଇଁ ଏହି…

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ‘କ୍ୟୁଆର ସାମ’ର ସଫଳ ପରୀକ୍ଷଣ

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘କ୍ୟୁଆର ସାମ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ଗତକାଲି ଚାନ୍ଦିପୁର ୩ ନମ୍ବର ଲଞ୍ଚ ପ୍ୟାଡରୁ ଏହାକୁ ଉତକ୍ଷେପଣ କରାଯାଇଥିଲା । ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ର…

ନଭେମ୍ବର ୨୨ରୁ ଖସିବ ପାରଦ, ବଢିବ ଥଣ୍ଡା; ପାଣିପାଗ ବିଭାଗ

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବା ବେଳେ ୨୨ ତାରିଖରୁ ତାପମାତ୍ରା ଖସିବ । ଏହାସହ ରାଜ୍ୟରେ ଶୀତର ମାତ୍ରା ବଢ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ପାଣିପାଗ…

ବିଧାନସଭା ଶୀତ ଅଧିବେଶନ ପାଇଁ ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ବିଧାନସଭାର ଶୀତ ଅଧିବେଶନ । ତାପୂର୍ବରୁ ଆଜି ବସୁଛି ସର୍ବଦଳୀୟ ବୈଠକ । ସକାଳ ୧୧ଟାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । କୋଭିଡ୍ କଟକଣା ଭିତରେ କିଭଳି ଗୃହ କାର୍ୟ୍ୟ ସୁରୁଖୁରୁରେ ଚାଲିବ ସେନେଇ ସବୁ ଦଳ ସହଯୋଗ ଲୋଡ଼ିବେ ବାଚସ୍ପତି ।…

ବୌଦ୍ଧ ଜିଲ୍ଲାରୁ ଜବତ ହେଲା ପାଖାପାଖି ୨୦ କିଲୋର ବାରାହା ମାଂସ; ୪ ଗିରଫ

ବୌଦ୍ଧ: ଥମିନି ନିରିହ ବନ୍ୟଜନ୍ତୁ ଶିକାର। ସରକାରଙ୍କ ବିଭିନ୍ନ କଟକଣା ସତ୍ତ୍ୱେ ପ୍ରତିଦିନ ଏଭଳି ଘଟଣା ମାନ ସମ୍ନାକୁ ଆସୁଛି। ମଙ୍ଗଳବାର ଦିନ ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ଅନ୍ତର୍ଗତ ତଳଗାଁ ଅଞ୍ଚଳର ୨ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରି ୧୯କିଲୋଗ୍ରାମ ବାରାହା ମାଂସ ଜବତ କରିଛି ବନ…

ଶ୍ରୀମନ୍ଦିରର ଭୁଲ ଫୋଟୋ ଦେଇ ଅଡ଼ୁଆରେ IRCTC; ଥାନାରେ ମାମଲା

ଭୁବନେଶ୍ୱର: ଅଡ଼ୁଆରେ IRCTC। IRCTC ବିଜ୍ଞାପନରେ ପୁରୀ ଶ୍ରୀମନ୍ଦିର ଭୁଲ୍ ଫଟୋ ପ୍ରକାଶ କରିଥିବା ନେଇ ଅଭିଯୋଗ ହୋଇଛି। ସୂଚନାନୁସାରେ,ଏକ ବିଜ୍ଞାପନରେ ପୁରୀ ଶ୍ରୀମନ୍ଦିରର ଭୁଲ୍ ଫୋଟୋ ଦିଆଯାଇଥିବାରୁ IRCTC ବିରୋଧରେ ପୁରୀ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି । ଏନେଇ ଶ୍ରୀମନ୍ଦିର…

ହେମଗିରି ବ୍ଲକରେ ୱାଡି ପ୍ରକଳ୍ପର ଶୁଭାରମ୍ଭ; ୨୨ ଏକର ଜମିରେ ଆମ୍ବ ଓ ଲେମ୍ବୁ ଚାଷ

ସୁନ୍ଦରଗଡ଼: ହେମଗିରି ବ୍ଲକର ଲାଇକେରା ପଞ୍ଚାୟତରେ ମଙ୍ଗଳବାର ଦିନ ୱାଡି ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ସୁନ୍ଦରଗଡ଼ ସଦର ବିଧାୟିକା ଶ୍ରୀମତୀ କୁସୁମ ଟେଟେ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଭୈରବ ସିଂ ପଟେଲ ଏହାର ଉଦଘାଟନ କରିଛନ୍ତି। ୧୧ ଜଣ…