Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାଟି ଖୋଳୁ ଖୋଳୁ ବାହାରିଲେ ମହାଦେବ: ସ୍ଥାନୀୟ ଅଞ୍ଚଳରେ ଭକ୍ତିମୟ ପରିବେଶ

ଭଦ୍ରକ: ଓଡ଼ିଆ ଢଗ ଢ଼ମାଳିରେ ଏକ କଥା ଅଛି 'ଆଳୁ ଖୋଳୁ ଖୋଳୁ ମହାଦେବ'। ତେବେ ଏହି କଥା ଟି ବାସ୍ତବରେ ରୂପାୟନ ହୋଇଛି ଭଦ୍ରକ ଜିଲ୍ଲା ଭଦ୍ରକ ବ୍ଲକ ଗୋରାମାଟି ପଞ୍ଚାୟତ ଚକପୁର ଗାଁରେ। ପ୍ରାପ୍ତ ସୂଚନାନୁସାରେ, ଚକପୁର ଗାଁର ବଲଦିଆପଦା ପଡିଆରେ ଗାଁରେ ଏକ ପାର୍କ ନିର୍ମାଣ ପାଇଁ ମାଟି…

କରୋନା କଟକଣା ପାଇଁ ଫିକା ପଡିଛି ଯାଜପୁରର ଗଣପର୍ବ କାଳୀପୂଜା

ଯାଜପୁର: ଯାଜପୁରର ଗଣପର୍ବ ଭାବେ ଜଣା କାଳୀପୂଜା। ଦୀପାବଳୀର ମଧ୍ୟରାତ୍ରିରୁ ଜିଲ୍ଲାରେ ମୋଟ  ୬୭ଟି ମଣ୍ଡପରେ ଚାଲିଛି ମା ଶ୍ୟାମାକାଳୀ ଙ୍କ ପୂଜାର୍ଚ୍ଚନା।  ପ୍ରତିବର୍ଷ ବେଶ୍ ଧୁମଧାମରେ ମା ଙ୍କ ପୂଜା କରାଯାଏ । ମାତ୍ର ଚଳିତ ବର୍ଷ କୋରୋନା ସଂକ୍ରମଣ ବଢିବା ଭୟରେ ସରକାର ପୂଜା ଉପରେ କଟକଣା…

ନୀଳଗିରି ଅଞ୍ଚଳରେ ଝାଡଖଣ୍ଡ ହାତୀ ପଲଙ୍କ ଉପଦ୍ରବ

ବାଲେଶ୍ୱର: ଝାଡଖଣ୍ଡୀ ହାତୀ ପଲଙ୍କ ଉତ୍ପାତ । ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି । ୫ଟି ଦନ୍ତା, ୭ ଛୁଆଙ୍କ ସମେତ ୪୨ଟି ହାତୀ ବିଭିନ୍ନ ଅଞ୍ଚଳରେ ଆତଙ୍କରାଜ ଚଳାଇଛନ୍ତି । ନଷ୍ଟ କରୁଛନ୍ତି ବ୍ୟାପକ ଧାନ ଫସଲ । ଏତେ ସଂଖ୍ୟକ ହାତୀଙ୍କୁ ଦେଖି ସ୍ଥାନୀୟ ଲୋକ ଆତଙ୍କିତ…

ମହାନଦୀରେ ବୁଡି ଯିବା ଘଟଣା; ସତ ମାନିଲେ ଅମ୍ଳାନଙ୍କ ପତ୍ନୀ, କଣ କହିଲେ ଜାଣନ୍ତୁ

କଟକ: ଗତକାଲି ଠାରୁ ଚର୍ଚ୍ଚାରେ ଅଛନ୍ତି ଓଲିଉଡ୍ ଅଭିନେତା ଅମ୍ଳାନ ଦାସଙ୍କ ପତ୍ନୀ ଭୂମିକା।ସେ ଗତକାଲି ମହାନଦୀରେ ପଡ଼ିଯାଇଥିଲେ ଓ ପର ମୁହୂର୍ତ୍ତରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଏହା ଏକ ଦୁର୍ଘଟଣା ନା ଆତ୍ମହତ୍ୟା ଉଦ୍ୟମ ସେ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ମୁଁହ ଖୋଲିଛନ୍ତି…

ଭଲ ଖବର: ରାଜ୍ୟରେ ୧୦ ହଜାର ତଳକୁ ଖସିଲା କରୋନା ଆକ୍ଟିଭ କେସ୍

ଭୁବନେଶ୍ୱର: କରୋନା ସହ ଲଢେ଼ଇ ଭିତରେ ରାଜ୍ଯ ଦେଇଛି ଖୁସି ଖବର । ବଢୁଛି ସୁସ୍ଥତା ହାର। କମୁଛି ଆକ୍ଟିଭ କେସ୍। ରାଜ୍ୟରେ ୧୦ ହଜାର ତଳକୁ ଖସିଲା କରୋନା ସକ୍ରିୟ ମାମଲା । ଆଜି ରାଜ୍ୟରୁ ୧୩ ଶହ ୪୬ ସଂକ୍ରମିତ ସୁସ୍ଥ ହେବା ପରେ ଆକ୍ଟିଭ ସଂଖ୍ୟା ୯ ହଜାର ୨୧୭କୁ ଖସିଛି। ବର୍ତ୍ତମାନ ରାଜ୍ୟରେ…

ତୃତୀୟ ଥର ଲାଗି ପୂର୍ବତଟ ରେଳପଥକୁ ମିଳିବ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ରେଳବାଇ ରାଷ୍ଟ୍ରୀୟ ପୁରସ୍କାର

ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ଉଲ୍ଳେଖନୀୟ କାର୍ଯ୍ୟ ଦକ୍ଷତା ପାଇଁ ପୂର୍ବତଟ ରେଳପଥକୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମିଳିଛି ସମ୍ମାନୀୟ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ରେଳବାଇ ଶ୍ରେଷ୍ଠ ଜୋନାଲ ରେଲୱେ ସିଲ୍ଡ -୨୦୨୦ ଗ୍ରହଣ କରିବ। ଟ୍ରାଫିକ୍ (ପଣ୍ୟ) ପରିବହନ, ଲେଖା ଏବଂ ଆର୍ଥିକ…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୩୪୬ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗୋଟିଏ ଦିନରେ ପ୍ରାୟ ୧୩୪୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଯାହାକୁ ମିଶାଇ ସୁସ୍ଥତାଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାର ୮୬୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

୨୦୨୧ ମାର୍ଚ୍ଚ ସୁଦ୍ଧା ଓଡିଶାରେ ହେବ ଷ୍ଟାର୍ଟଅପ୍ ହବ୍‌

ଭୁବନେଶ୍ୱର: ଜାତୀୟ ସ୍ତରରେ ଓଡିଶାକୁ ଷ୍ଟାର୍ଟଅପ୍ ଲିଡରର ସ୍ୱୀକୃତି ମିଳିଛି । ୨୦୧୯ ମସିହାରେ ଭାରତ ସରକାରଙ୍କ ଦ୍ୱାରା କରାଯାଇଥିବା ର‌୍ୟାଙ୍କିଂରେ ଏହା ସ୍ଥାନ ପାଇଛି । ଏନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ଷ୍ଟାର୍ଟଅପ୍ କାଉନସିଲରୁ…

ମାଲକାନଗିରି ଜିଲ୍ଲାପାଳଙ୍କୁ ଧରିଲା ପୋଲିସ

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଦେବ ନାରାୟଣ ପଣ୍ଡାଙ୍କ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତି ନେଇ ପୋଲିସ ରବିବାର ଦିନ ଜିଲ୍ଲାପାଳ ମନିଷ ଅଗ୍ରୱାଲ ଓ ୪ ଜଣ କର୍ମଚାରୀଙ୍କ ବିରୋଧରେ ଏକ ମାମଲା କରୁଛି । ଏସଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ…

ନଦୀକୁ ଡେଇଁଲେ ମହିଳା; ଓଡିଆ ଅଭିନେତାଙ୍କ ପତ୍ନୀ ବୋଲି ଚର୍ଚ୍ଚା!

କଟକ: କଟକର ମଧୁସୂଦନ ବ୍ରିଜ ଉପରୁ ମହାନଦୀକୁ ଜଣେ ମହିଳା ରବିବାର ଦିନ ଡେଇଁ ପଡିଥିଲା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି । ସୂଚନାନୁଯାୟୀ, ସମ୍ପୃକ୍ତ ମହିଳା ଜଣକ ବ୍ରିଜ୍ ନିକଟରେ ଗାଡି ରଖି ନଦୀକୁ ଡେଉଁଥିବା ନେଇ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ଯାହା ପରେ ସଙ୍ଗେସଙ୍ଗେ…