Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୋଆ ଏନ୍‌ଏସ୍‌ଏସ୍‌ର ଉନ୍ନତ ଭାରତ ଅଭିଯାନ ଅନୁଷ୍ଠିତ 

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ର ଏନ୍‌ଏସ୍‌ଏସ୍ ପକ୍ଷରୁ ଉନ୍ନତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୋଆ ଏନ୍‌ଏସ୍‌ଏସ୍‌ର ସ୍ୱେଚ୍ଛାସେବୀମାନେ ଭୁବନେଶ୍ୱର ଉପକଣ୍ଠ ଜାମୁଝରି ଗାଁର ଗୁପ୍ତପଡ଼ା, ଛତାବର, କୁଜିମହଲ, ପାତ୍ରପଡା…

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନକୁ ଶ୍ରେଷ୍ଠ ଜାତୀୟ ପଞ୍ଚମ ସରକାରୀ ବିଦ୍ୟାଳୟ ମାନ୍ୟତା 

ଭୁବନେଶ୍ୱର : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ୍‌) ଓଡ଼ିଶାର ପ୍ରତ୍ୟେକ ବ୍ଳକ୍‌ରେ ଗୁଣାତ୍ମକ ଇଂରାଜୀ ମାଧ୍ୟମ ଶିକ୍ଷା ପ୍ରଦାନ କରି ଏଜୁକେଶନ୍ ୱାଲ୍‌ର୍ଡ଼ ଇଣ୍ଡିଆ ସ୍କୁଲ୍ ର‌୍ୟାଙ୍କିଙ୍ଗ୍ ୨୦୨୦-୨୧ ବର୍ଷ ପାଇଁ ସର୍ବଭାରତୀୟ ସ୍ତରରେ ପଞ୍ଚମ ସ୍କୁଲର ମାନ୍ୟତା ପାଇଛି । ପ୍ରଥମ ଥର ପାଇଁ…

୨୫ ବର୍ଷ ପରେ ଶ୍ରୀଜୀଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ

ପୁରୀ: ଦୀର୍ଘ ୨୫ ବର୍ଷ ପରେ ଚଳିତ ବର୍ଷ କାର୍ତ୍ତିକ ମାସରେ ପଂଚୁକ ୬ ଦିନ ପଡ଼ୁଥିବାରୁ ମହାପ୍ରଭୁଙ୍କ ଅନନ୍ୟ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବାକୁ ଯାଉଛି । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତ୍ରୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ କରୋନା କଟକଣା ଯୋଗୁ ଚଳିତବର୍ଷ ଭକ୍ତମାନେ…

ବିଦ୍ୟୁତ ତାର ବିଛାଇ ଦୁଇ ବାରହା ଶିକାର;ଜଣେ ଗିରଫ

ବୁଗୁଡା: ବୁଗୁଡା ବନ୍ୟାଞ୍ଚଳ ଅନ୍ତର୍ଗତ ବାଲିପଦର ଫରେଷ୍ଟ ସେକସନର ବିଷ୍ଣୁଚକ୍ର ଗ୍ରାମର ଚାଷ ଜମିରେ ନଭେମ୍ବର ୧୦ ତାରିଖ ରାତିରେ ଗୌଡ଼ିଆବୋରଦା ଗ୍ରାମର ଅରୁଣ ସ୍ଵାଇଁ ବିଦ୍ୟୁତ ଫାସ ପକାଇ ବନ୍ୟପ୍ରାଣୀ ଦୁଇଟି ବରାହ ଶିକାର କରିଥିବା ବେଳେ ବନ ବିଭାଗ ଦ୍ଵାରା ଗିରଫ ହୋଇଥିବା ଜଣାପଡିଛି।…

୫ ଲକ୍ଷ ଟଙ୍କାର ନକଲି ଲଙ୍କା, ହଳଦୀ ଓ ମସଲା ଗୁଣ୍ଡ ଜବତ

କଟକ: ପୁଣି ବ୍ରାଣ୍ଡ ଅସଲି ମାଲ୍ ନକଲି । କଟକ ମାଲଗୋଦାମରେ ନକଲି ଲଙ୍କା ଓ ହଳଦୀ ଗୁଣ୍ଡ ଫ୍ୟାକ୍ଟ୍ରିରେ ବୁଧବାର ପୋଲିସ ଅତର୍କିତ ଚଢ଼ଉ କରିଛି। ଘଟଣାସ୍ଥଳରୁ ୧୫ କୁଇଣ୍ଟାଲ ଓଜନର ନକଲି ସାମଗ୍ରୀ ଜବତ କରିଛି ପୋଲିସ । ଜବତ ହୋଇଥିବା ସାମଗ୍ରୀର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ…

କଟକରେ ‘ଆୟକର ଆପିଲେଟ ଟ୍ରିବ୍ୟୁନାଲ’ ଭବନ ଉଦ୍‌ଘାଟନ କଲେ ମୋଦି

କଟକ: କଟକ ଆୟକର ଆପିଲେଟ ଟ୍ରିବ୍ୟୁନାଲ ନୂଆ ଭବନ ଉଦଘାଟନ ହୋଇଛି। ଭିଡିଓ କନଫେରନ୍ସିଂ ଯୋଗେ ଏହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କଟକ ବେଞ୍ଚ ପୂର୍ବ ଭାରତ ଟିକସଦାତାଙ୍କୁ ସୁବିଧା ଦେଇପାରିବ। ବିଜୁ…

ଭୁବନେଶ୍ୱରରେ ୬୦ ତଳକୁ ଖସିଲା କରୋନା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର: ହାରୁଛି କରୋନା ଜିତୁଛି ଓଡ଼ିଶା । ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ । ଏହି କ୍ରମରେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଦୈନିକ ସଂକ୍ରମଣ ସଂଖ୍ୟା ୬୦ ତଳକୁ ଖସିଛି । ଗତ ୨୪ ଘଂଟାରେ ଭୁବନେଶ୍ୱରରେ ୫୯ଟି ନୂଆ ମାମଲା ସାମ୍ନାକୁ ଆସିଛି । Update on newly detected #COVID19…

ମନ୍ଦିର ଖୋଲିବାକୁ ଦାବି, ଆଜିଠୁ ସେବାୟତଙ୍କ ଘଣ୍ଟ ପ୍ରତିବାଦ ଆରମ୍ଭ

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ରାଜ୍ୟର ସବୁ ମନ୍ଦିର ବନ୍ଦ ରହିଛି । ତେବେ ମନ୍ଦିର ଖୋଲିବା ପାଇଁ ଦାବି କରୁଛନ୍ତି ସେବାୟତ । ଏଥିପାଇ ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ଆଜିଠାରୁ ପ୍ରତିଦିନ ୯ ମିନିଟ୍ ଘଂଟ ବାଡେଇ ପ୍ରତିବାଦ ଆରମ୍ଭ ହୋଇଛି । ଆସନ୍ତା ୨୦ ତାରିଖ ଯାଏଁ ଏଭଳି ପ୍ରତିବାଦ…

ଡେଲିଭରି ବୟ ନାଁରେ ୧୦ଲକ୍ଷ ଟଙ୍କାର ଜିଏସ୍‌ଟି ଠକେଇ

ରାଉରକେଲା: ଜଣେ ଡେଲିଭରି ବୟ ନାଁରେ ୧୦ ଲକ୍ଷ ଟଙ୍କାର ଜିଏସ୍‌ଟି ଠକେଇ ହୋଇଛି । ଏଭଳି ଅଭିଯୋଗ ଆସିଛି ଇସ୍ପାତ ନଗରୀ ରାଉରକେଲାରୁ । କମ୍ପାନୀ ଖୋଲି ୭୦ ଲକ୍ଷ ଟଙ୍କାର ଟ୍ରାଞ୍ଜାକ୍ସନ କରି ଜିଏସ୍‌ଟି ଠକେଇ କରିଥିବା ଅଭିଯୋଗ ହୋଇଛି । ଏନେଇ ରାଉରକେଲା ଜିଏସ୍‌ଟି ଅଧିକାରୀ ସୂଚନା ଦେଇଛନ୍ତି ।

ଜୟଦେବ ବାଟିକା ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଜୟଦେବ ବାଟିକାରୁ ଅଜଣା ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତେବେ ତାଙ୍କୁ ହତ୍ୟା କରାଯାଇଛି ନା ସେ ନିଜେ ଆତ୍ମହତ୍ୟା କରିଛନ୍ତି ସେ ନେଇ କୌଣସି ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ଓ ଫୋରେନସିକ୍ ଟିମ୍ ତଦନ୍ତ ଜାରି ରଖିଛି । ସୂଚନା…