Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟପାଳ ଗଣେଶୀ ଲାଲଙ୍କ ଆଶୁ ଆରୋଗ୍ୟ କାମନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ ତାଙ୍କ ପରିବାର ସଦସ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହା ପରେ ରାଜ୍ୟପାଳଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ଶ୍ରୀ ପ୍ରଧାନ ରାଜ୍ୟପାଳ ଏବଂ…

ଗଞ୍ଜାମରେ ଡିସେମ୍ବର ଯାଏଁ ଖୋଲିବନି ମନ୍ଦିର

ଗଞ୍ଜାମ: ଆହୁରି ମାସେ ଯାଏଁ ଗଂଜାମରେ ଖୋଲିବନି ମନ୍ଦିର । ଭକ୍ତ ପାଇଁ ମନ୍ଦିର ବନ୍ଦ ରହିବ । କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଡିସେମ୍ବର ପହିଲା ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବ । ଜିଲ୍ଲାବାସୀଙ୍କୁ ସତର୍କତା ଏବଂ ସଚେତନତା ସୃଷ୍ଟି ଦିଗରେ…

ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୭୪ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୭୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ସଂକ୍ରମଣ ୨୯ ହଜାର ୩୧୦କୁ ଛୁଇଁଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)…

ଓଡିଶା ପୋଲିସର ୬୦୦ ଅଧିକାରୀ ଦେଲେଣି ପ୍ଲାଜମା

ଭୁବନେଶ୍ୱର: ଓଡିଶା ପୋଲିସର ୬୦୦ ଜଣ କୋଭିଡ ଯୋଦ୍ଧା ଏଯାବତ୍ ପ୍ରଦାନ କରିଛନ୍ତି ପ୍ଲାଜମା ଦାନ। ସୂଚନା ଅନୁଯାୟୀ, କଟକ ସ୍ଥିତ ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ, ରାଉରକେଲା ଆଇଜିଏଚ୍‌, ବୁର୍ଲା ଭିମସାର୍‌, ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌, ଭୁବନେଶ୍ୱରର…

ବଗଲା ଧର୍ମଶାଳା ମାମଲା: ସରକାରଙ୍କ ପକ୍ଷରୁ ଜବାବ ଦାଖଲ

ଭୁବନେଶ୍ୱର: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ମାମଲା ଅଭିଯୋଗରେ ସରକାରଙ୍କ ପକ୍ଷରୁ ଜବବା ଦାଖଲ ହୋଇଛି । ଏହି ମାମଲାରେ ହାଇକୋର୍ଟଙ୍କ ନିକଟରେ ଜବାବ ଦାଖଲ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ପୂର୍ବରୁ ବଗଲା ଜମି…

ଟିକା ପାଇଁ ନାଁ ଦେଲେଣି ୯୮% ସ୍ୱାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀ

ଭୁବନେଶ୍ୱର: କରୋନା ଟିକା ପାଇଁ ଏଯାଏଁ ୯୮ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡି କର୍ମୀ ତଥ୍ୟ ଦେଲେଣି । ଟିକା ପାଇଁ ସ୍ୱାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀଙ୍କ ଡାଟା ଆହ୍ୱାନ ପ୍ରସଙ୍ଗରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ରାଜ୍ୟରେ…

ବ୍ରାଉନ୍ ସୁଗାର ଲିଙ୍କ: ୨ କିଙ୍ଗପିନ୍‌ଙ୍କ ସମେତ ୫ ଗିରଫ

ବାଲେଶ୍ୱର: ବାଲେଶ୍ୱରରେ ବଢ଼ିଚାଲିଛି ବ୍ରାଉନ ସୁଗାର କାରବାର । ଏହି ଲିଙ୍କର ଜଳେଶ୍ୱରରୁ ଦୁଇ କିଙ୍ଗପିନ୍‌ଙ୍କ ସମେତ ୫ ଜଣଙ୍କୁ ଉଠାଇନେଇଛି ଏସ୍‌ଟିଏଫ୍ । ଆଜି ସକାଳୁ ମୁନ୍ନା ଓ ସାଜନଙ୍କ ସହ ସେମାନଙ୍କ ୩ ସହଯୋଗୀଙ୍କୁ ଏସ୍‌ଟିଏଫ୍ ଉଠାଇ ନେଇଛି । ବ୍ରାଉନସୁଗର ବିକ୍ରି ମାମଲାରେ ଏମାନଙ୍କ…

ବିଷ ପିଇ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ; ଅଳ୍ପକେ ବର୍ତ୍ତିଲେ ସ୍ବାମୀ

ଭୁବନେଶ୍ୱର: ଯାଜପୁର ଜିଲ୍ଲା ମଂଗଳପୁର ଥାନା ଅନ୍ତର୍ଗତ ବିରିପଟା ଗାଁରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦମ୍ପତି। ଏହି ଘଟଣାରେ ପତ୍ନିଙ୍କ ଦେହାନ୍ତ ହୋଇଥିଲା ବେଳେ ସ୍ୱାମୀ ଚିକିତ୍ସିତ ହେବା ପରେ ଏବେ ସୁସ୍ଥ ଥିବା ଜଣାପଡିଛି। ସୂଚନା ଅନୁଯାୟୀ ଗାଁର ଶ୍ରୀକାନ୍ତ ମିଶ୍ର…

ପାକିସ୍ତାନ ଜେଲ୍‌ରେ ୨୦ ବର୍ଷ ସଜା କାଟିବା ପରେ ଗାଁକୁ ଫେରୁଛି ଓଡ଼ିଆ ପୁଅ

ସୁନ୍ଦରଗଡ: ୨୫ ବର୍ଷ ପରେ ଘରକୁ ଫେରୁଛି ପୁଅ । ପାକିସ୍ତାନ ଜେଲରେ ୨୦ ବର୍ଷ ସଜା କାଟି ଓଡ଼ିଆ ପୁଅ ଘରକୁ ଫେରୁଛି । ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ କଟଙ୍ଗ ଜଙ୍ଗାଟୋଲିର ବିରଜୁ କୁଲୁ ଗାଁକୁ ଫେରୁଥିବାରୁ ଗାଁ ଲୋକେ ତା ଫେରିବା ବାଟକୁ ଉତ୍ସୁକତାର ସହ ଚାହିଁ ବସିଛନ୍ତି ।…

ଅନଲାଇନରେ କରିପାରିବେ କଲ୍ୟାଣ ମଣ୍ଡପ ବୁକିଂ

ଭୁବନେଶ୍ୱର: ସହରବାସୀ ଏବେ ଅନଲାଇନରେ କଲ୍ୟାଣ ମଣ୍ଡପ ବୁକିଂ କରିପାରିବେ ବୋଲି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ସୂଚନା ଅନୁଯାୟୀ କୋଭିଡ-୧୯ ଗାଇଡଲାଇନ୍ କଡାକଡି ପାଳନ ମଧ୍ୟରେ କଲ୍ୟାଣ ମଣ୍ଡପ ଗୁଡିକ ପରିଚାଳିତ ହେବ ।…