Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଡଦାଣ୍ଡରେ ବିଦେଶୀ ଭିକାରୀ; ଭଜନ ଜଣାଣ କରି ପୋଷୁଛନ୍ତି ପେଟ

ଭୁବନେଶ୍ୱର: ବଡ ଦାଣ୍ଡରେ ବିଦେଶୀ ଭିକାରୀ। କଥାଟି ଶୁଣିବାକୁ ଟିକିଏ ଅଡ଼ୁଆ ଲାଗୁଥିଲେ ବି ସତ। ମସ୍କୋ ନିବାସୀ ଶକ୍ତିତ୍ୱ ଦାସ ଓ ତେଜସ୍ୱୀନୀ ଦାସ । ସୁଦୂର ମେସ୍କୋରୁ ଆସିଥିଲେ ଓଡିଶା। ବିଦେଶୀ ଭିସା ଅବଧି ପୂରିଗଲା। ନବୀକରଣ କରିବାକୁ ଅର୍ଥ ନଥିଲା। ସମ୍ପର୍କୀୟଙ୍କଠାରୁ ଅର୍ଥିକ ସହାୟତା…

ଆସନ୍ତୁ ବୁଲିଯିବା ରେମୁଣାର କ୍ଷୀରଚୋରା ଗୋପୀନାଥ; ଜାଣିବା ଏହା ସମ୍ପର୍କରେ କିଛି ନୂଆକଥା

ଭୁବନେଶ୍ୱର: ଆରମ୍ଭ ହୋଇଗଲାଣି ପର୍ଯ୍ୟଟନ ଋତୁ। ରାଜ୍ୟ ସରକାର ମଧ୍ୟ କୋଭିଡ କଟକଣା ମଧ୍ୟରେ ରହି ସମସ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ଖୋଲିବାକୁ ପ୍ରାୟତଃ ଅନୁମତି ଦେଇଛନ୍ତି। ତେବେ ଆଜି ଆମେ ଆପଣଙ୍କୁ ବୁଲେଇ ନେବୁ ବାଲେଶ୍ଵର ରେମୁଣା ସ୍ଥିତ କ୍ଷୀରଚୋରା ଗୋପୀନାଥ ମନ୍ଦିରକୁ। ଆଉ ଜଣାଇବା ଏହାର…

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍

ମାଲକାନଗିରି: ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା କାର । ଏହି ଦୁର୍ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ । ଗତକାଲି ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି-ଜୟପୁର ଜାତୀୟ ରାଜପଥର ପାଙ୍ଗମ ଗାଁ ନିକଟରେ ପୋଲ ତଳକୁ ଏକ କାର୍ ଖସି ପଡ଼ିଥିଲା । କାରରେ ୪ଜଣ ଯାତ୍ରୀ ବସିଥିବା ଜଣାପଡିଛି ।…

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟଗ୍ରହଣ । କୋଭିଡ କଟକଣା ଭିତରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ ଚାଲିବ । ଦୁଇଟି ନିର୍ବାଚନ ମଣ୍ଡଳୀର ମୋଟ୍ ୧୫ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ସାଢେ ୪ଲକ୍ଷ ଭୋଟର । ବାଲେଶ୍ୱରରେ ୩୪୬ ଓ…

ଛତ୍ରପୁରରେ ଖୁବ୍ ଶୀଘ୍ର ତିଆରି ହେବ ସିନ୍ଥେଟିକ୍ ଟର୍ଫ ହକି ତାଲିମ କେନ୍ଦ୍ର

ଭୁବନେଶ୍ୱର: କ୍ରୀଡା କ୍ଷେତ୍ରରେ ଉନ୍ନତି ତଥା ଖେଳାଳିଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଆଜି ତିନିଟି ବଡ ଘୋଷଣା କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ହିଂଜିଳିକାଟୁର ଇନଡୋର ଷ୍ଟାଡିୟମ, ଛତ୍ରପୁରର ମଲଟି ପରପୋଜ୍ ଇନଡୋର ହଲକୁ ଉଦଘାଟନ କରିଛନ୍ତି । ଏଥି ସହ କଳିଙ୍ଗ…

ଗଞ୍ଜାମରେ ଖୋଲିଲା ଆହାର କେନ୍ଦ୍ର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ସୋମବାର ଦିନ ୨୪ଟି ଆହାର କେନ୍ଦ୍ର ଖୋଲାଯାଇଛି। ଆଧିକାରିକ ସୂଚନା ଅନୁଯାୟୀ, ପ୍ରତ୍ୟେକ ଆହାର କେନ୍ଦ୍ରରେ ଜଣେ ସ୍ୱାସ୍ଥ୍ୟ କର୍ମୀ ନିୟୋଜିତ ରହିବେ। ଏହା ଛଡ଼ା ଅକ୍ସିମିଟର, ଥର୍ମାଲ୍ ସ୍କ୍ରିନିଂ ମେସିନ୍ ଏବଂ ସେଠାକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ତଥ୍ୟ…

ନାବାର୍ଡର ଓଡିଶା ମୁଖ୍ୟ ଭାବେ ଦାୟିତ୍ଵ ନେଲେ ସି ଉଦୟଭାସ୍କର

ଭୁବନେଶ୍ୱର: ନାବାର୍ଡର ଓଡିଶା କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ମହାପ୍ରବନ୍ଧକ ଭାବେ ୨୦୨୦ ମସିହା ନଭେମ୍ବର ୧ରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ସି ଉଦୟଭାସ୍କର। ସୂଚନା ଅନୁଯାୟୀ, ଶ୍ରୀ ଭାସ୍କର ସାଧାରଣ ପ୍ରଶାସନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ତାଙ୍କର ନାବାର୍ଡର ବିଭିନ୍ନ…

ରାଜୁ ମିଶ୍ରଙ୍କ ବିୟୋଗ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅପୂରଣୀୟ କ୍ଷତି: କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ଖ୍ୟାତିନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ବିୟୋଗରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ତିଆରି ହୋଇଛି। ତାଙ୍କ ବିୟୋଗ ଖବର ଶୁଣି ମୁଁ…

ଅଲ ଇଣ୍ଡିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା; ଆବେଦନର ଶେଷ ତାରିଖ ନଭେମ୍ବର ୧୯

ଭୁବନେଶ୍ୱର:  ୨୦୨୧ ବର୍ଷ ପାଇଁ ଅଲ ଇଣ୍ଡିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା (AISSEE ) ୧୦ ଜାନୁୟାରୀ ୨୦୨୧ରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ଗ୍ରୁପ୍ କ୍ୟାପ୍ଟେନ୍ ଏସ ଡୋମିନିକ୍ ରାୟନ୍, ଅଧ୍ୟକ୍ଷ, ସୈନିକ ସ୍କୁଲ, ଭୁବନେଶ୍ୱର। AISSEE ହେଉଛି ଏକ ଜାତୀୟ ସ୍ତରର ବିଦ୍ୟାଳୟ…

ନଭେମ୍ବର ୯ରୁ ଡିଗ୍ରୀ କଲେଜରେ ସ୍ପଟ୍ ଆଡମିଶନ୍‌

ଭୁବନେଶ୍ୱର: ଓଡିଶାର ଡିଗ୍ରୀ କଲେଜ ଗୁଡିକରେ ଆସନ୍ତା ନଭେମ୍ବର ୯ ତାରିଖରୁ ସ୍ପଟ୍ ଆଡମିଶନ୍ ଆରମ୍ଭ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବଳକା ସିଟ୍ ପାଇଁ ନଭେମ୍ବର ୯ରେ ସାମସ୍ ୱେବସାଇଟରେ ସୂଚନା ବାହାରିବ। ଆବେଦନକାରୀ ମାନେ ନଭେମ୍ବର ୧୦ ତାରିଖ ଅପରାହ୍ନ ୪ଟାରୁ…