Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ୧୫ ହଜାର ତଳକୁ ଖସିଲା ଆକ୍ଟିଭ୍ କେସ, ୨୪ ଘଣ୍ଟାରେ ୧୭୦୯ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ସାମାନ୍ୟ ବଢିଛି କରୋନା ଆକ୍ରାଙ୍କ ସଂଖ୍ୟା । ଦିନକରେ ଚିହ୍ନଟ ହୋଇଛନ୍ତି ୧୭ ଶହ ୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୯୮୫ ଜଣ ଚିହ୍ନଟ ହୋଇଛନ୍ତି । ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୨୪ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୧…

ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ ଛୁଆ

ସମ୍ବଲପୁର: କୂଅରେ ଖସିପଡିଲା ହାତୀ ଛୁଆ । ଶେଷରେ ବହୁ ପରିଶ୍ରମ ପରେ ବନବିଭାଗ ହାତୀ ଛୁଆକୁ ପରିତ୍ୟକ୍ତ କୂଅରୁ ଉଦ୍ଧାର କରିଛି । ଗତ ବିଳମ୍ବିତ ରାତିରେ ସମ୍ବଲପୁର ରେଢ଼ାଖୋଲ ଅଂଚଳରେ ଘଟିଛି ଏଭଳି ଘଟଣା । ରେଢ଼ାଖୋଲ ବନଖଣ୍ଡ ବଡ଼ବାହାଲ ରେଂଜର ବଡକଷିବାହାଳ ଗାଁରେ ହାତୀ ପଲ ଧାନ ଫସଲ…

ଅଲିଭ ରିଡଲେଙ୍କ ଅଣ୍ଡାଦାନ ପାଇଁ ନୋ ଫିସିଂ ଜୋନ୍ ଘୋଷଣା

କେନ୍ଦ୍ରାପଡ଼ା: ବିରଳ ଅଲିଭ୍‌ ରିଡଲେ କଇଁଛଙ୍କ ଗଣ ଅଣ୍ତାଦାନ ଋତୁ ଆରମ୍ଭ ହେଉଛି । ଏହାକପ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅନ୍ତର୍ଗତ ଗହୀରମଥାରେ ମାଛଧରା ଆଜିଠାରୁ ଉପରେ କଟକଣା ଜାରି ହୋଇଛି । ଆଗାମୀ ୭ ମାସ ପାଇଁ କଟକଣା ବଳବତ୍ତର ରହିବ । ମେ ୩୧ ପର୍ୟ୍ୟନ୍ତ ମାଛଧରା ଉପରେ…

ଲାଲଗଡରେ ଉଡିଲା ତ୍ରିରଙ୍ଗା

ମାଲକାନଗିରି: ଲାଲଗଡରେ ଉଡିଲା ତ୍ରିରଙ୍ଗା । ମାଓପ୍ରବଣ ଗୁରାସେତୁକୁ ନିଜ କବଜାକୁ ନେଲା ବିଏସଏଫ ଯବାନ । ସ୍ୱାଭିମାନ ଅଂଚଳ ସ୍ଥିତ ଗୁରାସେତୁ ଯେଉଁଠି ମାଓବାଦୀଙ୍କ ଆଦେଶ ବିନା ଗଛ ପତ୍ର ବି ହଲେ ନାହିଁ, ସେଠାରେ ଅଚାନକ ଓଡିଶା ପୁଲିସ ଓ ବିଏସଏଫ ଯବାନମାନେ ପହଁଚି ନୂଆ କ୍ୟାମ୍ପ ସ୍ଥାପନ…

IPL ବେଟିଂ ଅଭିଯୋଗ, ୫ ଗିରଫ

ସମ୍ବଲପୁର: ସମ୍ବଲପୁରରେ ଆଇପିଏଲ ବେଟିଂ ଅଭିଯୋଗରେ ୫ ଗିରଫ । ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରି ଏହି ୫ଜଣ ଅଭିଯୁକ୍ତମାନଙ୍କୁ ଗିରଫ କରିଥିବା ଜଣାପଡିଛି।  ଏଥିସହ ଅଭିଯୁକ୍ତଙ୍କଠାରୁ ନଗଦ ୧୫ ହଜାର ୧୫୦ ଟଙ୍କା ଓ ୫ଟି ମୋବାଇଲ ଫୋନ ଜବତ କରିଛି ସମ୍ବଲପୁର ପୋଲିସ । ଗିରଫ ଅଭିଯୁକ୍ତମାନେ…

ବ‌ଙ୍ଗୋପସାଗରରେ ଲଘୁଚାପ: ଓଡ଼ିଶା ଉପକୂଳରେ ହେବନି ବର୍ଷା, ବଢ଼ିପାରେ ଶୀତ

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ ବଳୟ । ଆସନ୍ତା ୨୪ ଘଣ୍ଟାରେ ଏହା ବାଂଲାଦେଶ ଉପକୂଳ ମୁହାଁ ହେବ । ଏହା ମିଆଁମାର୍‌ ଓ ସଂଲଗ୍ନ ବାଂଲାଦେଶ ଓ ଭାରତର ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା କରାଇବ । ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ…

କୁମାର ପୂର୍ଣ୍ଣିମା ଅବସରରେ ନିଆରା କଇଁଫୁଲ କୋଠି

ଯାଜପୁର: କୁମାର ପୂର୍ଣ୍ଣିମା ଆସିଲେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ସଦାନନ୍ଦପୁର ଗାଁ ହୋଇ ଉଠେ ଚଳଚଂଚଳ । କୁମାର ପୁର୍ଣ୍ଣିମାର ସାତ ଦିନ ପୂର୍ବରୁ ନିଜ ନିଜ ଚଉଁରା ମୁଳେ କୁମାରୀ ମାନେ ତିଆରି କରିଥାନ୍ତି କଇଁ ଫୁଲର କୋଠି । ଆଉ କୁମାର ପୂର୍ଣ୍ଣିମା ଦିନ ଗାଁ ଅଗଣାରେ ତିଆରି…

ବୁଲି ଯାଆନ୍ତୁ ପ୍ରାକୃତିକ ଶୋଭରାଜିରେ ପରିପୂର୍ଣ୍ଣ କୋରଡ଼କୋଟ ଜଳପ୍ରପାତ

ଭୁବନେଶ୍ୱର: ଆରମ୍ଭ ହେଲାଣି ପର୍ଯ୍ୟଟନ ଋତୁ। କୋଭିଡ କଟକଣା ମଧ୍ୟରେ ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ବୁଲିବାକୁ ପର୍ଯ୍ୟଟକଙ୍କୁ ଅନୁମତି ଦେଇଛନ୍ତି ସରକାର। ତେବେ ଆଜି ଆମେ ଆପଣଙ୍କୁ ବୁଲାଇ ନେବୁ ଦେବଗଡ଼ ଜିଲ୍ଲାର କୋରଡକୋଟ ଜଳ ପ୍ରପାତ। ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ଦେବଗଡ଼ ଜିଲାର…

ଶ୍ରୀମନ୍ଦିରରେ ଦ୍ୟୂତ କ୍ରୀଡା ଉତ୍ସବ..

ପୁରୀ: ଶ୍ରୀମନ୍ଦିର ରେ କୁମାରପୂର୍ଣ୍ଣିମା ଅବସରରେ ଅନନ୍ୟ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ଭିତର ଚନ୍ଦନ ଲାଗି ଓ ବଡ଼ସିଂହାର ବେଶ ପରେ ସିଂହାସନ ତଳେ ଶକଟା, ପଶା ଓ କଉଡି ଖେଳ ହୋଇଥିଲା । ସିଂହାସନ ତଳେ ଏହା ସରିବା ପରେ ସିଂହାସନ ଉପରେ ମଧ୍ୟ ଏହି କଉଡି ଖେଳ ଅନୁଷ୍ଠିତ ହୋଇଥିଲା।…

ଦେଢ଼ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: ଦେଢ଼ କୋଟିରୁ ଅଧିକ ଟଙ୍କା ଗଞ୍ଜେଇ ଜବତ । ଦୁଇଟି ସ୍ଥାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି କୋରାପୁଟ ଜିଲ୍ଲା ପୋଲିସ । ଜୟପୁରର ଦୁଇଟି ସ୍ଥାନରୁ ୧୩ କ୍ୱିଣ୍ଟାର ଗଞ୍ଜେଇ ଜବତ କରାଯାଇଛି । କୋରାପୁଟ-ମାଲକାନଗିରି ସୀମାନ୍ତ ହନୁମାଲ ଗାଁର ନିର୍ମାଣଧୀନ ଘରୁ ୮କୁଇଣ୍ଟାଲ…