Latest Odisha News

BREAKING NEWS

Browsing Category

ଓଡିଶା

Odisha

ମନ ଜିଣିଲେ ଆନନ୍ଦ ମହିନ୍ଦ୍ରା, ଭରା ନଈ ନୁହେଁ, ବୋଟରେ ଯିବେ ମାଲକାନଗିରିବାସୀ

ମାଲକାନଗିରି: ଆଉ ଭରା ନଈରେ ବୁଡି ଯିବାକୁ ପଡିବନି ଅଙ୍ଗନୱାଡି କେନ୍ଦ୍ର । ବେକେ ପାଣିରେ ଜୀବନ ସହ ସଂଘର୍ଷ କରିବାକୁ ପଡିବନି । ଆଉ ଲାଉ ତୁମ୍ବା ସାଜିବନି ସାହାରା । ଜୀବନ ଓ ମରଣର ଦୋ ଛକିରେ ଥିବା ମାଲକନଗିରି ଚିତ୍ରକୋଣ୍ଡାର ଲାଇଫଲାଇନ୍ ସାଜିବ ବୋଟ । ଆଉ ଲୋକଙ୍କୁ ଏହି ବୋଟ ଯୋଗାଇ ଦେବେ…

ଭୁବନେଶ୍ୱରରେ ୨୮ ହଜାର ଟପିଲା କରୋନା ସଂକ୍ରମଣ; ପୁଣି ୨୦୧ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୨୦୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ…

ଡିନାମାଇଟ୍‌ରେ ବନ୍ଧ ଉଡାଇବା ଘଟଣା: ବିଧାୟକଙ୍କ ସମେତ ୬ ଜଣଙ୍କୁ ଲୋକାୟୁକ୍ତଙ୍କ ନୋଟିସ

ଭୁବନେଶ୍ୱର: ଯାଜପୁର ଧର୍ମଶାଳାରେ ଡିନାମାଇଟ୍ ଲଗାଇ ୨୪ କୋଟି ଟଙ୍କାର ବନ୍ଧ ଉଡାଇବା ଘଟଣାରେ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଲୋକାୟୁକ୍ତ ନୋଟିସ କରିଛନ୍ତି । ବିଧାୟକଙ୍କ ସମେତ ୬ଜଣଙ୍କୁ ମଧ୍ୟ ନୋଟିସ ହୋଇଛି । ଘଟଣା ନେଇ ବିଧାୟକ ଓ ତାଙ୍କ ମାମୁ ଇଂଜିନିୟର ନରେନ ଜେନାଙ୍କ ନାଁରେ…

ଓଡିଶା ପୋଲିସର ୫୦୦ ଅଧିକାରୀ ଦେଲେଣି ପ୍ଲାଜମା

ଭୁବନେଶ୍ୱର: ଏଯାବତ୍ ଓଡିଶା ପୋଲିସର ୫୦୦ ଜଣ କୋଭିଡ ଯୋଦ୍ଧା ପ୍ରଦାନ କରିଛନ୍ତି ପ୍ଲାଜମା ଥେରାପି । ସୂଚନା ଅନୁଯାୟୀ, କଟକ ସ୍ଥିତ ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ, ରାଉରକେଲା ଆଇଜିଏଚ୍‌, ବୁର୍ଲା ଭିମସାର୍‌, ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌,…

‘ପ୍ଲାଜମା ଥେରାପି ଓ ରେମଡିସିଭର ଚିକିତ୍ସା ବନ୍ଦ ହେବନି’

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ପ୍ଲାଜମା ଥେରାପି ଏବଂ ରେମଡିସିଭର ଚିକିତ୍ସା ବନ୍ଦ ହେବନି । ଯେପର୍ଯ୍ୟନ୍ତ ଆଇସିଏମଆର ଲିଖିତ ଭାବେ ଜଣାଇନାହିଁ , ସେଯାଏଁ ରାଜ୍ୟସରକାର ଚିକିତ୍ସା ଜାରି ରଖିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।…

୨୦୨୧ରେ ସରକାରୀ କର୍ମଚାରୀଙ୍କୁ ମିଳିବ ୧୦୬ ଦିନର ଛୁଟି

ଭୁବନେଶ୍ୱର: ବର୍ଷ ୨୦୨୧ରେ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମିଳିବ ମୋଟ ୧୦୬ ଦିନର ଛୁଟି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଛୁଟି ତାଲିକାରେ ମୋଟରେ ୨୯ ଦିନ ସରକାରୀ ଛୁଟି ରହିଛି । ସେହିପରି ୫୨ଟି ରବିବାର ୨୪ଟି ଦ୍ୱିତୀୟ ଓ ଚତୁର୍ଥ ଶନିବାର ଛୁଟି ସମେତ…

ଟିକସ ପୈଠ କରିବା ହେଲା ସହଜ; ବ୍ୟାସନଗର ପୌରାଞ୍ଚଳରେ କାର୍ଯ୍ୟକାରୀ ହେଲା ଓଡ଼ିଶା ଇ-ମୁନିସିପାଲିଟି ସର୍ଭିସେସ

ଯାଜପୁର : ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳରେ କାର୍ଯ୍ୟକାରୀ ହୋଇଛି ଓଡ଼ିଶା ଇ-ମୁନିସିପାଲିଟି ସର୍ଭିସେସ । କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଏବେଠୁ ଅନଲାଇନ ଜରିଆରେ ଲୋକେ ବିଭିନ୍ନ ଟ୍ୟାକ୍ସ ପୈଠ କରିବା ସହ ଜନ୍ମ, ମୃତ୍ୟୁ ଓ ବିବାହ…

ଅଲୋଡା ଶିଶୁ କନ୍ୟାକୁ ଆପଣେଇଲେ ବେଙ୍ଗାଲୁରୁର ଦମ୍ପତ୍ତି

ବଲାଙ୍ଗିର: ଗତ ମାର୍ଚ୍ଚ ମାସରେ ସହରର ଏକ ନର୍ଦ୍ଦମାରୁ ଉଦ୍ଧାର ହୋଇଥିବା ନବଜାତ ଶିଶୁ କନ୍ୟାକୁ ପୋଷ୍ୟପୁତ୍ରୀ ଭାବେ ଆପଣେଇଛନ୍ତି ବେଙ୍ଗାଲୁରୁର ଦମ୍ପତି । ଉଦ୍ଧାର ପରେ ଶିଶୁଟିର ଯତ୍ନ ନେବା ସହ ଶିଶୁ ମଙ୍ଗଳ କମିଟିକୁ ପ୍ରଦାନ କରାଯାଇଥିଲା । ଯେଉଁଠାରେ ତାକୁ ‘ତୁଳସୀ’ ନାମ ଦିଆଯାଇଥିଲା…

ହେବନି ବାତ୍ୟା: IMD

ଭୁବନେଶ୍ୱର: ଅବପାତରେ ପରିଣତ ହୋଇଛି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଏହାର ପ୍ରଭାବରେ ଆଜିଠାରୁ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ହେଲେ ଏହି ଅବପାତ ବାତ୍ୟାରେ ପରିଣତ ହେବ ନାହିଁ । ବାତ୍ୟା ଭୟ ନଥିବା ନେଇ ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି…

ପ୍ରକାଶ ପାଇଲା ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ; ମୋଟ୍ ୭୦.୯୪% ପାସ୍

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ବାର୍ଷିକ ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଗୁରୁବାର ଦିନ ପ୍ରକାଶ ପାଇଛି । ଏଥର ମୋଟ୍ (୧୫,୨୪୪) ପାସ୍ ହାର ୭୦.୯୪ ପ୍ରତିଶତ ରହିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଚଳିତ ଥର ଏ ଗ୍ରେଡ ରେ କେହି ପାସ୍…