Latest Odisha News

BREAKING NEWS

Browsing Category

ଓଡିଶା

Odisha

ମଣ୍ଡପରେ ମହାମାୟାଙ୍କ ମହାସପ୍ତମୀ ପୂଜା

ଭୁବନେଶ୍ୱର: ଧରାବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା । ତାଙ୍କ ଆଗମନରେ ଗଗନ ପବନ ଚଳଚଞ୍ଚଳ । ମଣ୍ଡପରେ ବିରାଜିଛନ୍ତି ଦୁର୍ଗତିନାଶିନୀ । ମହାମାୟାଙ୍କ ଆଜି ମହାସପ୍ତମୀ ପୂଜା । ଗତକାଲି ଷଷ୍ଠୀରେ ମାଆଙ୍କର ବିଲ୍ୱବରଣ ନୀତି ଅୁଷ୍ଠିତ ହୋଇଥିଲା । ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ ପରିସର ।…

ପାଣିପାଗ ବିଭାଗର ସତର୍କ ସୂଚନା; ଏହି ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବଳୟ ନେଇଛି ଗଭୀର ଅବପାତ ରୂପ ‌ନେଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଏହା ଉତ୍ତର-ଉତ୍ତର ଦିଗକୁ ଗତି କରି ଆଜି ଅପରାହ୍ନରେ ଗଭୀର ଅବପାତ ରୂପ ନେବ। ଏହା ପଶ୍ଚିମବଙ୍ଗର ସାଗରଦୀପ ଏବଂ ବାଂଲାଦେଶର ଖେପୁପଡ଼ା…

କୋଭିଡ କଟକଣା ମଧ୍ୟରେ ଚାଲିଛି ମାଆଙ୍କ ପୂଜା

ଯାଜପୁର: ଦେବୀ ମଣ୍ଡପରେ ଆଜି ମହା ସପ୍ତମୀ ଆସନ୍ତାକାଲି ଅଷ୍ଟମୀ। ଆଉ ଗୋଟିଏ ଦିନ ପରେ ମଣ୍ଡପରେ ଶୋଭା ପାଇବ ମାଆଙ୍କ ମୃଣ୍ମୟୀ ପ୍ରତିମା । ଏଥିପାଇଁ ଚଳଚଞ୍ଚଳ ଯାଜପୁର ଜିଲ୍ଲାର ବ୍ୟାସନଗର ସହର। କୋଭିଡ ନିୟମ କଡାକଡି ପାଳନ ସହ ମାଙ୍କ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।…

ନିଜ ଜିଲ୍ଲାରେ ପିଆଜ ଦର ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପିଆଜ ଦର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଦର ଏବଂ ବ୍ୟବସାୟୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ରାଜ୍ୟ ସରକାର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ଭି.ଭି ଯାଦବ ଏକ ଚିଠି ମାଧ୍ୟମରେ କହିଛନ୍ତି ଯେ, ପିଆଜ କିଣା ଯାଉଥିବା…

ଓଡିଶାରୁ ସୁସ୍ଥ ହେଲେ ଆଉ ୨୧୨୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୧୨୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଯାହାକୁ ମିଶାଇ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୫୭,୦୪୧ ଛୁଇଁଛି।…

ହିତାଧିକାରୀଙ୍କ ସୁବିଧା ପାଇଁ ଏବେ ସବୁ କାମ ହେବ ଅନଲାଇନରେ

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ପକ୍ଷରୁ ଧାନ ସଂଗ୍ରହ ପଞ୍ଜୀକରଣ ଠାରୁ ଆରମ୍ଭ କରି ରେସନ କାର୍ଡ ଆବେଦନ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ପାଇଁ ଅନଲାଇନ ବ୍ୟବସ୍ଥା ଆରମ୍ଭ କରାଯାଉଛି। ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏହି କାର୍ଯ୍ୟର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ…

ଚଳିତ ଥର ଜମିବନି ‘ଦାଣ୍ଡିଆ ନାଇଟ’ର ଆସର

ଭୁବନେଶ୍ୱର: ମା’ ଜଗତଜନନୀଙ୍କ ଆଗମନରେ ଉତ୍ସବମୁଖର ହୋଇପଡିଥାଏ ସାରା ରାଜ୍ୟ । ଶ୍ରଦ୍ଧାଳୁ ମାନେ ମା’ଙ୍କୁ ଦେଖିବା ପାଇଁ ବ୍ୟାକୁଳ ହେଉଥିବା ବେଳେ ଶ୍ରଦ୍ଧା ଓ ଭକ୍ତିର ମାହୋଲ ଚାରିଆଡେ ଭରି ରହିଥାଏ । ଏହି ଅବସରରେ ସହରର ବିଭିନ୍ନ ଅନୁଷ୍ଠାନ ଓ ତାରକା ହୋଟେଲ୍ ଗୁଡିକ ପକ୍ଷରୁ ଦାଣ୍ଡିଆ…

ଘଣ୍ଟେଶ୍ୱର ଡିଗ୍ରୀ କଲେଜର ସଫଳତା; ସଂସ୍କୃତରେ ପ୍ରତିମା ଏଫ୍ଏମ୍ ୟୁନିଭର୍ସିଟି ଟପ୍ପର

ଘଣ୍ଟେଶ୍ୱର : ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱର ଡିଗ୍ରୀ କଲେଜର ଛାତ୍ରୀ ପ୍ରତିମା ଭାରତୀ ସ୍ନାତକ ପରୀକ୍ଷାର ସଂସ୍କୃତ ସମ୍ମାନରେ ଫକୀର ମୋହନ ବିଶ୍ବବିଦ୍ୟାଳୟର ଟପ୍ପର ହୋଇଛନ୍ତି। ପ୍ରତିମା ୮୫.୭୨ ପ୍ରତିଶତ ନମ୍ବର ରଖି ଏହି ସ୍ଥାନ ଅଧିକାର କରିଛନ୍ତି। ଏହି ସଫଳତା ପରେ ତାଙ୍କୁ ବିଭିନ୍ନ ମହଲରୁ…

ପ୍ରକାଶ ପାଇଲା ଯୁକ୍ତ ୩ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୩ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୯୬,୫୧୫ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ଏଥିରୁ ୨୨,୦୧୬ ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି । ସେହିପରି ସ୍ଲାଇଡ ଅପ୍ ଆବେଦନ କରିଥିଲେ ୩୯,୮୧୫ । ଏଥିରୁ ୯,୨୭୬ ଜଣ ଛାତ୍ରଛାତ୍ରୀ ଚୟନ…

ବର୍ଷା ଆଲର୍ଟ, ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆର୍‌ସି

ଭୁବନେଶ୍ୱର: ରାଜ୍ୟର ସବୁ ଜିଲ୍ଲାକୁ ଏସଆରସିଙ୍କ ଚିଠି। ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚିଠିରେ ସତର୍କ କରାଯାଇଛି । ଏହାସହ ତଳିଆ ଅଞ୍ଚଳରେ ଜଳମଗ୍ନ ଓ ଭୂସ୍ଖଳନ ହେବାର ଆଶଙ୍କା ଥିବାରୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି ।…