Latest Odisha News

BREAKING NEWS

Browsing Category

ଓଡିଶା

Odisha

ପାର୍ବଣକୁ ଦୃଷ୍ଟିରେ ରଖି ରାଜଧାନୀରେ ଖୋଲିବ ସିଲ ଦୋକାନ

ଭୁବନେଶ୍ୱର: ପାଖେଇ ଆସୁଛି ପର୍ବଣ। ପାର୍ବଣକୁ ଦୃଷ୍ଟିରେ ରଖି କୋଭିଡ ଗାଇଡ଼ଲାଇନ ଉଲ୍ଲଂଘନ କରି ସିଲ ହୋଇଥିବା ସମସ୍ତ ଦୋକାନ / ବାଣିଜ୍ୟିକ ପ୍ରତିଷ୍ଠାନ / ଅନୁଷ୍ଠାନକୁ ଖୋଲିବାକୁ ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ। ବିଏମସି ଟୁଇଟ୍ କରି ସୂଚନା ଦେଇଛି ଯେ,…

ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ ଘଟଣା; ପୋଲିସ ବିରୁଦ୍ଧରେ ମାମଲା ଦାୟର

ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ବରଣ୍ଡୁଆ ପଞ୍ଚାୟତ ଚନ୍ଦନପୁର ଗ୍ରାମର ସୁଚନା ଅଧିକାର କର୍ମୀ ସତ୍ୟବ୍ରତ ଶତପଥିଙ୍କୁ ମରଣାନ୍ତକ ଆକ୍ରମଣ। ଉକ୍ତ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ନଗେନ୍ଦ୍ର ବିଶ୍ୱାଳ ସୁପାରି କିଲର ଲଗାଇ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ। ଏନେଇ…

ତାଳଚେରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ବାଇକ ଆରୋହୀ ମୃତ

ତାଳଚେର: ତାଳଚେର ଚାଇଁପାଳ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।ବାଇକକୁ ଧକ୍କା ଦେଲା ମିନି ଟ୍ରକ । ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ଚାଇଁପାଳ ଗ୍ରାମର ସଞ୍ଜୟ ଦାସ । ସୂଚନାନୁସାରେ, ସେ ଆଜି ବଜାରକୁ ଯାଉଥିବା ସମୟରେ ଏକ ମିନି ଟ୍ରକ ତାଙ୍କୁ ଧକ୍କା ଦେଇ ତାଙ୍କ…

ସମ୍ ହସ୍ପିଟାଲ୍‌ରେ ଦୁଇ ଦିନିଆ କର୍ମଶାଳା

ଭୁବନେଶ୍ୱର : ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଦୁଇଦିନିଆ ଡାକ୍ତରୀ ଶିକ୍ଷା ଓ ତାଲିମ୍ ଉପରେ ଏକ କର୍ମଶାଳା ଆରମ୍ଭ ହୋଇଯାଇଛି । ଏହି କର୍ମଶାଳାକୁ ଅଣଆନୁଷ୍ଠାନିକ ଭାବେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍…

ନାବାଳିକା ଦୁଷ୍କର୍ମ ମାମଲା: ଜେଲ ଗଲେ ଦୁଇ ଅଭିଯୁକ୍ତ

କଟକ: ବହୁ ଚର୍ଚ୍ଚିତ କଟକ ଗତିରାଉତପାଟଣାର ହୋଇଥିବା ନାବାଳିକା ଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସନ୍ତେଷ ବେହେରା ଓରଫ ଟିକି ଓ ତାର ସହଯୋଗୀ ରାକେଶ କୁମାର ରାଉତକୁ ପୁଲିସ ଗିରଫ କରି ଚୈାଦ୍ୱାର ଜେଲ ହାଜାତକୁ ପଠାଇ ଦେଇଛି । ଆହତ ନାବାଳିକାକୁ ବସୁନ୍ଧରାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା…

‘ପରୀ’ ଅପହରଣ ଓ ହତ୍ୟା ମାମଲା; ଅଭିଯୁକ୍ତକୁ ଗିରଫ ପାଇଁ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ନୟାଗଡ ଜିଲ୍ଲା ନୟାଗଡ ସଦର ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମର ୫ ବର୍ଷୀୟା କନ୍ୟା “ପରୀ”କୁ ଗତ ଜୁଲାଇ ୧୪ ତାରିଖରେ ଖେଳୁଥିବା ସମୟରେ ଅପହରଣ କରାଯାଇଥିଲା ଏବଂ ଠିକ୍ ସେହି ମାସ ୨୩ ତାରିଖରେ ତାଙ୍କ ଘର ନିକଟରେ ଥିବା ପୋଖରୀରୁ ଏକ ବ୍ୟାଗ ଭିତରେ ବନ୍ଧା ହୋଇ ତାହାର ଗଳିତ ଶବ…

ରାଉରକେଲା ମହାନଗର ନିଗମ ପକ୍ଷରୁ ଏକ୍ସପ୍ରେସ୍ ସର୍ଭିସ୍ ସେବା ଆରମ୍ଭ

ରାଉରକେଲା: ସହରର ବହୁଳ ବର୍ଜ୍ୟବସ୍ତୁ ଉତ୍ପାଦକ ବା ବଲ୍କ ୱେଷ୍ଟ ଜେନେରେଟରଙ୍କୁ ଅଧିକ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ରାଉରକେଲା ମହାନଗର ନିଗମ ଆଜି ଏକ୍ସପ୍ରେସ୍ ସର୍ଭିସ୍ ସେବାର ଶୁଭାରମ୍ଭ କରିଛି। ଏଥିନିମନ୍ତେ ଦୁଇଟି ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା କରିଛି ନିଗମ। ରାଉରକେଲା ବିଧାୟକ…

ବାଲେଶ୍ୱର ଓ ତିର୍ତ୍ତୋଲ ଉପ ନିର୍ବାଚନ: ବିଜେପି ଓ ବିଜେଡି ପକ୍ଷରୁ ପ୍ରଚାର କରିବେ ନାମୀଦାମୀ ତାରକା

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି ଶୁକ୍ରବାର ଦିନ ବିଜୁ ଜନତା ଦଳ (ବିଜେଡି) ଓ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରାଯାଇଛି । ଏହି ଉପ ନିର୍ବାଚନ ଲାଗି ରାଜ୍ୟ ରାଜନୀତି ଏକପ୍ରକାର ସରଗରମ ହୋଇପଡିଥିବା ବେଳେ ବିଜେଡି…

ବିନା ଓଟିପିରେ ମିଳିବନି ଏଲପିଜି ଗ୍ୟାସ, ଜାଣନ୍ତୁ କେବେଠୁ ?

ନୂଆଦିଲ୍ଲୀ: ଏଣିକି କେବଳ ଅନଲାଇନ୍ କିମ୍ବା ଫୋନରେ ବୁକିଂ କଲେ ମିଳିବନି ଏଲପିଜି ଗ୍ୟାସ । ବଦଳିବ ଗ୍ୟାସ ହୋମ୍ ଡେଲିଭରି ସିଷ୍ଟମ୍ । ଆଗାମୀ ଦିନରେ ଖୁବଶୀଘ୍ର ଓଟିପି ଦେଲେ ହିଁ ଘରେ ପହଂଚିବ ଗ୍ୟାସ । ଏଥିପାଇଁ ଏବେଠୁ ନିଜ ଫୋନ୍ ନମ୍ବର ଅପଡେଟ୍ କରାଇନିଅନ୍ତୁ । ରିପୋର୍ଟ ଅନୁୂଯାୟୀ…

ବଜ୍ରପାତ ସହ ବର୍ଷା ଆଶଙ୍କା; ଓଡିଶାର ୧୧ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୧ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ଆକଳନ କରାଯାଇଛି । ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ଗଜପତି, ଗଞ୍ଜାମ, ଖୋର୍ଦ୍ଧା (ଭୁବନେଶ୍ୱର), ପୁରୀ, ଭଦ୍ରକ, ଯାଜପୁର,…