Latest Odisha News

BREAKING NEWS

Browsing Category

ଓଡିଶା

Odisha

କରୋନା ସଂକ୍ରମିତ ଚିହ୍ନଟ ହେଲେ ପୋଲିସ ଦମ୍ପତି

ବ୍ରହ୍ମପୁର: ବ୍ରହ୍ମପୁର ଥାନା ଅନ୍ତର୍ଗତ ବଡ ବଜାର ପୋଲିସ ଷ୍ଟେସନର ଆଇଆଇସି ପ୍ରଶାନ୍ତ ଭୁପତି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ତାଙ୍କ ପତ୍ନୀ ତଥା ସଦର ଥାନା ଆଇଆଇସି ସନ୍ତୋଶିନୀ ଓରାମ୍ ମଧ୍ୟ କରୋନା ପଜିଟିଭ ବାହାରିଛି । ସୂଚନାନୁଯାୟୀ ଏହି ଦୁଇ କରୋନା ଯୋଦ୍ଧାଙ୍କର ଜଣେ…

ଗିରଫ ହେଲେ କୋଟିପତି ହିନ୍ଦୀ ଶିକ୍ଷକ

ଗଞ୍ଜାମ: ଭିଜିଲାନ୍ସ ଜାଲରେ କୋଟିପତି ହିନ୍ଦୀ ଶିକ୍ଷକ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରଙ୍ଗେଇଲୁଣ୍ଡା ଝାଡଙ୍କୁଲି ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନ୍ଦ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି । ବୁଧବାର ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ବୈକୁଣ୍ଠନଗରରେ ରହୁଥିବା ହିନ୍ଦୀ…

ଭଦ୍ରକରେ ନକଲି ତମାଖୁ ମାନୁଫାକଚରିଂ ୟୁନିଟ୍ ଠାବ

ଭଦ୍ରକ: ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅନ୍ତର୍ଗତ ବଡ ଶଙ୍କରପୁର ନିକଟ ଏକ ଘରୁ ଗୁରୁବାର ଦିନ ପୋଲିସ ପକ୍ଷରୁ ଏକ ନକଲି ତମାଖୁ ମାନୁଫାକଚରିଂ ୟୁନିଟ୍ ଠାବ କରାଯାଇଛି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପୁରୁଣା ବଜାର ପୋଲିସ ଆଜି ସକାଳେ ଉକ୍ତ ଘରେ ଚଢାଉ କରିବା ପରେ ସେଠାରୁ…

ଏବର୍ଷ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମଦିନ । ୭୪ ବର୍ଷରେ ପାଦ ଥାପିବେ ନବୀନ । କିନ୍ତୁ ଚଳିତବର୍ଷ ଜନ୍ମଦିନ ପାଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ । କୋଭିଡ୍ ସକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳନ କରିବେ ନାହିଁ । ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଦୈନିକ କରୋନା ପଜିଟିଭ୍ ଓ ଆକ୍ଟିଭ କେସରେ ଓଡ଼ିଶାର ଟପ୍ ୫ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ଧୀରେ ଧୀରେ କମୁଛି । ଏବେ ଦୈନିକ ୩ ହଜାରରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଖୋର୍ଦ୍ଧା ଓ କଟକରେ ପଜିଟିଭ୍ କେସ୍ ଦିନକୁ ଦିନ ଖସୁଥିବା ବେଳେ ଚିନ୍ତା ବଢ଼ାଇଛି ଅନୁଗୋଳ ଓ ମୟୂରଭଞ୍ଜ ଜିଲ୍ଲା । ସେହିପରି ସୁନ୍ଦରଗଡ଼ରେ ବି ବଢୁଛି ନୂଆ…

ବଗଲା ମାମଲା: ସରକାରଙ୍କୁ ଜବାବ ତଲବ

କଟକ: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ଅଭିଯୋଗ ମାମଲାରେ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି ହାଇକୋର୍ଟ । ବଗଲା ଧର୍ମଶାଳା ଜମିରେ ଶ୍ରୀ ଜଗନ୍ନାଥଙ୍କ ମାଲିକାନା ବାବଦରେ ତଥ୍ୟ ରଖିବାକୁ କୋର୍ଟ ଜବାବ ମାଗିଛନ୍ତି । ନଭେମ୍ବର ୨ରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ କରାଯାଇଛି ।…

ଅକ୍ଟୋବରରେ ଲଘୁଚାପର ଲମ୍ବା ଲାଇନ୍, ୧୯ ତାରିଖ ବେଳକୁ ପୁଣି ଦାନା ବାନ୍ଧିବ

ଭୁବନେଶ୍ୱର: ଅକ୍ଟୋବର ମାସରେ ଲଘୁଚାପ ଲମ୍ବା ଲାଇନ୍ । ଗୋଟିଏ ଗଲେ ଆଉ ଗୋଟିଏ ଆସୁଛି । ଏବେ ନୂଆ ଲଘୁଚାପ ବଳୟ ସୃଷ୍ଟି ନେଇ ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୯ ତାରିଖ ବେଳକୁ ବଙ୍ଗୋପସାଗରରେ ଦାନା ବାନ୍ଧିପାରେ । #୧୯ଅକ୍ଟୋବର ବେଳକୁ #କେନ୍ଦ୍ରୀୟ #ବଙ୍ଗୋପସାଗର ଅଂଚଳରେ…

ଟିଟୋ ଗ୍ୟାଙ୍ଗର ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ରାଜା ଗିରଫ

ଭୁବନେଶ୍ୱର: ଗିରଫ ହୋଇଛି ଗ୍ୟାଙ୍ଗଷ୍ଟର ଟିଟୋ ଗ୍ୟାଙ୍ଗର ଆଉ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ । ଗିରଫ ଗ୍ୟାଙ୍ଗଷ୍ଟର ଜଣକ ହେଉଛି ସେକ୍ ରାଜା । ତା’ଠାରୁ ପୋଲିସ ଦେଶୀ ବନ୍ଧୁକ ଓ କିଛି ଅଫୁଟା ଗୁଳି ଜବତ କରିଛି । ସେକ ରାଜା ନାଁରେ ପୂର୍ବରୁ ବହୁ ଅପରାଧିକ ମାମଲା ଥିଲା । ଟିଟୋ ଗ୍ୟାଙ୍ଗର ଜଣେ…

ଆଖି ବୁଜିଲେ ଆଉ ୧୭ କରୋନା ରୋଗୀ

ଭୁବନେଶ୍ୱର: କରୋନା ନେଉଛି ଜୀବନ । ରାଜ୍ୟରେ ଦିନକୁ ଦିନ ଗଡୁଛି ମୁଣ୍ଡ । ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୧୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୮୯କୁ ବୃଦ୍ଧି ପାଇଛି । ୧୭ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, କଟକ,…

ବିିଷାକ୍ତ ଖାଦ୍ୟ ଖାଇ ୩ ଭାଇଭଉଣୀ ମୃତ, ୨ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା କଚେଲି ଗାଁରେ ଅଭାନୀୟ ଘଟଣା । ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ମୃତ । ମୃତକଙ୍କ ମଧ୍ୟରେ ୨ ଭଉଣୀ ଓ ଭାଇ ଅଛନ୍ତି । ମୃତକ ୩ ଜଣଙ୍କ ବୟସ ୧୨, ୭ ଓ ୩ ବର୍ଷ ବୋଲି ଜଣାପଡିଛି । ସେମାନଙ୍କ ନାଁ ସୁକାନ୍ତି ମାଡ଼ି, ସୀତାରାମ ମାଡ଼ି, ଅଞ୍ଜଳି ମାଡ଼ି।…