Latest Odisha News

BREAKING NEWS

Browsing Category

ଓଡିଶା

Odisha

କାମ ପାଇଁ ଖୁବଶୀଘ୍ର ଇଟାଲୀ ଫେରୁଛନ୍ତି ଓଡ଼ିଶାର ପ୍ରଥମ କୋଭିଡ ଆକ୍ରାନ୍ତ

ଭୁବନେଶ୍ୱର: ଓଡିଶାରେ ପ୍ରଥମ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ପ୍ରଥମ ବ୍ୟକ୍ତି ଦେବାଶିଷ ଶ୍ରୀଚନ୍ଦନ ଆସନ୍ତା ମାସ ଆରମ୍ଭରେ ନିଜ କାର୍ଯ୍ୟରେ ଯୋଗଦେବା ପାଇଁ ଇଟାଲୀ ଫେରୁଥିବା ସୂଚନା ମିଳିଛି। ଭୁବନେଶ୍ୱରର ମୂଳ ବାସିନ୍ଦା ଦେବାଶିଷ ଇଟାଲିରୁ ଫେରିଥିଲେ । ଏହାପରେ ମାର୍ଚ୍ଚ ୧୫ ତାରିଖରେ…

[ଭାଇରାଲ୍ ଭିଡିଓ] ପୋଲିସକୁ ହାଣ୍ଡିଆ ବେପାରୀଙ୍କ ନିସ୍ତୁକ ମାଡ !

ମୟୁରଭଂଜ: ହାଣ୍ଡିଆ ବିକ୍ରୟ କରୁଥିବା ଜଣେ ଆଦିବାସୀ ମହିଳାଙ୍କ ଔଦ୍ଧତ୍ୟର ଉଦାହରଣ । ପୋଲିସ ଓ ଜନତା ମଧ୍ୟରେ ଖଣ୍ଡଯୁଦ୍ଧ । ମୟୁରଭଂଜ ଜିଲ୍ଲାରୁ ଆସିଛି ଏଭଳି ଅପ୍ରୀତିକର ଭିଡିଓ । ଯେଉଁଠି ଜଣେ କର୍ତ୍ତବ୍ୟରତ ମହିଳା କନେଷ୍ଟବଳଙ୍କୁ ଅନ୍ୟ ଜଣେ ମହିଳା ହାତ ଉଠାଇବାକୁ ପଛାଇନଥିଲେ । ସୋସିଆଲ…

ଦିନ ଦ୍ବିପହରରେ ବ୍ୟାଙ୍କ ଲୁଟିଲେ ଦୁର୍ବୃତ୍ତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଚୌକି ସ୍ଥିତ ୟୁକୋ ବ୍ୟାଙ୍କ ଶାଖାରୁ ମଙ୍ଗଳବାର ଦିନ ଦ୍ୱିପ୍ରହରରେ ବନ୍ଧୁକ ମୁନରେ କିଛି ଦୁର୍ବୃତ୍ତ ଲୁଟ୍ କରିଥିବା ସୂଚନା ମିଳିଛି। ଲୁଟ୍ ଟଙ୍କାର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ସୁତ୍ରରୁ ପ୍ରକାଶ। ସୂଚନା…

୯ମାସ ଭିତରେ ୧୦୫୪ କ୍ୱିଂଟାଲ ଗଞ୍ଜେଇ ଜବତ

ଭୁବନେଶ୍ୱର: ୧୦୫୪ କ୍ୱିଂଟାଲ ଗଂଜେଇ ଜବତ । ଜାନୁଆରୀରୁ ସେପ୍ଟେମ୍ବର ଅର୍ଥାତ ଗତ ୯ ମାସ ଭିତରେ ରାଜ୍ୟରେ ୧୦୫୪ କ୍ୱିଂଟାଲ ଗଂଜେଇ ଜବତ ହୋଇଛି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ସେ କହିଛନ୍ତି, କୋରାପୁଟ ଜିଲ୍ଲାରୁ ସର୍ବାଧିକ ୪୧୩ କ୍ୱିଂଟାଲ…

ମନ୍ତ୍ରୀ ସମୀର ଦାଶ ଓ ବିଧାୟକ ଉମା ସାମନ୍ତରାୟଙ୍କ ନାଁରେ ପୁରୀ SDJM କୋର୍ଟରେ ମାମଲା

ପୁରୀ: ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେଇ କୋଭିଡ୍ ନିୟମର ଉଲ୍ଲଂଘନ କରିଥିବା ଅଭିଯୋଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ନାଁରେ ପୁରୀ ଏସଡିଜେଏମ୍ କୋର୍ଟରେ ମାମଲା ଦାୟର ହୋଇଛି । ଦୁଇ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

ବାଲେଶ୍ୱରରେ ବିଜେଡିର ପ୍ରାର୍ଥୀତ୍ୱକୁ ନେଇ ବଢ଼ୁଛି କନ୍ଦଳ

ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚନ ପାଇଁ ବିଜେଡି ଘୋଷଣା କରିଥିବା ପ୍ରାର୍ଥୀକୁ ନେଇ ଦଳ ଭିତରେ ବଢ଼ୁଛି ଅସନ୍ତୋଷ । ତେବେ ଏହି ଅସନ୍ତୋଷକୁ ପ୍ରସମିତ କରିବା ପାଇଁ ଆଜି ବାଲେଶ୍ୱର ପହଂଚିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରତାପ ଦେବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରତାପ ଦେବଙ୍କୁ…

‘ସୁଜଳ’ ଯୋଜନାର ଶୁଭାରମ୍ଭ, ଉପକୃତ ହେବେ ୧୫ ଲକ୍ଷ ଲୋକ

ଭୁବନେଶ୍ୱର: ରାଜ୍ୟରେ ଡ୍ରିଙ୍କ ଫର୍ମ ଟ୍ୟପ୍ ବା ‘ସୁଜଳ’ ମିଶନର ଶୁଭାରମ୍ଭ ହୋଇଛି । ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଟ୍ୟାପ୍ ଯୋଗେ ସହର ଓ ବସ୍ତି ବାସିନ୍ଦାମାନେ ସୁବିଧାରେ ବିଶୁଦ୍ଧ ପାଣି ପାଇପାରିବେ।…

ରାଜ୍ୟରେ ଆଉ ୧୭ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ଭୁବନେଶ୍ୱର: ଜୀବନ ନେଉଛି ମହାମାରୀ । ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୭ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୧୦ଟି ଜିଲ୍ଲାର ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ୧୫ ଜଣ ପୁରୁଷ ଓ ଦୁଇ ଜଣ ମହିଳା ଅଛନ୍ତି । ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧ ହଜାର…

ରାଜ୍ୟରେ କମୁଛି କରୋନା ଗ୍ରାଫ, ଆଜି ୨୨୭୫ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ଖୁସୁଛି କରୋନା ମିଟର । ତଳମୁହାଁ ହୋଇଛି କରୋନା ଗ୍ରାଫ । ଲଗାତର ୪ ଦିନ ଧରି ରାଜ୍ୟରେ ୩ ହଜାରରୁ ତଳେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ରାଜ୍ୟରେ ୨୨୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୧୮ ଜଣ…

ବଜ୍ରପାତ ନେଲା ଦୁଇ ଜୀବନ, ୩ ଗୁରୁତର

ବାଙ୍କୀ: ବଜ୍ରପାତରେ ଗଲା ଦୁଇ ଜୀବନ । ବାଙ୍କି ଦୋଲଣାପୁର ଗାଁରେ ବଜ୍ରପାତରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ମୃତକ ହେଲେ ଲିପୁ ପରିଡା ଓ ଧାଡ଼ିଆ ସାହୁ । ଆହତମାନଙ୍କୁ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଚାଷ ଜମିରେ କାମ କରୁଥିବା ବେଳେ…