Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରବଳ ବର୍ଷା, ୧୭ ଜିଲ୍ଲାକୁ ଆଲର୍ଟ ଜାରି

ଭୁୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବର୍ଷା । ଅଜି ୧୭ଟି ଜିଲ୍ଲାକୁ ବର୍ଷା ସହ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର । ଦିନ ୧୧ଟା ମଧ୍ୟରେ ୧୭ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ହେବା ସମ୍ଭାବନା ରହିଛି । ଏହି ସମୟରେ ସତର୍କ ରହିବାକୁ…

ବନ୍ଦ ଘରେ ନାବାଳିକାଙ୍କୁ ୨୨ଦିନ ଧରି ଗଣଦୁଷ୍କର୍ମ ଅଭିଯୋଗ

କଟକ: ପୁଣି ଲଜ୍ଜା । ବନ୍ଦ କୋଠରୀରେ ରଖି ଜଣେ ନାବାଳିକାକୁ ୨୨ ଦିନ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ । କଟକ ସହରର ଗତିରାଉତ ପାଟଣାରୁ ଏହି ଅଭିଯୋଗ ଆସିଛି । ଚାଇଲ୍ଡ ଲାଇନ ପକ୍ଷରୁ ଚାଉଳିଆଗଞ୍ଜ ଥାନାରେ ଏତଲା ଦିଆଯାଇଛି । ତନାଘନା ତଦନ୍ତ ଚଳାଇଛି ପୋଲିସ । ପୀଡ଼ିତାଙ୍କ ବୟାନ ରେକର୍ଡ…

ବଜ୍ରପାତରେ ଗଲା ୨ ଜୀବନ

ନୟାଗଡ: ନୟାଗଡ ଜିଲ୍ଲା ଦଶପଲ୍ଲା ଡିହଗାଁରେ ଅଭାବନୀୟ ଘଟଣା । ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଆଜି ସକାଳେ ବଜ୍ରପାତରେ ଗାଁର ଜଣେ ମହିଳା ଓ ପୁରୁଷ ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ପାଇଁ ସେମାନଙ୍କୁ ଦଶପଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତର…

କୋଇଲା ଦୁର୍ନୀତି: ଆଜି ଦିଲ୍ଲୀପ ରାୟଙ୍କ ବିରୋଧରେ ଦଣ୍ଡ ବିଧାନ

ନୂଆଦିଲ୍ଲୀ: କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ଆଜି ଆସିବ ସଜା । ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇବେ ସ୍ୱତନ୍ତ୍ର ସିବିଆଇ କୋର୍ଟ । ତାଙ୍କ ସହ ଅନ୍ୟ ୪ ଜଣଙ୍କ ବିରୋଧରେ ବି ଦଣ୍ଡବିଧାନ ହେବ । ସେମାନଙ୍କ ବିରୋଧରେ କି ସଜା…

ଓଲଟିଲା ଯାତ୍ରୀବାହୀ ବସ୍‌, ୫ ଆହତ

ବାଲେଶ୍ୱର: ଓଲଟିଲା ଯାତ୍ରୀବାହୀ ବସ୍ । ଭାରସାମ୍ୟ ହରାଇ ଧାନ ବିଲକୁ ଯାତ୍ରୀବାହୀ ବସ୍ ଓଲଟି ପଡିଛି । ଫଳରେ ଏହି ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ଡିଗିରିବାହୀ ଛକ ନିକଟରେ ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି । ଆହତ ୫ ଯାତ୍ରୀଙ୍କୁ ମେଡିକାଲ‌ରେ ଭର୍ତ୍ତି…

ଖୋଲା ବଜାରରୁ ଋଣ ସଂଗ୍ରହ ପାଇଁ ୨୦ ରାଜ୍ୟକୁ ଅନୁମତି, ଓଡ଼ିଶା ଭାଗରେ ୨୮୫୮ କୋଟି

ନୂଆଦିଲ୍ଲୀ: ୬୮ ହଜାର ୮୨୫ କୋଟି ଟଙ୍କା ଖୋଲା ବଜାରରୁ ଋଣ କରିପାରିବେ ୨୦ଟି ରାଜ୍ୟ । ଏନେଇ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଜିଏସ୍‌ଟି ରେଭିନ୍ୟୁ ସର୍ଟଫଲ୍ ମେଣ୍ଟାଇବା ପାଇଁ ଋଣ କରିବାକୁ ଅନୁମତି ଦେଇଛି କେନ୍ଦ୍ର । ଏହି ୨୦ଟି ରାଜ୍ୟ ଭିତରେ ଓଡ଼ିଶା ବି ରହିଛି । ଜିଏସଟି…

ପେନସନ ପାଇଁ ଚାଲିଲେ ୧୮ କିମି!!

କେନ୍ଦୁଝର: ପେନ୍‌ସନ୍‌ ସଂଗ୍ରହ କରିବା ପାଇଁ ଜଣେ ମହିଳା ନିଜ ଶାରୀରିକ ଅକ୍ଷମ ସ୍ୱାମୀଙ୍କୁ ଟ୍ରାଇ ସାଇକେଲରେ ବସାଇ ପ୍ରାୟ ୧୮ କିଲୋମିଟର ରାସ୍ତା ପାର କରିଛନ୍ତି । ସୂଚନାନୁସାରେ,ଚମ୍ପୁଆ ବ୍ଲକ ଅନ୍ତର୍ଗତ ବଡ଼ନଇଁ ଗ୍ରାମର ଶାରୀରିକ ଅକ୍ଷମ ବ୍ୟକ୍ତି ଦୁଲୁଙ୍ଗ ଚାଟମ୍ବା ଏବଂ ତାଙ୍କ ପତ୍ନୀ…

ଓଡିଶାରୁ ସୁସ୍ଥ ହେଲେ ଆଉ ୨୭୯୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୭୯୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ ହୋଇଛନ୍ତି-…

ଜୈବିକ ଉତ୍ପାଦ ପାଇଁ ସ୍ୱତନ୍ତ୍ର ବଜାର ସୃଷ୍ଟି କରିବା ଦରକାର

ଭୁବନେଶ୍ୱର : ମାତ୍ରାଧିକ କୀଟନାଶକ ବ୍ୟବହାର ଉଭୟ ଆମ ସ୍ୱାସ୍ଥ୍ୟ ଏବଂ ପରିବେଶ ଉପରେ ବେଶ ପ୍ରଭାବ ପକାଉଛି । ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଏକ ମାତ୍ର ଉପାୟ ହେଉଛି କୃଷକମାନଙ୍କୁ ଜୈବିକ ଚାଷର ପାରମ୍ପରିକ ପଦ୍ଧତିରେ ଚାଷ କରିବା ନିମନ୍ତେ ପ୍ରୋତ୍ସାହିତ କରିବା । ଜୈବିକ ଚାଷ ଓଡ଼ିଶାର…

ମିଶନ ୨୫୦୦୦!!

ଭୁବନେଶ୍ୱର: ମୋ ସ୍କୁଲ ଅଭିଯାନର ୧୭ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୫ଟି ଜିଲ୍ଲାରେ ୩,୧୪,୨୪,୫୬୮ ଟଙ୍କା ମୂଲ୍ୟ ବିନିମୟରେ ୨୩୬ଟି ସ୍କୁଲ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏକ ଭର୍ଚୁଆଲ୍ ମୋଡରେ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ…