Latest Odisha News

BREAKING NEWS

Browsing Category

ଓଡିଶା

Odisha

ତାଳଦଣ୍ଡା କେନାଲ ରାସ୍ତାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ: କଟକ ସହର ଶ୍ରୀରାମଚନ୍ଦ୍ରଭଂଜ ମେଡିକାଲ କଲେଜକୁ ସଂଯୋଗ କରୁଥିବା ରାସ୍ତା ଜୋବ୍ରାରୁ ରାଣୀହାଟ ପର‌୍ୟ୍ୟନ୍ତ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବରୁ ନିର୍ମିତ ତିନି ଥାକିଆ ରାସ୍ତାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ସୂଚନା ଅନୁସାରେ ୭ ମାସ ସମୟ ମଧ୍ୟରେ ୧୪…

ବିଜେଡି ଅଫିସ କେବେ ସିଲ୍‌: ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଶନିବାର ଦିନ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଫିସକୁ ସିଲ୍ କରି ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଯାହା ପରେ ବିଜେଡି ଅଫିସ୍ କେବେ ସିଲ୍ ହେବ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ଏହି ପରିପ୍ରେକ୍ଷୀରେ ଅଫିସ୍…

ଭୁବନେଶ୍ୱରରେ ୨୫ ହଜାର ଟପିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୨୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୫ ହଜାର ଟପିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ…

ସୋଆ ପକ୍ଷରୁ ଜିଆଇଏସ୍, ରିମୋଟ ସେନ୍ସିଂ ଓ ଆପ୍ଲିକେସନ୍ସ ସମ୍ବନ୍ଧରେ ଫ୍ୟାକଲ୍ଟି ଡେଭଲପ୍ମେଂଟ ପ୍ରୋଗ୍ରାମ

ଭୁବନେଶ୍ୱର: କୋଭିଡ-୧୯ ମହାମାରୀ ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସଟି)ରେ ୫ ଦିନିଆ ଏଆଇସିଟିଇ ଟ୍ରେନିଂ ଓ ଲର୍ନିଂ (ଅଟଳ) ଫ୍ୟାକଲ୍ଟି ଡେଭଲପ୍ମେଂଟ ପ୍ରୋଗ୍ରାମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ବିଷୟ ବସ୍ତୁ ରହିଥିଲା “ଜିଓଗ୍ରାଫିକାଲ୍ ଇନ୍ଫର୍ମେସନ୍…

ବଜ୍ରପାତ ସହ ବର୍ଷା ଆଶଙ୍କା; ଓଡିଶାର ୧୨ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୨ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ଆକଳନ କରାଯାଇଛି । ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ସୋନପୁର, କଳାହାଣ୍ଡି, ନୟାଗଡ,…

ସ୍ୱୟଂ ସହାୟିକା ଗୋଷ୍ଠୀର ଉତ୍ପାଦକୁ ସୁପର ମାର୍କେଟରେ ଉପଲବ୍ଧ କରିବାକୁ ସରକାରଙ୍କ ଯୋଜନା

ଭୁବନେଶ୍ୱର: ରାଜ୍ୟ ସରକାର ଗ୍ରାମାଞ୍ଚଳ ଜୀବିକା ବିକାଶ ଦିଗରେ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଆସୁଛନ୍ତି । ଗ୍ରାମାଞ୍ଚଳର ଉନ୍ନତିକୁ ପ୍ରାଥମିକତା ଦେଇ ବିଭିନ୍ନ ଯୋଜନାମାନ ମଧ୍ୟ କାର୍ଯ୍ୟକାରୀ କରାଇଛନ୍ତି । ଓଡିଶା ଲାଇଭଲିହୁଡ୍ ମିସନ ମାଧ୍ୟମରେ ଗ୍ରାମାଞ୍ଚଳରେ ବିଭିନ୍ନ ରୋଜଗାରର ସୁଯୋଗ…

ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟକୁ ସିଲ୍ କଲା ବିଏମସି

ଭୁବନେଶ୍ୱର: କୋଭିଡ୍ ନିୟମର ଉଲ୍ଲଂଘନ କରି ସମର୍ଥକଙ୍କ ଗହଣରେ ଜନ୍ମଦିନ ପାର୍ଟିରେ ସାମିଲ ଭିଡିଓ ଭାଇରାଲ ପରେ ବଢିଛି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଡୁଆ । ଆଜି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଅପରାଜିତାଙ୍କ ପଳାସପଲ୍ଲୀ ସ୍ଥିତ କାର୍ଯ୍ୟାଳୟକୁ ସିଲ୍ କରିଛି ବିଏମସି । ୧୫…

ଭୁଲ୍ ମାନିଲେ, କ୍ଷମା ମାଗିଲେ ଉମା ସାମନ୍ତରାୟ

ଭୁବନେଶ୍ୱର: ଭୁଲ୍ ମାନିଲେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ । ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟିରେ ଯୋଗଦେବାକୁ ନେଇ ଭୁଲ ମାଗିଛନ୍ତି । ଉମା ସାମନ୍ତରାୟ କହିଛନ୍ତି, କରୋନା ସଂକ୍ରମିତ ଥାଇ ପୁରୀ ସ୍ୱର୍ଗଦ୍ୱାରରେ ପହଞ୍ଚିବା ଭୁଲ୍ ଥିଲା । ଏହାସହ ସେ କହିଛନ୍ତି, ପ୍ରଦୀପ ମହାରଥୀଙ୍କ…

ପୁଣି ୧୪ରେ ଲଘୁଚାପ ସମ୍ଭାବନା, ଅକ୍ଟୋବରେ ଏମିତି କାହିଁକି ?

ଭୁବନେଶ୍ୱର: ଅକ୍ଟୋବର ମାସରେ ଦାନା ବାନ୍ଧୁଛି ଗୋଟିଏ ପରେ ଗୋଟିଏ ଲଘୁଚାପ କ୍ଷେତ୍ର । ଗୋଟିଏ ନଯାଉଣୁ ଆଉ ଗୋଟିଏ ଆସୁଛି । ଗତକାଲି ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ଆସନ୍ତା ୧୪ ତାରିଖ ବେଳକୁ ଆଉ ଗୋଟିଏ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି…

ରାଜ୍ୟରେ ହଜାରେ ଡେଇଁଲା କରୋନା ଡେଥ୍ କେସ୍

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପାର କରିଛି । ଗତ ୨୪ ଘଣ୍ଟା ଭିତରେ ମହାମାରୀ ନେଇଛି ଆଉ ୧୫ ଜଣଙ୍କର ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ୧୦ଟି ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୧୦୦୬କୁ ବୃଦ୍ଧି ପାଇଛି ।…