Latest Odisha News

BREAKING NEWS

Browsing Category

ଓଡିଶା

Odisha

କାଲି ରାଜ୍ୟରେ ଅଢ଼େଇ ଲକ୍ଷ ଟପିବ କରୋନା କେସ୍, ୨୪ ଘଣ୍ଟାରେ ୨୮୫୪ ପଜିଟିଭ୍

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ଅଢ଼େଇ ଲକ୍ଷ ଛୁଇଁବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨ ହଜାର ୮୫୪ ନୂଆ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୧୬ ଶହ ୫୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୧ ଶହ ୯୫ । ବହୁ ଦିନ ପରେ ଖୋର୍ଦ୍ଧା ଜିଲ୍ଲାରେ…

ସାଂସଦ ଅପରାଜିତାଙ୍କ ନାଁରେ ଅଭିଯୋଗ ଆଣିଲେ କୋଭିଡ୍ ଯୋଦ୍ଧା

ଭୁବନେଶ୍ୱର: ଜନ୍ମଦିନ ପାର୍ଟିରେ ସମର୍ଥକଙ୍କ ସହ ମାସ୍କ ନପିନ୍ଧି ନାଚ, ଗୀତ ଓ ଗହଳି ଭିତରେ ସାମିଲ ହେବାକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ଅଡୁଆ ବଢ଼ିଛି । କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଚିଠି ଲେଖିବା ପରେ ଏବେ…

ଆଜିଠୁ ତିନି ଦିନ ବନ୍ଦ ରହିବ ବୁର୍ଲା ଭିସୁଟ୍

ସମ୍ବଲପୁର: ଆଜିଠୁ ତିନି ଦିନ ବନ୍ଦ ରହିବ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କ୍ୟାମ୍ପସ ପରିସରକୁ ସାନିଟାଇଜ୍ କରାଯିବ । ଏଥିପାଇଁ ବିଶ୍ୱବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି । ପୂର୍ବଭଳି ଶନିବାର ଓ ରବିବାର ଭିସୁଟ ବନ୍ଦ…

ବିଦ୍ୟୁତ ଆଘାତରେ ଶ୍ୱଶୂର-ବୋହୂ ମୃତ

ରାୟଗଡ଼ା: ଅଶୁଭ ଶନିବାର । ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ଦୁଇ ଜଣଙ୍କର ଅକାଳ ବିୟୋଗ । ଶ୍ୱଶୂର ଓ ବୋହୂଙ୍କ ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଠଙ୍ଗପଡ଼ା ଗାଁରେ । ମୃତକମାନେ ହେଲେ ଡାଉଣୀ ମଣ୍ଡିକା ଓ ତାଙ୍କ ବୋହୂ ସୁମିତ୍ରା…

୨୪ ଘଣ୍ଟାରେ ଲଘୁଚାପ ନେବ ଡିପ୍ରେସନ୍ ରୂପ, କାଲିଠୁ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ଲଘୁଚାପ ଆଜି ଓ୍ୱେଲ ମାର୍କଡ ଲୋ ପ୍ରେସରର ରୂପ ନେଇଛି । ଆସନ୍ତା ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଡିପ୍ରେସନ ବା ଅବପାତର ରୂପ ନେବ । ଏହି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଅବପାତରେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ …

ରାଶି ଫଳ                                  ତା ୧୦-୧୦-୨୦୨୦ ଶନିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅକ୍ଟୋବର ତା ୧୦ ରିଖ ଶନିବାର କନ୍ୟା ୨୫ ଦିନ ଆଶ୍ବିନ ମଳ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର-: ବୃଷ,ସିଂହ ଓ କନ୍ୟା…

ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ନାଁରେ ମାମଲା

କୋଭିଡ ସଂକ୍ରମିତ ଥାଇ ପ୍ରଦୀପ ମହାରଥୀଙ୍କ ଅନ୍ତେଷ୍ଟିରେ ଯୋଗ ଦେଇଥିବାରୁ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ବିରୋଧରେ ରୁଜୁ ହୋଇଛି ମାମଲା । ଏପିଡେମିକ୍ ଆକ୍ଟରେ ଗତକାଲି ମାମଲା ରୁଜୁ କରିଛି ପୁରୀ ପୋଲିସ । ତାଙ୍କ ବିରୋଧରେ ଲାଗିଛି ଆଇପିସିର ଧାରା ୨୬୯ ଓ ୨୭୦ରେ ମାମଲା ରୁଜୁ ହୋଇଛି ।…

ଅସହାୟ ଶିଶୁକୁ ଥଇଥାନ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ଯାଜପୁର: ଯାଜପୁର ଜିଲ୍ଲା ଚଳ୍ରବର୍ତ୍ତୀ ସିଂ ରାଠୋରଙ୍କ ନିର୍ଦ୍ଦେଶ କ୍ରମେ ଏକ ଅସହାୟ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଶୁକ୍ରବାର ସୁକିନ୍ଦା ବ୍ଳ୍‌କ କୁଆଁସ ପଞ୍ଚାୟତର ଚିରୁସାହିରେ ରହୁଥିବା ଏକ ଅସହାୟ ଶିଶୁ କନ୍ୟା ସଂପର୍କରେ ସାମାଜିକ ଗଣମାଧ୍ୟମରେ ସୂଚନା ପ୍ରକାଶ ପାଇବା ପରେ…

ହସ୍ପିଟାଲରୁ କୋଭିଡ୍ ରୋଗୀ ଗାୟବ, ଜୀବିତ ନା ମୃତ ?

ଅନୁଗୁଳ: ଲକ୍ଷଣ ଦେଖାଦେବାରୁ କୋଭିଡ୍ ଟେଷ୍ଟ କରାଇଥିଲେ । ପଜିଟିଭ ବାହାରିଥିଲା ଟେଷ୍ଟ ରିପୋର୍ଟ । ପରେ ପରାମର୍ଶ କ୍ରମେ ଡାକ୍ତରଖାନାରେ ଭର୍ତ୍ତି ବି ହୋଇଥିଲେ । ହେଲେ ଆରୋଗ୍ୟ ହେବା ପରେ ସେହି ରୋଗୀ ଜଣକ ଏବେ ନିଖୋଜ ଥିବା ଜଣାପଡିଛି । ଏ ନେଇ ପରିବାର ଲୋକେ ଚିନ୍ତାରେ ପଡିଥିବାବେଳେ…

ପୁଅକୁ ଦେଖା କରିବାକୁ ଯାଇ ଆଉ ଘରକୁ ଫେରିଲେନି ବାପା; ଥାନାରେ ଅଭିଯୋଗ କଲେ ସ୍ତ୍ରୀ

ଯାଜପୁର: ଭୁବନେଶ୍ୱରରେ ପଢୁଥିବା ପୁଅକୁ ଟଙ୍କା ଦେଇ ଘରକୁ ଫେରୁଥିବା ବାପା ୫ ଦିନ ହେଲା ନିଖୋଜ ଥିବାକୁ ଅଭିଯୋଗ କରିଛନ୍ତି ସ୍ତ୍ରୀ । ନିଖୋଜ ସ୍ୱାସୀର ମୋବାଇଲ ଯାଜପୁର ପାଣିକୋଇଲି ଥାନା ସାହାପୁରରୁ ୫୦୦ ମିଟର ଦୂରରେ ସୁଇଜ ଅଫ ହୋଇଥିବା ବେସରକାରୀ ମୋବାଇଲ ଟ୍ରେସିଙ୍ଗ୍ ରୁ ଜଣାପଡିଥିବା…