Latest Odisha News

BREAKING NEWS

Browsing Category

ଓଡିଶା

Odisha

ଘରୋଇ କଳିରୁ କରୁଣ ପରିସ୍ଥିତି; ବୋହୁ ହାତରେ ଗଲା ଶ୍ୱଶୁର ପ୍ରାଣ

ବାରିପଦା: ଘରୋଇ କଳିରୁ କରୁଣ ପରିଣତି । ବୋହୁ ହାତରେ ଗଲା ଶ୍ୱଶୁର ପ୍ରାଣ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାରିପଦା ଟାଉନ ଥାନା ଅନ୍ତର୍ଗତ କାଳୀ ମନ୍ଦିର ସାହିରେ। ଅଭିଯୁକ୍ତ ବୋହୁ ଜୟନ୍ତୀ ଭୂୟାଁ(୨୭) ତାଙ୍କ ଶ୍ୱଶୁର ବିଜୟ କୁମାର ଆଇଚ(୭୮)ଙ୍କ ସହିତ ଆଜି ସକାଳୁ ପାଟିଗୋଳ କରିଥିଲେ।…

ରାଜ୍ୟର ଏହି ୧୫ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୫ ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ଗଜପତି, କୋରାପୁଟ, ରାୟଗଡା, ମାଲକାନଗିରି, ସୋନପୁର,…

ମୋଷ୍ଟ ଓ୍ୱାଣ୍ଟେଡ୍ ହାଇଓ୍ୱେ ଲୁଟେରା ଗ୍ୟାଙ୍ଗର ୫ ସଦସ୍ୟ ଗିରଫ

ଭୁବନେଶ୍ୱର: ହାଇଓ୍ୱେରେ ଆତଙ୍କରାଜ ଚଳାଇଥିଲେ । ଲୋକଙ୍କୁ ଲୁଟୁଥିଲେ । ଏଭଳି ଡକାୟତ ଗ୍ୟାଙ୍କର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ହାଇଓ୍ୱେ ଲୁଟେରା ଗ୍ୟାଙ୍ଗର ୫ ଜଣଙ୍କୁ ବାନ୍ଧିଛି ସହିଦନଗର ଥାନା ପୋଲିସ । ବିଶେଷ ସୂତ୍ରକୁ ଖବର ପାଇଁ ପୋଲିସ ଆରମ୍ଭ କରିଥିଲା ଅପରେସନ୍ । ୫ ଜଣଙ୍କୁ…

ଯାଜପୁର ବିରଜା ମନ୍ଦିର ରଥଯାତ୍ରା ପାଇଁ ଅନୁମତି ଦେଲେ ହାଇକୋର୍ଟ

କଟକ: ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ମନ୍ଦିରରେ ଚଳିବର୍ଷ ରଥଯାତ୍ରା ପାଇଁ ମିଳିଲା ଗ୍ରୀନ ସିଗନାଲ୍ । ରଥଯାତ୍ରା ପାଇଁ ଅନୁମତି ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । କୋଭିଡ ନିୟମ ଓ କଟକଣା ମାନି ରଥଯାତ୍ରା କରାଯାଉ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୭ରୁ ୨୪…

ଆଇପିଏଲ୍ ମ୍ୟାଚ୍ ଦେଖୁଦେଖୁ ଉଡିଗଲା ପ୍ରାଣବାୟୁ !

ରାୟଗଡା: କାଳ ସାଜିଲା ମୋବାଇଲରେ ଆଇପିଏଲ୍ ମ୍ୟାଚ ଦେଖିବା । ମ୍ୟାଚ ଦେଖୁଦେଖୁ ଅକାଳରେ ଚାଲିଗଲା ଜୀବନ । ଏମିତି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଓଡିଶାର ରାୟଗଡା ଜିଲ୍ଲା । ଯେଉଁଠି ଖେଳ ନିଶା ପାଇଁ ଚାଲିଯାଇଛି ଜଣେ ପୋଲିସ କର୍ମଚାରୀଙ୍କ ଜୀବନ । ତିନି ମହଲା ଉପରୁ ଖସିପଡିଥିଲେ…

ଓଡ଼ିଶାର ୭ ଜିଲ୍ଲାରୁ ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୬ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୭ଟି ଜିଲ୍ଲାର ସଂକ୍ରମିତଙ୍କ ଜୀବନ ନେଇଛି ମହାମାରୀ । ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୮୭୪କୁ ବୃଦ୍ଧି ପାଇଛି । Regret to inform the demise…

୩ଦିନ ପରେ ବଢ଼ିଲା: ରାଜ୍ୟରେ ଦୈନିକ ପଜିଟିଭ୍ କେସ୍ ପୁଣି ୩୦୦୦ ଡେଇଁଲା

ଭୁବନେଶ୍ୱର: ଲଗାତାର ତିନି ଦିନ ରାଜ୍ୟରୁ ଚିହ୍ନଟ ହୋଇଥିଲେ ଦୈନିକ ୩ ହଜାରରୁ କମ୍ କରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ପୁଣି ସଂଖ୍ୟା ତିନି ହଜାର ଟପିଛି । ଚିହ୍ନଟ ହୋଇଛନ୍ତି ୩ ହଜାର ୧୪୪ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୮ ଶହ ୨୫ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୩…

ଖୋଲିପାରେ ରାଜ୍ୟର ପ୍ରମୁଖ ମନ୍ଦିର, ଆକ୍ସନ ପ୍ଲାନ ମାଗିଲେ ସରକାର

ଭୁବନେଶ୍ୱର: ଓଡ଼ିଶାରେ କିଛି ପ୍ରମୁଖ ମନ୍ଦିର ଖୋଲିବା ନେଇ ସଙ୍କେତ ମିଳିଛି । କରୋନା କଟକଣା ଭିତରେ ଭକ୍ତଙ୍କ ପାଇଁ ରାଜ୍ୟର କିଛି ମନ୍ଦିର ଖୋଲିବା ନେଇ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଏନେଇ ପୁରୀ ଶ୍ରୀମନ୍ଦିର ଓ ଅନ୍ୟ ପ୍ରମୁଖ ମନ୍ଦିରର ପ୍ରଶାସନକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି…

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ହାତକୁ ଗଲା ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାର ତଦନ୍ତ ଦାୟିତ୍ୱ । ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ନିର୍ଦ୍ଦେଶ ପାଇବା ପରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ମହିଳା ଥାନାରୁ ମାମଲା ସମ୍ପର୍କିତ କାଗଜପତ୍ର ନେଇଛି…

ଭୁବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଜଣେ ମୃତ

ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ମେଡିକାଲରେ ଜଣେ ଆହତ ପ୍ରାଣ ହରାଇଛନ୍ତି । ଏହି ସୂଚନା ଦେଇଛନ୍ତି ଏସସିବି ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା । ମୃତକଙ୍କ ନାଁ ସତ୍ୟ ନାୟକ ଓ ଘର…