Latest Odisha News

BREAKING NEWS

Browsing Category

ଓଡିଶା

Odisha

ବ୍ରାଣ୍ଡ ଅସଲି ମାଲ୍ ନକଲି: ପୁଣି ନକଲି ସସ୍ କାରଖାନା ଉପରେ ରେଡ୍‌

କଟକ: ପୁଣି ବ୍ରାଣ୍ଡ ଅସଲି ମାଲ୍ ନକଲି । ଅସଲି ବ୍ରାଣ୍ଡରେ ବିକ୍ରି ହେଉଥିଲା ନକଲି ମାଳ୍ । କଟକରୁ ପୁଣି ଥରେ ନକଲି ସସ୍ କାରଖାନା ଠାବ ହୋଇଛି । କଟକ ଜଗତପୁର ଆଇବି ରୋଡ୍‌ରେ ଏକ ନକଲି ସସ୍ କାରଖାନା ଉପରେ ପୋଲିସ ଚଢ଼ାଉ କରିଛି । ବିପୁଳ ପରିମାଣର ନକଲି ସସ୍ ଓ ପ୍ରସ୍ତୁତରେ ବ୍ୟବହୃତ ସାମଗ୍ରୀ…

ବିଧାନସଭା ଅଧିବେଶନ: ବିନା କରୋନା ପରୀକ୍ଷାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ମନା

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହା ୨୯ରୁ ଆରମ୍ଭ ହୋଇ ଅକ୍ଟୋବର ୭ ଯାଏଁ ଚାଲିବ । ତେବେ ଏହି ସମୟରେ ସମସ୍ତ ପ୍ରକାରର କୋଭିଡ ଗାଇଡଲାଇନ୍ ପାଳନ କରାଯିବ । ବିଧାନସଭା ସମୟରେ ଯେଉଁ ଗଣମାଧ୍ୟମ କର୍ମଚାରୀ କଭରେଜ ପାଇଁ ଯିବେ ସେମାନଙ୍କ ମଧ୍ୟ…

ଆଜିଠୁ ବିଧାନସଭା ପରିସରରେ ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର: ଆସନ୍ତା ୨୯ରୁ ବସିବ ବିଧାନସଭା ଅଧିବେଶନ । ତେବେ ଏହା ପୂର୍ବରୁ ଆଜିଠାରୁ ହେବ ବିଧାନସଭା ପରିସରରେ ହେବ କରୋନା ପରୀକ୍ଷା । କାରୋନା ପରୀକ୍ଷା ବିନା ପ୍ରବେଶ ମନା ହୋଇଛି । ତିନିଦିନରେ ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ, ସମସ୍ତ ସୁରକ୍ଷା କର୍ମଚାରୀଙ୍କର କରୋନା ପରୀକ୍ଷା…

ଓଲଟିଲା ଆମ୍ବୁଲାନ୍ସ, ଡ୍ରାଇଭର ଛୁ’

ଭଦ୍ରକ: ରୋଗୀ ନେଇ ଫେରିବା ବାଟରେ ଓଲଟିଲା ଆମ୍ବୁଲାନ୍ସ । ଭୋଗରାଇ ନହର ଗାଁରେ ଜଣେ ରୋଗୀଙ୍କୁ ପରିବାର ଲୋକେ କଟକ ଆଣିବା ବେଳେ ବିଳମ୍ବିତ ରାତିରେ ଚରମ୍ପା ନିକଟରେ ଏହି ଦୁର୍ଘଟଣା ଘଟିଛି । ଫଳରେ ଆମ୍ବୁଲାନ୍ସ ଭିତରେ ଥିବା ଗୁରୁତର ବ୍ୟକ୍ତିଙ୍କ ସହ ଦୁଇ ଭାଇ ଓ ମା’ ଆହତ ହୋଇଛନ୍ତି ।…

କଟକରେ ନାଳକୁ ଖସି ପଡିଲା କାର, ୧ ମୃତ

କଟକ: କନ୍ଦରପୁରଠାରେ ଶୁକ୍ରବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିିଯାଇଛି। ଏକ କାର ନାଳ ଭିତରେ ଖସି ପଡିବାରୁ ଚାଳକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ମଞ୍ଜିତ ରୟତ ଓ ତାଙ୍କ ଘର ରାଜେନ୍ଦ୍ର ନଗରରେ ବୋଲି ଜଣାପଡିଛି । ସୂଚନାନୁସାରେ ଶୁକ୍ରବାର ରାତି ପ୍ରାୟ ୮ ଟା ସମୟରେ ମଞ୍ଜିତ…

ବିଶିଷ୍ଟ ଗାୟକ ବାଲସୁବ୍ରମଣ୍ୟମଙ୍କୁ ବାଲୁକା ଶିଳ୍ପୀ ସୁଦର୍ଶନଙ୍କ ଶ୍ରଦ୍ଧାଂଜଳି

ପୁରୀ : ସ୍ୱରର ଯାଦୁଗର ବାଲସୁବ୍ରମଣ୍ୟମଙ୍କୁ ନିଜ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଂଜଳି ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସେ ଶୁକ୍ରବାର ପୁରୀ ବେଳାଭୂମିରେ ବାଲୁକା କଳାରେ ସୁବ୍ରମଣ୍ୟମଙ୍କର ପ୍ରତିକୃତି ତିଆରି କରିଥିଲେ । ଏଥି ସହ ଲେଖିଥିଲେ ବର୍ଷିଆନ ଗାୟକ ଏସ୍ ପି…

ଯାଜପୁରରେ ଆମ୍ବୁଲାନ୍ସ ବାଇକ ମୁହାଁମୁହିଁ ଧକ୍କା, ୩ ମୃତ

ଯାଜପୁର: ୧୬ ନମ୍ବର ଜାତୀୟ ରାଜପଥର ଧର୍ମଶଳା ଥାନା ନେଉଳପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସ୍ୱାମୀ ସ୍ତ୍ରୀଙ୍କ ସମେତ ଜଣେ ପାଞ୍ଚ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ସୂଚନା ଯୋଗ୍ୟ ଯେ, କଟକ ବିଡାନାଶୀର ଶଙ୍କର ସାହୁ, ତାଙ୍କ ସ୍ତ୍ରୀ ଓ ଝିଅକୁ ନେଇ ପାଣିକୋଇଲ ଆଡକୁ ଯାଉଥିବା…

ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି ଯେ, ଓଡିଶୀ…

ସମ୍ ଅଲ୍ଟିମେଟ ମେଡିକେୟାରରେ ୨ଟି ସଫଳ କିଡନୀ ପ୍ରତ୍ୟାରୋପଣ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ରୋଗୀଙ୍କୁ ଉତ୍କୃଷ୍ଟ ସେବା ଯୋଗାଇ ଆସୁଛି ସମ୍ ଅଲ୍ଟିମେଟ୍ ମେଡିକେୟାର।  ଏହି ଜଟିଳ ପରିସ୍ଥିତରେ ନିକଟରେ ସମ୍ମମ୍‌ରେ ଦୁଇଟି କିଡ୍‌ନୀ ପ୍ରତ୍ୟାରୋପଣ ସଫଳତାର ସହ କରାଯାଇଛି । ଉଭୟ ରୋଗୀ ଜଟିଳ କିଡନୀ ରୋଗର ପଂଚମ ସ୍ତରରେ ଥିବାରୁ ସେମାନଙ୍କର…

ଓଡିଶାରୁ ସୁସ୍ଥ ହେଲେ ସର୍ବାଧିକ ୪୩୮୮ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୪୩୮୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଯାହାକୁ ମିଶାଇ ମୋଟ୍ ସୁସ୍ଥତାଙ୍କ ସଂଖ୍ୟା ୧୬୫୪୩୨ ଟପିଛି। ଖୋର୍ଦ୍ଧାରୁ ୭୪୪, କଟକରୁ ୪୯୬, ପୁରୀରୁ ୧୮୩,…