Latest Odisha News

BREAKING NEWS

Browsing Category

ଓଡିଶା

Odisha

କୋଭିଡ କଟକଣାକୁ ଫୁ’: ଜମିଲା କୁକୁଡା ଲଢ଼େଇ, ସାମିଲ ହେଲେ ଶହ ଶହ ଲୋକ

ବାଲେଶ୍ୱର: କୋଭିଡ କଟକଣାକୁ ଫୁ’ କରି ଉଡାଇ ଦେଲେ ଲୋକେ । ଭୁଲିଗଲେ କରୋନା ଗାଇଡଲାଇନ୍ । ରୁଣ୍ଡ ହେଲେ ଶହ ଶହ ଲୋକ । ଏକାଠି ହୋଇ ଦେଖିଲେ କୁକୁଡା ଲଢ଼େଇ । ନା ଥିଲା ସାମାଜିକ ଦୂରତା, ନା ଥିଲା କାହାରିବି ମୁହଁରେ ମାସ୍କ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ ।…

ଭାଉଜ ଓ ଝିଆରୀକୁ ହାଣିଲା ଦିଅର

ଆଠଗଡ: ବାଇକରେ ନେବା ବେଳେ ଆକ୍ରମଣ । ଭାଉଜ ଓ ଝିଆରୀକୁ ହାଣିଲା ସମ୍ପର୍କିୟ ଦିଅର । ଶାଶୁ ଘରେ ଛାଡି ଦେବାକୁ କହି ମା’-ଝିଅକୁ ବାଇକ୍‌ରେ ନେଉଥିବା ସମ୍ପର୍କିୟ ଦିଅର ଅଧବାଟରେ ତାଙ୍କ ଉପରେ ଆକ୍ରମଣ କରିଛି । ଏପରି ଘଟଣା ଘଟିଛି ଆଠଗଡ ଘଂଟିଖାଲ ଦ୍ୱାରାବତୀପୁର ନିକଟରେ । ଗୁରୁତର ଅବସ୍ଥାରେ…

ଆଇଏନ୍‌ଏସ୍‌ର ନୂଆ ସଭାପତି ଏଲ୍‌.ଆଦିମୁଲମ, କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ସମାହିତ ବଳ

ଭୁବନେଶ୍ୱର: ଇଣ୍ଡିଆନ୍ ନ୍ୟୁଜ୍ ପେପର ସୋସାଇଟିର ନୂଆ ସଭାପତି ଭାବେ ହେଲ୍‌ଥ ଆଣ୍ଡ ଆଂଟିସେପ୍ଟିକର ଏଲ୍‌.ଆଦିମୁଲମ ନିର୍ବାଚିତ ହୋଇଛନ୍ତି । ସେହିପରି ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସମାହିତ ବଳ ଆଇଏନ୍‌ଏସ୍‌ର କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ପୁଣିଥରେ ନିର୍ବାଚିତ ହୋଇଛନ୍ତି ।…

ଖୋର୍ଦ୍ଧାରେ ବ୍ରେକଫେଲ୍ କରୋନା: ଦିନକରେ ପାଖାପାଖି ହଜାରେ ସଂକ୍ରମିତ

ଖୋର୍ଦ୍ଧା: କରୋନା ଖୋର୍ଦ୍ଧା ଜିଲ୍ଲାରେ ନିୟନ୍ତ୍ରଣକୁ କେବେ ଆସିବ ? ବେକାବୁ ମହାମାରୀ ଦିନକୁ ଦିନ କାୟା ବିସ୍ତାର କରି ଚାଲିଛି । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସବୁ ରେକର୍ଡକୁ ପାର କରି ଯାଇଛି । ଚିହ୍ନଟ ହୋଇଛନ୍ତି ସର୍ବାଧିକ ୯୦୨ ଆକ୍ରାନ୍ତ । ଯାହାକି ଦିନକରେ…

ଆଜି କରୋନା ନେଲା ଆଉ ୧୬ ଜୀବନ

ପୁରୀ: ରାଜ୍ୟରେ ବିଗୁଡୁଛି କରୋନା ସ୍ଥିତି । ପ୍ରତିଦିନ ଗଡୁଛି ମୁଣ୍ଡ । ଆଜି ପୁଣି ରାଜ୍ୟରେ ସର୍ବାଧିକ ୧୬ ଜଣଙ୍କ ଜୀବନ ନେଇଛି କିଲର ଭାଇରସ କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୮୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ରାଜ୍ୟରେ କରୋନାର ନୂଆ ରେକର୍ଡ: ଦିନକରେ ୪୩୫୬ ପଜିଟିଭ୍

ଭୁବନେଶ୍ୱର: ସେପ୍ଟେମ୍ବରରେ ନୂଆ ରେକର୍ଡ କରୁଛି କରୋନା । ମହାମାରୀ ମାଡ଼ି ମାଡ଼ି ଚାଲିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଏଯାଏ ସର୍ବାଧିକ ୪ ହଜାର ୩୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନ୍ ୨୫ ଶହ ୨୯ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧ ହଜାର…

ଲଙ୍ଗୁଳି ମଠ ଉଚ୍ଛେଦକୁ ବିରୋଧ, ମେଳି ବାନ୍ଧିଲେ ନାଗା ସାଧୁ

ପୁରୀ: ଶ୍ରୀମନ୍ଦିର ଚାରିପଟର ବିକାଶ ପାଇଁ ସିଂହଦ୍ୱାର ସମ୍ମୁଖରେ ଥିବା ଲଙ୍ଗୁଳି ମଠକୁ ଭାଙ୍ଗି ଦିଆଯାଇଛି । ଏପରିକି ମେଘନାଦ ପାଚେରି ନିକଟରେ ଥିବା ନାଗା ସାଧୁଙ୍କ ଧୂନା ଗାଦିକୁ ବନ୍ଦ କରି ଦିଆଯାଇଛି। ଏଠାରେ ଥିବା ତ୍ରିଶୂଳ, ବାନା ଆଦିକୁ କାଢ଼ି ନିଆଯାଇଛି। ଏହା ବିରୋଧରେ ନାଗା ସାଧୁମାନେ…

ବରଗଡରେ ନକଲି କରୋନା ଟୀକା !

ବରଗଡ: ବରଗଡରେ ନକଲି କରୋନା ଟୀକା । ବରଗଡ ଜିଲ୍ଳା ଭେଡେନ୍ ଥାନା ରୋଷଡା ଗାଁ ରେ ନକଲି କରୋନା ଔଷଧ ପ୍ରସ୍ତୁତ କରୁଥିବା ଅଭିଯୋଗରେ ଚଢ଼ାଉ ହୋଇଛି । ସମ୍ବଲପୁର ଡ୍ରଗ୍ସ ଇନ୍‌ସପେକ୍ଟର ଓ ପୋଲିସ ମିଳିତ ଭାବେ ଚଢ଼ାଉ କରିଛନ୍ତି । ରେଡ୍ ବେଳେ ବିପୁଳ ପରିମାଣରେ ଔଷଧ ଖୋଳ, ପାଉଡର ଓ ରସାୟନକ ପଦାର୍ଥ…

ଆଜିଠୁ ବୁର୍ଲା ଭିସୁଟ୍ ବନ୍ଦ

ସମ୍ବଲପୁର: ଆଜିଠୁ ୪ ଦିନ ପାଇଁ ବନ୍ଦ ରହିବ ସମ୍ବଲପୁର ଭିସୁଟ୍ । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ଭିସୁଟ୍‌କୁ ଆଜିଠୁ ମଙ୍ଗଳବାର ଯାଏଁ ବନ୍ଦ ପାଇଁ ଘୋଷଣା କରାଯାଇଛି । ଆଜିଠୁ ଅର୍ଥାତ ଶନିବାର ଓ ରବିବାରକୁ ମିଶାଇ ମଙ୍ଗଳବାର ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖିବାକୁ ଭିସୁଟ୍ କୂଳପତି…

ଡାକ୍ତର ଦମ୍ପତି ନିର୍ମାଣ କଲେ ହଳଧର ସଂଗ୍ରହାଳୟ ସାଧନା କୂଟୀର

ବରଗଡ: ପଶ୍ଚିମ ଓଡିଶାର ବିଶିଷ୍ଟ କବି ପଦ୍ମଶ୍ରୀ ହଳଧର ନାଗ । ସାହିତ୍ୟ କ୍ଷେତ୍ରରେ ନିଜର ଅବଦାନ ପାଇଁ ସେ ପାଇଛନ୍ତି ଅନେକ ପୁରସ୍କାର । ଏହି ପୁରସ୍କାର ଓ ତାଙ୍କ ସାହିତ୍ୟକୃତୀର ଗୋଟିଏ ସ୍ଥାନରେ ସୁରକ୍ଷିତ ରଖିବା ପାଇଁ ଡାକ୍ତର ଦମ୍ପତି ସଂଗ୍ରାମୀପୀଠ ଘେଁସଠାରେ ନିର୍ମାଣ କରିଛନ୍ତି…