Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁନର୍ଗଠିତ ହେଲା ବିଜେଡ଼ି ଛାତ୍ର ଶାଖା

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଅବିନାଶ ଠାକୁର, ପ୍ରଶାନ୍ତ ପଣ୍ଡା ଏବଂ ରାଜେଶ ରାଜ ସ୍ୱାଇଁଙ୍କୁ ଏହାର ଛାତ୍ର ସଂଗଠନର କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତ କରିଛନ୍ତି। ଇପ୍ସିତା ସାହୁଙ୍କୁ ବିଜୁ ଛାତ୍ର ଜନତା ଦଳର ନୂତନ ମହାସଚିବ…

ଓଡିଶା ରାଜପଥ ପାଟ୍ରୋଲିଂ ପାଇଁ ଅବସରପ୍ରାପ୍ତ ପୋଲିସଙ୍କ ନିଯୁକ୍ତି ପ୍ରକିୟା ଆରମ୍ଭ ହେବ

ଭୁବନେଶ୍ୱର: କୋଭିଡ ମହାମାରୀ ପାଇଁ ରାଜ୍ୟରେ ରାଜପଥ ପାଟ୍ରୋଲିଂ ପାଇଁ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ନିଯୁକ୍ତି ଆସନ୍ତା ମାସରେ ପୁଣିଥରେ  ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଜାନୁୟାରୀ ମାସରେ ଭୁବନେଶ୍ୱର-ପୁରୀ, ସମ୍ବଲପୁର-ସୋହେଲା, ମଙ୍ଗୁଲି-ସମ୍ବଲପୁର, ଜଲେଶ୍ୱର-ଇଚ୍ଛାପୁରମଣ୍ଡ…

ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ପୁରୀର ଏହି ଯୁବ କଳାକାର

ପୁରୀ: ଆଇସକ୍ରିମ କାଠିରେ ଗଣେଶଙ୍କ ପ୍ରତିମା ତିଆରି କରି ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ପୁରୀର ୧୯ ବାର୍ଷିୟ ଯୁବ କଳାକାର ବିଶ୍ୱଜିତ ନାୟକ। ଏହି ପ୍ରତିମା ତିଆରି କରିବାକୁ ୫୫୭୫ ଟି ଆଇସକ୍ରିମ କାଠିର ବ୍ୟବହାର ହୋଇଥିବା ଜଣାପଡିଛି। ଆଇସକ୍ରିମ ବାଡିରେ ଭଗବାନ ଗଣେଶଙ୍କ…

କରୋନା ସଂକ୍ରମଣରେ ବିଏମସି ଅଧିକାରୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଦକ୍ଷିଣ ପୂର୍ବ ଜୋନ୍ ୱାର୍ଡ ନଂ-୪୫ର ଅଧିକାରୀ ବିଶ୍ୱଜିତ ମାନ୍ନାଙ୍କର ମୃତ୍ୟୁ ଘଟିଛି । ଯିଏକି ଗତ ସେପ୍ଟେମ୍ବର ୧୭ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସୂଚନାନୁଯାୟୀ ଦକ୍ଷିଣ ପୂର୍ବ ଜୋନାଲ ଡେପୁଟି କମିଶନର ଏସମ୍ପର୍କରେ…

ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନିକୁ ୮୪ କୋଟି ରିହାତି ପ୍ରଦାନ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଲକଡ଼ାଉନ୍ ସମୟରେ ବିଦ୍ୟୁତ୍ କିଣିବା ପାଇଁ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନି (ଡ଼ିସକମ) ଗୁଡ଼ିକୁ ଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପକ୍ଷରୁ ୮୪ କୋଟି ଟଙ୍କାର ରିହାତି ପ୍ରଦାନ। ଯାହା ଫଳରେ ରାଜ୍ୟରେ ବିଦ୍ୟୁତ୍ ବ୍ୟବହାର କ୍ଷେତ୍ରରେ ଉପୁଜିଥିବା ସମସ୍ୟା ଲାଘବ…

ମହାନଦୀ ଉପରେ ନିର୍ମାଣ ହେବ ଉଚ୍ଚ ସେତୁ; ୧୧୮ କୋଟି ଟଙ୍କାର ଅର୍ଥରାଶି ମଞ୍ଜୁର

ଭୁବନେଶ୍ୱର:ରାଜ୍ୟ ସରକାର ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ-ପୋଷଳ-ଶଙ୍ଖେଶ୍ବର ରାସ୍ତାର ମହାନଦୀ ଉପରେ ୮୮୮.୮୯ ମିଟର ଦୈର୍ଘ୍ୟର ଏକ ଉଚ୍ଚ ସେତୁ ନିର୍ମାଣ କରିବାକୁ ଯାଉଛନ୍ତି। ସେତୁଟିକୁ ୧୧୮.୫୭ କୋଟି ଟଙ୍କା ଅଟକଳରେ ନିର୍ମାଣ ପାଇଁ ମଞ୍ଜୁର ମିଳିଛି। ଏହି ସେତୁ ନିର୍ମାଣ କରାଗଲେ…

ରାଜ୍ୟରେ ଆଉ ୧୫ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନ ଆଉ ୧୫ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୭୬୭ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଅନୁଗୁଳରୁ ୧, ବଲାଙ୍ଗିରରୁ ୧, ଭୁବନେଶ୍ୱରରୁ ୪, କଟକରୁ ୧, କନ୍ଧମାଳରୁ ୧,…

ଓଡିଶାରେ ୨ ଲକ୍ଷ ଟପିଲା କରୋନା ସଂକ୍ରମଣ; ଆଜି ୪୨୦୮ ପଜିଟିଭ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୦୬ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୦୧ ହଜାର ୦୯୬ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କୁ କରୋନା

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ସଙ୍ଗରୋଧରେ ରହିବା ସହିତ ଲକ୍ଷଣ ଦେଖାଗଲେ କୋଭିଡ ଟେଷ୍ଟ କରିବାକୁ ସେ ଅନୁରୋଧ କରିଛନ୍ତି ।…

ବଜ୍ରପାତ ସହ ବର୍ଷା ଆଶଙ୍କା; ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୪ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ମୟୁରଭଞ୍ଜ, ବାଲେଶ୍ଵର, ଯାଜପୁର ଓ ଭଦ୍ରକ ଆଦି ଜିଲ୍ଲାର…