Latest Odisha News

BREAKING NEWS

Browsing Category

ଓଡିଶା

Odisha

ବ୍ରଜରାଜନଗର ପୂର୍ବତନ ବିଜେପି ବିଧାୟିକା କୋଭିଡ ପଜିଟିଭ ଚିହ୍ନଟ

ଝାରସୁଗୁଡା: ବ୍ରଜରାଜନଗର ପୂର୍ବତନ ବିଜେପି ବିଧାୟିକା ରାଧାରାଣୀ ପଣ୍ଡା କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏକ ଫେସବୁକ ପୋଷ୍ଟ ଜରିଆରେ ରାଧାରାଣୀ ପଣ୍ଡା ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, " ମୁଁ କୋଭିଡ ପଜିଟିଭ ଚିହ୍ନଟ ହୋଇଛି । ବର୍ତ୍ତମାନ ମୁଁ ଘରେ ଆଇସୋଲେସନ ରେ…

ରାଜଧାନୀରେ ଚୋରା ବନ୍ଧୁକ ଡିଲ୍ ବେଳେ ୩ଜଣଙ୍କୁ ବାନ୍ଧିଲା ଏସଟିଏଫ୍, ବେପାରୀ ଫେରାର୍

ଭୁବନେଶ୍ୱର: ରାଜଧାନୀରେ ଚାଲିଥିଲା ଚୋରା ବନ୍ଧୁକ ବିକ୍ରି ନେଇ ଡିଲ୍ । ହଠାତ ପହଞ୍ଚିଗଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ୩ଜଣଙ୍କୁ ଧରିଛି । ଏମାନଙ୍କ ଭିତରେ ଅଛନ୍ତି ୨ ଜଣ ପୁରୁଷ ଓ ଜଣେ ମହିଳା । ଭୁବନେଶ୍ୱର କଳ୍ପନା ସ୍କୋୟାରରୁ ସେମାନଙ୍କୁ ଏସଟିଏଫ୍ ଓ ବଡ଼ଗଡ଼ ପୋଲିସ ଗିରଫ କରିଛି । ୪୫…

ଆଜିଠୁ ଏହି ଜିଲ୍ଲାର ରାସ୍ତାକଡ଼ରେ ୧୫ ଦିନ ମିଳିବନି ଫାଷ୍ଟଫୁଡ୍

ଝାରସୁଗୁଡ଼ା: କରୋନା ସଂକ୍ରମଣ ରୋକିବାକୁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ବଡ଼ ପଦକ୍ଷେପ । ଆଜିଠୁ ୧୫ ଦିନ ଜିଲ୍ଲାରେ ବନ୍ଦ ରହିବ ରାସ୍ତାକଡ଼ରେ ଫାଷ୍ଟଫୁଡ୍ ଦୋକାନ । ଏଥିପାଇଁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହାଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା ଦୋକାନୀଙ୍କୁ ଜିଲ୍ଲା…

ନୃଶଂସ ବାପା, ନିଜ ଚାରି ବର୍ଷର ଝିଅକୁ ଠେଙ୍ଗାରେ ପିଟି ମାରି ଦେଲା

ବଣେଇ: ଜନ୍ମଦାତା ସାଜିଲେ ହତ୍ୟାକାରୀ । ଚାରି ବର୍ଷର ନିଷ୍ପାପ ଶିଶୁକୁ ହତ୍ୟା କରିଛି ବାପା । ଠେଙ୍ଗାରେ ଜୋରରେ ପିଟି ଦେବାରୁ ଝିଅର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ଲାଲ ହାଟିଙ୍ଗରେ । ଅଭିଯୋଗ ଅନୁସାରେ, ଲାଲହାଟିଙ୍ଗରେ ଦୁଇ…

ଅକ୍ଟୋବର ୧୫ ସୁଦ୍ଧା ପ୍ରସ୍ତୁତ ହେବ ରାଜଧାନୀର ଖଣ୍ଡଗିରି ବସ୍ ରହଣି ସ୍ଥଳ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଆସନ୍ତା ସପ୍ତାହକ ମଧ୍ୟରେ ଖଣ୍ଡଗିରି ବସ୍ ରହଣି ସ୍ଥଳ ତିଆରି କାମ ଶେଷ କରିବେ । ଆସନ୍ତା ଅକ୍ଟୋବର ୧୫ ତାରିଖ ସୁଦ୍ଧା ବିଡିଏ ଓଏସ୍‌ଆରଟିସିକୁ ଏହାକୁ ହସ୍ତାନ୍ତର କରିବ । ବରମୁଣ୍ଡାରେ ଏକ ଆନ୍ତଃରାଜ୍ୟବସ ଟର୍ମିନାଲ କାମ ଆରମ୍ଭ ହେବ ।…

ଆଜି ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ, ରାଜ୍ୟରେ ସୁସ୍ଥତା ହାର ୮୧%

ଭୁବନେଶ୍ୱର: ଗୋଟିଏ ଦିନରେ ରାଜ୍ୟରୁ ୪ ହଜାର ଉପରେ ସଂକ୍ରମିତ ଚହ୍ନଟ ହୋଇଥିବା ବେଳେ ପାଖାପାଖି ୪ ହଜାର ଆକ୍ରାନ୍ତ ସୁସ୍ଥ ବି ହୋଇଛନ୍ତି । ଆଜି ଆରୋଗ୍ୟ ଲାଭ କରିଛନ୍ତି ଆଉ ୩ ହଜାର ୭୭୯ ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୦ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୪୨୭, ପୁରୀରୁ…

ହୋମ୍ ଆଇସୋଲେସନରେ ରହିପାରିବେ କରୋନା ସଂକ୍ରମିତ ଡାଇବେଟିସ୍ ରୋଗୀ: ଡାକ୍ତର

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏପରିକି ଜଟିଳ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ମାନେ କରୋନାରେ ସଂକ୍ରମିତ ହେଲେ ଅବସ୍ଥା ଗମ୍ଭୀର ମଧ୍ୟ ହୋଇପାରେ । ଏଭଳି ସମୟରେ ମଧୁମେହ ରୋଗୀଙ୍କୁ କରୋନା ହେଲେ ବ୍ୟକ୍ତି ବିଶେଷ କିଭଳି ନିଜର ଯତ୍ନ ନେବେ, ସେ…

୧୫ ଟଙ୍କା ବଢ଼ିଲା ପିଆଜ ଦର !

ଭୁବନେଶ୍ୱର: ଆକାଶ ଛୁଇଁଲା ପିଆଜ ଦର । ଗତକାଲି କିଲୋ ପ୍ରତି ୩୫ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଆଜି ହଠାତ୍ ୫୦ ଟଙ୍କା ଡେଇଁଛି। ଆଉ ଚିନ୍ତାର କଥା ଏହି ଦର ଚଳିତ ଆଗାମୀ ମାସ ବେଳକୁ ୧୦୦ ଛୁଇଁବାର ଆଶଙ୍କା ପ୍ରକାଶ ପାଇଛି । ଦୁଇ ସପ୍ତାହ ପୂର୍ବେ ପିଆଜ କିଲୋ ୨୫ରୁ ୩୫ ଟଙ୍କାରେ ବିକ୍ରି…

କରୋନା ସଂକ୍ରମଣର ମୁକାବିଲା ଲାଗି ବ୍ୟବସାୟୀ ଓ ପୋଲିସ କମିଶନରଙ୍କ ମଧ୍ୟରେ ଆଲୋଚନା

ଭୁବନେଶ୍ୱର : ଗତ କିଛି ଦିନ ଧରି ଭୁବନେଶ୍ୱରରେ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୋକାନ ବଜାର ଖୋଲିବା ନେଇ କଟକଣା ହଟିବା ପରେ ଏବେ ବହୁ ସ୍ଥାନରେ ଲୋକେ ସାମାଜିକ ଦୂରତ୍ୱ ଓ ଏପରିକି ମାସ୍କ ପିନ୍ଧିବା ନେଇ ସଚେତନତା ହେଉ ନ ଥିବା ନଜରକୁ ଆସୁଛି । ଏଥି ପାଇଁ ଆଜି ପୋଲିସ କମିଶନର…

ଆସନ୍ତାକାଲି ଓଡିଶାର ଏସବୁ ଜିଲ୍ଲାରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଶୁକ୍ରବାର ଦିନ ତଥା (ସେପ୍ଟେମ୍ବର ୨୫) ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆକଳନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାସହ ବାଲେଶ୍ୱର,…