Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ଆଉ ୧୪ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଶନିବାର ଦିନ ଆଉ ୧୪ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୪୭୦ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବାଲେଶ୍ୱରରୁ ୨, ବରଗଡରୁ ୧, ଭୁବନେଶ୍ୱରରୁ ୨, କଟକରୁ ୨, ଜଗତସିଂହପୁରରୁ ୨,…

ଓଡିଶାରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୩୦ ଜିଲ୍ଲାରୁ ୩୨୫୨ ରୋଗୀ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଶନିବାର ଦିନ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୩୨୫୨ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୂଚନାନୁଯାୟୀ ସମ୍ପୃକ୍ତ ପଜିଟିଭଙ୍କ ମଧ୍ୟରୁ ୧୯୮୭…

ରାଜ୍ୟରେ JEE ମେନ୍ ଓ NEET ହେବାକୁ ଥିବା ସହରରେ ଲକଡାଉନ୍ ଓ ସଟଡାଉନ୍ ମନା

ଭୁବନେଶ୍ୱର: JEE ମେନ୍ ଓ NEET ସୁପରିଚାଳନା ନେଇ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଗତକାଲି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଯିବା-ଆସିବା ଓ ରହଣୀ ବ୍ୟବସ୍ଥା କରିବାକୁ କହିଥିଲେ ସରକାର । ତେଣୁ ପରୀକ୍ଷା ଦେବାକୁ ଥିବା ସହରରେ ଲକଡାଉନ୍ ଓ ସଟଡାଉନ୍ ଲାଗୁ କରାଯିବା ନାହିଁ । ଏହି ସୂଚନା…

ହୀରାକୁଦ ଡ୍ୟାମର ୪୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ୪୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଏହା ମଧ୍ୟକୁ ସେକେଣ୍ଡ ପିଛା ୮ ଲକ୍ଷ ୫୩ ହଜାର ୨୯ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୬ ଲକ୍ଷ ୯୪ ହଜାର…

ବନ୍ୟାରେ ୧୦ ଜିଲ୍ଲାର ୩୯ଟି ବ୍ଲକ ପ୍ରଭାବିତ, ପାଣି ଘେରରେ ୫୫୧ଟି ଗାଁ

ଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷା ଓ ପରବର୍ତ୍ତୀ ବନ୍ୟାରେ ରାଜ୍ୟର ୧୦ଟି ଜିଲ୍ଲା ପ୍ରଭାବିତ ହୋଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ଅନୁଗୋଳ, ବଲାଙ୍ଗିର, ବାଲେଶ୍ୱର, ବୌଦ୍ଧ, କଟକ, ଯାଜପୁର, ଢେଙ୍କାନାଳ, ନୂଆପଡ଼ା, ଦେବଗଡ଼ ଓ ସୋନପୁର । କ୍ଷତିଗ୍ରସ୍ତ ହୋଇଛି ୩୯ଟି ବ୍ଲକର ୯୯୭ଟି ଗାଁ । ବର୍ଷା…

କରୋନା : ଏକ ପ୍ରେମ କବିତା

ମନୋଜ ରଥ ମୁଁ ନିଆଁ ହୁଏଁ କି ଜହ୍ନ ଏକୁଟିଆ ଜଳେଁ କେବେ ଛାତି ରେ କେବେ ରାତିରେ l ମୋର ସବୁ ସମାପ୍ତି ରେ ତମେ ପୁନଃ ଆରଂଭ ମୋର ସବୁ ଅପ୍ରାପ୍ତି ରେ ତମେ ପୁନଃ ପ୍ରାରମ୍ଭ l ଚଳ ପ୍ରଚଳ ପୃଥ୍ୱୀରୁ ଆଜି ବେଦଖଲ୍ ମୋର ସବୁ ଯୁକ୍ତିଯୁକ୍ତ ଦାବୀ ବିଚାରକ ନିଜେ ଇ ବଂଦୀ ନିଜ…

ଓଡିଶାରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱ ଆୟରେ ୫୦%ରୁ ଅଧିକ ବଜାର ଅଂଶ ହାସଲ କଲା ରିଲାଏନ୍ସ ଜିଓ : ଟ୍ରାଇ ରିପୋର୍ଟ

-ମୋଟ ରାଜସ୍ୱ ଆୟରେ ଜିଓ ୫୦% ବଜାର ଅଂଶ ହାସଲ କରିଥିବା ଭାରତର ଦୁଇଟି ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ ଭୁବନେଶ୍ୱର: ଓଡ଼ିଶାରେ ସବୁଠାରୁ ପସନ୍ଦଯୋଗ୍ୟ ମୋବାଇଲ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ରାଜ୍ୟରେ ପ୍ରଥମ ଦୂରସଂଚାର ଅପରେଟର ଭାବରେ ମୋଟ ରାଜସ୍ୱ କ୍ଷେତ୍ରରେ ୫୦%ରୁ ଅଧିକ ବଜାର ଅଂଶ…

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଆଜି ତିନି ସହଯୋଗୀଙ୍କ ହେଲା ଲାଇ ଡେଟେକସନ ଟେଷ୍ଟ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଜି ତାଙ୍କ ତିନି ସହଯୋଗୀ ପପୁ, ବିକାଶ ଓ ଦୀପକଙ୍କର ଲାଇ ଡିଟେକସନ ଟେଷ୍ଟ ହୋଇଛି । ସେମାନଙ୍କୁ ୪୦ ରୁ ଗୁଡାଇ ତୁଡାଇରୁ ୪୦ରୁ ଅଧିକ ପ୍ରଶ୍ନ ପଚରା ଯାଇଥିବା ଜଣାପଡିଛି । ଭୁବନେଶ୍ୱର ଫୋରେନ୍ସିକ ଲ୍ୟାବୋରୋଟୋରୀରେ କରାଯାଇଥିବା ଏହି…

ଜେଇଇ ଓ ନିଟ୍ ପରୀକ୍ଷାର୍ଥୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବେ ସରକାର

ଭୁବନେଶ୍ୱର : ଚଳିତ ବର୍ଷ ଜେଇଇ ଓ ନିଟ୍ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବା ଆସିବା ଓ ରହିବା ବ୍ୟବସ୍ଥା କରିବେ ସରକାର । ଏ ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି । ରାଜ୍ୟର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସରକାର ଏପରି ସୁବିଧା…

କରୋନା ନିୟମ ଉଲ୍ଲଘଂନ ଅଭିଯୋଗରେ ହୋଟେଲ ସିଲ୍

ଭୁବନେଶ୍ୱର: କରୋନା ନିୟମ ଉଲ୍ଲଘଂନ କରିବା ଅଭିଯୋଗରେ ପୁରୀ ବାଇପାସ୍ ନିକଟରେ ଥିବା ଏକ ହୋଟେଲ୍ ଓ ରେଷ୍ଟୁରାଣ୍ଟକୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଶୁକ୍ରବାର ଦିନ ସିଲ୍ କରିଛି । ଉକ୍ତ ହୋଟେଲ୍ ଓ ରେଷ୍ଟୁରାଣ୍ଟରେ ବିଏମସିର ସ୍ପେଶାଲ୍ ସ୍କ୍ୱାଡ୍ ଚଢାଉ ବେଳେ ସେଠାରେ ଜନ୍ମଦିନ…