Latest Odisha News

BREAKING NEWS

Browsing Category

ଓଡିଶା

Odisha

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା; ହାଇକୋର୍ଟର ଦ୍ୱାରସ୍ଥ ହେଲେ ପତ୍ନୀ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଶ୍ରୀଙ୍କ ସମେତ ୪ ଜଣକର ଲାଇ ଡିଟେକ୍ସନ ଟେଷ୍ଟ ହୋଇଛି । ଯାହାର ଗୋଟିଏ ଦିନ ପରେ ପତ୍ନୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବା ଲାଗି ବିଦ୍ୟାଶ୍ରୀଙ୍କ ସମେତ ତାଙ୍କ ପରିବାର…

ଆଉ ଜଣେ ପୂର୍ବତନ ବିଧାୟକଙ୍କୁ କରୋନା

କେନ୍ଦ୍ରାପଡା: ରାଜ୍ୟର ଆଉ ଜଣେ ପୂର୍ବତନ ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ବିଧାୟକ ଜଣକ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା। ନିକଟରେ ସେ ଅସୁସ୍ଥତା କାରଣରୁ ଚିକିତ୍ସା ଲାଗି ଭୁବନେଶ୍ୱରର କେୟାର ହସ୍ପିଟାଲକୁ ଯାଇଥିବା…

ଗଞ୍ଜାମକୁ କାଟିଦେଲେ ଖୋର୍ଦ୍ଧା ଓ ରାୟଗଡ଼ା

ଭୁବନେଶ୍ୱର: ରାଜ୍ୟରେ ୯୩ ହଜାର ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଜୁଲାଇ ଓ ଅଗଷ୍ଟ ପ୍ରଥମ ସପ୍ତାହରେ ରେଡହଟ୍ ଥିବା ଗଞ୍ଜାମରେ ଏବେ କମୁଛି ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ ଟେନସନ୍ ବଢ଼ାଇଛି ଖୋର୍ଦ୍ଧା । ନୂଆ ହଟସ୍ପଟ ହେଲାଣି ରାୟଗଡ଼ା । ଆକ୍ଟିଭ୍ କେସରେ ଆଗରେ ଖୋର୍ଦ୍ଧା-ରାୟଗଡ଼ା…

ରାଜ୍ୟରୁ ଆଉ ୮ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୪୫୬

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ଆଉ ୮ ଜଣଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଗଞ୍ଜାମ ଜିଲ୍ଲାରୁ ୨ ଜଣ ପ୍ରାଣ ହରାଇଛନ୍ତି । ଭୁବନେଶ୍ୱରରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ବରଗଡ଼, ଭଦ୍ରକ, ବଲାଙ୍ଗିର ଓ ରାୟଗଡ଼ା ଜିଲ୍ଲାରୁ ଜଣେ…

କରୋନାର ନୂଆ ରେକର୍ଡ: ୨୪ ଘଣ୍ଟାରେ ରାଜ୍ୟରେ ୩, ୬୮୨ ପଜିଟିଭ୍

ଭୁବନେଶ୍ୱର: ରେକର୍ଡ ପରେ ରେକର୍ଡ ବୃଦ୍ଧି । ରାଜ୍ୟରେ କରୋନା ସଂକ୍ରମଣ ମାଡ଼ି ଚାଲିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ ହଜାର ୬୮୨ ନୂଆ ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନରେ ସର୍ବାଧିକ । କ୍ୱାରେଣ୍ଟିନ ସେଣ୍ଟରରୁ ୨ ହଜାର ୨୪୧ ଜଣ ଭୂତାଣୁ ସଂକ୍ରମିତ ଚିହ୍ନଟ…

ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨୦ ଟି ଗେଟ୍

ସମ୍ବଲପୁର: ବନ୍ୟା ଜଳ ନିଷ୍କାସନ ପାଇଁ ହୀରାକୁଦ ଡ୍ୟାମର ୨୦ ରି ଗେଟକୁ ଖୋଲିଛନ୍ତି ଜଳଭଣ୍ଡାର କତ୍ତୃପକ୍ଷ। ମହାନଦୀର ଉପରମୁଣ୍ଡରେ ଲଗାତାର ବର୍ଷା ହେବା ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସତର୍କ ରେଖା ଟପିଛି । ଶୁକ୍ରବାର ସକାଳ ୬ ଟା ସୁଦ୍ଧା ହୀରାକୁଦରେ ପ୍ରତି ସେକେଣ୍ଡରେ ୬,୫୬,୦୦୬…

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ୩ ସହଯୋଗୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର: ମେସିନ୍ ଉଠାଇବ କି ଯୁବ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ରହସ୍ୟ ଉପରୁ ପରଦା ? ପତ୍ନୀ ବିଦ୍ୟାଶ୍ରୀଙ୍କ ପରେ ଆଜି ଆଦିତ୍ୟଙ୍କ ତିନି ସହଯୋଗୀ ତଥା ପିପୁଲ୍ ଫର୍ ସେବାର ସଦସ୍ୟ ପପୁ, ବିକାଶ ଓ ଦୀପୁଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଉଥିବା ସୂଚନା ମିଲିଛି । ଭୁବନେଶ୍ୱର ଫରେନସିକ୍…

ଖୋଲିଲା ରେଙ୍ଗାଲି ଜଳ ଭଣ୍ଡାରର ୪ ଟି ଗେଟ୍

ଅନୁଗୁଳ: ପ୍ରବଳ ବର୍ଷା କାରଣରୁ ରେଙ୍ଗାଲି ଜଳଭଣ୍ଡାର ମୋଟ ୪ ଟି ଗେଟ ଖୋଲାଯାଇଛି। ସେହିପରି ତଳ ମୁଣ୍ଡରେ ସମଲ ବ୍ୟାରେଜ ର ମଧ୍ୟ ୧୩ ଟି ଗେଟ ଖୋଲା ଯାଇଛି । ରେଙ୍ଗାଳିରେ ପୂର୍ବରୁ ୩ ଟି ଗେଟ ଖୋଲା ଥିଲା । ଲଗାଣ ବର୍ଷା ଫଳରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ତେବେ…

ରାଜ୍ୟରେ ଗୋଟିଏ ଦିନରେ ୫୮ ହଜାରରୁ ଉର୍ଦ୍ଧ୍ବ କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୫୮ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୫୮ ହଜାର ୮୪୦ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୫୦,୦୨୩ ଜଣଙ୍କର ଆଣ୍ଟିଜେନ, ୮୬୮୦ ଟି ଆରଟିପିସିଆର୍ ଓ ୧୩୭ ଟି ଟ୍ରୁନଟ୍‌…

ସପ୍ତାହେ ସଟଡାଉନ୍ ରହିବ ଝାରସୁଗୁଡ଼ା ସହର

ଝାରସୁଗୁଡ଼ା: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ସହରକୁ ସପ୍ତାହେ ସଟଡାଉନ୍ ଘୋଷଣା କରାଯାଇଛି । ଆସନ୍ତା ୩୦ ତାରିଖରୁ ଲାଗୁ ହେବ କଟକଣା । ସକାଳ ୬ଟାରୁ ଦିନ ୧୧ଟା ମଧ୍ୟରେ ମିଳିବ ଗ୍ରୋସରି ସାମଗ୍ରୀ, ପନିପରିବା, କ୍ଷୀର, ଅଣ୍ଡା, ମାଛ ଓ ମାଂସ । ସଟଡାଉନ୍ ବେଳେ ଖୋଲା ରହିବ ଔଷଧ…