Latest Odisha News

BREAKING NEWS

Browsing Category

ଓଡିଶା

Odisha

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱରସ୍ଥିତ ନାଲକୋ ଛକ ନିକଟରେ ୨ ଟି କାର୍‌ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ  ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ସୂଚନା ମିଳିଛି । ମୃତକ ମାନେ ସମସ୍ତେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି।ମୃତକଙ୍କ ମଧ୍ୟରେ…

ଆଥଲେଟ୍ ଜୟନ୍ତୀ ବେହେରାଙ୍କୁ ମିଳିବ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର

ଭୁବନେଶ୍ୱର: ପାରା ଆଥଲେଟ୍ ଜୟନ୍ତୀ ବେହେରା ପାଇବେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର । ୨୦୧୯ ବର୍ଷ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ଦୃଷ୍ଟିରୁ ସେ ଏହି ପୁରସ୍କାର ପାଇବେ । ଆସନ୍ତା ୨୯ରେ ଜାତୀୟ କ୍ରିଡ଼ା ଦିବସ ଅବସରରେ ଲୋକସେବା ଭବନ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ…

ପୂଜା ଛୁଟି ଯାଏଁ ବନ୍ଦ ରହିବ ସ୍କୁଲ, କଲେଜ

ଭୁବନେଶ୍ୱର: ରାଜ୍ୟରେ ବନ୍ଦ ରହିବ ସମସ୍ତ ସ୍କୁଲ, କଲେଜ । ପୂଜା ଛୁଟି ପର‌୍ୟ୍ୟନ୍ତ ବନ୍ଦ ରହିବ ସ୍କୁଲ, କଲେଜ । କୋଭିଡ ସ୍ଥିିିତିର ସମୀକ୍ଷା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି…

ସୁସ୍ଥତାରେ ଭାଙ୍ଗିଲା ସବୁ ରେକର୍ଡ, ଆଜି ଆରୋଗ୍ୟ ହେଲେ ୩୩୪୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଲଗାତର ତୃତୀୟ ଦିନ ପାଇଁ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ପୁଣି ଗୋଟିଏ ଦିନରେ ସର୍ବାଧିକ ୩୩୪୩ ଜଣ ଆରୋଗ୍ୟ ଲାଭ କରି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୬୨୮୧୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ…

ବିଏମ୍‌ସିରୁ ବାହାରିଲେ ପୁଣି ୩୩୦ ପଜିଟିଭ

ଭୁବନେଶ୍ୱର: ବିପଦରେ ରାଜଧାନୀ ଭୁବନେଶ୍ୱର । ଦିନକୁ ଏଠି ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ପୁଣି ଭୁବନେଶ୍ୱର ମହାନଗର ନିଗମରୁ ଆଉ ୩୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । Update on newly detected & cured #COVID19 cases in the last 24 hrs under the…

ଗଣିତ ଖେଳ ୧: ସାତ ଖଣ୍ଡରେ ଶହେ ଆକାର

ମାତ୍ର ୭ଖଣ୍ଡ ଜ୍ୟାମିତିକ ଆକାର, ଆଉ ତାକୁ ଯୋଡି ସେଥିରୁ ତିଆରି କରିହେବ ଶହ ଶହ ପ୍ରକାର ଚିତ୍ର । ୨ଖଣ୍ଡ ବଡ ସମକୋଣୀ ତ୍ରିଭୂଜ, ୧ଖଣ୍ଡ ମଝି ଆକାରର ସମକୋଣୀ ତ୍ରିଭୂଜ, ୨ଖଣ୍ଡ ଛୋଟ ସମକୋଣୀ ତ୍ରିଭୂଜ, ୧ଖଣ୍ଡ ବର୍ଗାକାର ଏବଂ ଖଣ୍ଡିଏ ଠିକିରି ଆକାର, ଏତିକିରୁ ଏତେ ପ୍ରକାର ଚିତ୍ର ବନାଇ ହେବ ଯେ…

ବୁଡିଗଲେ ବାବା ଆଖଣ୍ଡଳମଣି

ଚାନ୍ଦବାଲି: ବର୍ଷା ଜଳରେ ବୁଡିଗଲେ ବାବା ଆଖଣ୍ଡଳମଣି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡିସ୍ଥିତ ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହକୁ ଆଜି ବର୍ଷା ଜଳ ପ୍ରବେଶ କରିଛି। ଲଘୁଚାପ ବର୍ଷା ଯୋଗୁଁ ମଧ୍ୟରାତ୍ରୀରେ ବର୍ଷା ଜଳ ପ୍ରବେଶ କରିବାରୁ ଆଜି ସକାଳୁ ମନ୍ଦିରରେ ପୂଜାର୍ଚ୍ଚନା…

ପାଣି ସୁଅରେ ଭାସିଗଲା ଟ୍ରକ, ଡ୍ରାଇଭର ମୃତ

ପାଟଣା: ଲଗାଣ ବର୍ଷା ଯୋଗୁଁ ବେହାଲ କେନ୍ଦୁଝର ଜିଲ୍ଲା । କେନ୍ଦୁଝର ମୟୁରଭଞ୍ଜ ସୀମାନ୍ତ ବୈତରଣୀ ନଦୀର ଛୋଟ ପୋଲ ଉପରେ ପାଣି ଚାଲୁଥିବା ବେଳେ ଏକ ୧୪ ଚକିଆ ଟ୍ରକ୍ ସମ୍ପୂର୍ଣ୍ଣ ବୁଡିଯାଇଛି । ପ୍ରଖର ସ୍ରୋତରେ ଟ୍ରକ୍ ଭାସି ଯାଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ମୃତ ଡ୍ରାଇଭରଙ୍କ ପରିଚୟ ମିଳି…

ନୃତ୍ୟରତା ବର୍ଷା

ସୁସ୍ମିତା ମହାପାତ୍ର ସହରର ମାଳମାଳ ଆଟୋପ ଅଟ୍ଟାଳିକାରେ ଇନ୍ଦ୍ରଧନୁ କୋଳେ ଅବା ପାହାଡ଼ ଜଙ୍ଗଲ ଘେରା ମଫସଲ ମଥାନରେ ବାଳୁତ ଶିଶୁଙ୍କ ମେଳେ ଅନାହାର ମୃତ୍ୟୁ ବେଳେ, ନୃତ୍ୟରତା ସିଏ କାଳେକାଳେ । ଆଷାଢ଼ର ଆଲିଙ୍ଗନେ ଆଉ ଶ୍ରାବଣର ସାନିଧ୍ୟରେ ମଜ୍ଜି ବିଭୋର ପଣରେ ନାଚୁଥାଏ…

ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ ଓ ଶ୍ରୀସୁଦର୍ଶନଦେବଙ୍କ ଚାରି ଆଶ୍ରମ ବିଜେ ନୀତି ପାଳିତ

''ଶ୍ରୀ ରାଧିକା ଶୁଭେ ଜାତ ଶ୍ରୀମଦ୍ ବୃନ୍ଦାବନେଶ୍ୱରୀ, ଭାଦ୍ର ମାସେ ସୀତାଷ୍ଟମ୍ୟାଂ ମଧ୍ୟାହ୍ନ ଶୁଭଦାୟିନୀ ।'' ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି ଓ ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ‘ଜନ୍ମାଷ୍ଟମୀ’ ବା ‘ହରିଜନ୍ମ’ ଇତ୍ୟାଦି ନାମରେ ପାଳନ କରାଯାଏ ଓ…